ଲଘୁଚାପ ପାଇଁ ରାଜ୍ୟରେ ପୁଣି ମୌସୁମୀ ସକ୍ରିୟ: ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଲଘୁଚାପ ଯୋଗୁ ରାଜ୍ୟରେ ପୁଣି ସକ୍ରିୟ ହୋଇଛି ମୌସୁମୀ। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ସେପଟେ କିଛି ଦିନ ଧରି ବର୍ଷା ପରେ ରାଜ୍ୟର ୨୩ଟି ଜିଲ୍ଲାରେ ସ୍ଥିତି ସୁଧୁରିଛି। ତେବେ ୬ଟି ଜିଲ୍ଲାରେ ଏବେବି ସ୍ୱାଭାବିକଠାରୁ ବର୍ଷା ପରିମାଣ କମ୍ ରହିଛି। […]

rain

rain

Rakesh Mallick
  • Published: Monday, 21 September 2015
  • Updated: 21 September 2015, 02:37 AM IST

Sports

Latest News

ଭୁବନେଶ୍ୱର: ଲଘୁଚାପ ଯୋଗୁ ରାଜ୍ୟରେ ପୁଣି ସକ୍ରିୟ ହୋଇଛି ମୌସୁମୀ। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ସେପଟେ କିଛି ଦିନ ଧରି ବର୍ଷା ପରେ ରାଜ୍ୟର ୨୩ଟି ଜିଲ୍ଲାରେ ସ୍ଥିତି ସୁଧୁରିଛି। ତେବେ ୬ଟି ଜିଲ୍ଲାରେ ଏବେବି ସ୍ୱାଭାବିକଠାରୁ ବର୍ଷା ପରିମାଣ କମ୍ ରହିଛି। ସେପଟେ ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ସମେତ କିଛି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଏହି ବର୍ଷା ଉଜୁଡି ଯାଇଥିବା ଫସଲ ପାଇଁ ଲାଭଦାୟକ ହେବ ନାହିଁ ବୋଲି କୁହାଯାଉଛି।

ସେହିପରି ବର୍ଷା ଯୋଗୁ ବିଭିନ୍ନ ଜଳଭଣ୍ଡାରରେ ପାଣି ବଢିଥିଲେ ବି ଏହା ବିଦ୍ୟୁତ ଉତ୍ପାଦନ ସ୍ୱାଭାବିକ କରିବାରେ ସହାୟକ ହୋଇପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story