ଲଗାଣ ବର୍ଷା ଯୋଗୁ ମାଲକାନଗିରି-ବାଲିମେଳା ରାସ୍ତାର ଯୋଗାଯୋଗ ବିଚ୍ଛିନ୍ନ,ଜନଜୀବନ ପ୍ରଭାବିତ

ମାଲକାନଗିରି: ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାର ସ୍ଥିତି ବେହାଲ ହୋଇପଡିଛି। ଗତକାଲିର ଲଗାଣ ବର୍ଷାରେ ସଦର ମହକୁମାର ବୁଟିଗୁଡାରେ ପାଣି ପଶି ଯିବାରୁ ୨୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ରାତି ୨ଟା ସମୟରେ ହଠାତ୍ ଘରେ ପାଣି ପଶିଯିବାରୁ ପରିବାରର ସମସ୍ତେ ଘର ଛାଡି ସୁରକ୍ଷିତ ସ୍ଥାନକୁ ପଳାଇଥିଲେ। ଘରେ ଥିବା ସମସ୍ତ ଆସବାପତ୍ର ନଷ୍ଟ ହୋଇଯାଇଛି।  ପାଣି ବଢି ଥିବାରୁ ମାଲକାନଗିରି-ବାଲିମେଳା ଯୋଗା ଯୋଗ ବିଚ୍ଛିନ୍ନ ହୋଇଯାଇଛି। ମୁଖ୍ୟ ରାସ୍ତାର ଏମଭି-୧୧ ପୋଲରେ […]

malakanagiri

malakanagiri

Rakesh Mallick
  • Published: Saturday, 19 September 2015
  • Updated: 19 September 2015, 07:04 AM IST

Sports

Latest News

ମାଲକାନଗିରି: ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାର ସ୍ଥିତି ବେହାଲ ହୋଇପଡିଛି। ଗତକାଲିର ଲଗାଣ ବର୍ଷାରେ ସଦର ମହକୁମାର ବୁଟିଗୁଡାରେ ପାଣି ପଶି ଯିବାରୁ ୨୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ରାତି ୨ଟା ସମୟରେ ହଠାତ୍ ଘରେ ପାଣି ପଶିଯିବାରୁ ପରିବାରର ସମସ୍ତେ ଘର ଛାଡି ସୁରକ୍ଷିତ ସ୍ଥାନକୁ ପଳାଇଥିଲେ। ଘରେ ଥିବା ସମସ୍ତ ଆସବାପତ୍ର ନଷ୍ଟ ହୋଇଯାଇଛି।  ପାଣି ବଢି ଥିବାରୁ ମାଲକାନଗିରି-ବାଲିମେଳା ଯୋଗା ଯୋଗ ବିଚ୍ଛିନ୍ନ ହୋଇଯାଇଛି। ମୁଖ୍ୟ ରାସ୍ତାର ଏମଭି-୧୧ ପୋଲରେ ବର୍ଷାଜଳ ପ୍ରବାହିତ ହେବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଅନେକ ଚାଷ ଜମିରେ ମଧ୍ୟ ପାଣି ପଶିଯିବାରୁ ଫସଲ  ନଷ୍ଟ  ହୋଇଯିବାର ଆଶଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story