ଅଞ୍ଜଳିଙ୍କ ପ୍ରେମରେ କେମିତି ବୋଲଡ୍‌ ହୋଇଥିଲେ ମାଷ୍ଟର ବ୍ଲାଷ୍ଟର , ପଢନ୍ତୁ ଏକ ରୋମାଞ୍ଚଭରା ଲଭ୍ ଷ୍ଟୋରୀ

କ୍ରିକେଟ ଜଗତର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ କେବଳ ଦେଶ ନୁହେଁ ସାରା ବିଶ୍ୱରେ ଅନେକ ଫ୍ୟାନ ଅଛନ୍ତି। ସଚିନଙ୍କ ଫ୍ୟାନମାନେ ତାଙ୍କୁ ଟିକେ ଦେଖିବା ପାଇଁ ଓ ତାଙ୍କ ବିଷୟରେ ଜାଣିବା ପାଇଁ ବେଶ୍ ଉତ୍ସୁକ ଥାନ୍ତି। ତେବେ ଆଜି ଆମେ ସଚିନଙ୍କ ବିଷୟରେ ଏମିତି କିଛି କଥା କହିବୁ  ଯାହା ଖୁବ୍‌ ରୋଚକ ଏବଂ ମଜାଦାର । ସଚିନ୍‌ଙ୍କ କ୍ରିକେଟ୍‌ରେ କ୍ୟାରିୟର ଗଢ଼ିବା କାହାଣୀ ଯେତିକି ରୋଚକ ସେତିକି ରୋମାଞ୍ଚଭରା ହେଉଛି ତାଙ୍କ ପ୍ରେମକାହାଣୀ। […]

sachin-image

sachin-image

Rakesh Mallick
  • Published: Tuesday, 23 January 2018
  • Updated: 23 January 2018, 06:09 PM IST

Sports

Latest News

କ୍ରିକେଟ ଜଗତର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ କେବଳ ଦେଶ ନୁହେଁ ସାରା ବିଶ୍ୱରେ ଅନେକ ଫ୍ୟାନ ଅଛନ୍ତି। ସଚିନଙ୍କ ଫ୍ୟାନମାନେ ତାଙ୍କୁ ଟିକେ ଦେଖିବା ପାଇଁ ଓ ତାଙ୍କ ବିଷୟରେ ଜାଣିବା ପାଇଁ ବେଶ୍ ଉତ୍ସୁକ ଥାନ୍ତି। ତେବେ ଆଜି ଆମେ ସଚିନଙ୍କ ବିଷୟରେ ଏମିତି କିଛି କଥା କହିବୁ  ଯାହା ଖୁବ୍‌ ରୋଚକ ଏବଂ ମଜାଦାର ।

ସଚିନ୍‌ଙ୍କ କ୍ରିକେଟ୍‌ରେ କ୍ୟାରିୟର ଗଢ଼ିବା କାହାଣୀ ଯେତିକି ରୋଚକ ସେତିକି ରୋମାଞ୍ଚଭରା ହେଉଛି ତାଙ୍କ ପ୍ରେମକାହାଣୀ। କୌଣସି ଫିଲ୍ମର ଲଭଷ୍ଟୋରୀରୁ କମ୍ ନୁହେଁ ସଚିନ ଓ ଅଞ୍ଜଳିଙ୍କ ଏହି ପ୍ରେମ କାହାଣୀ। ସଚିନ ଓ ଅଞ୍ଜଳିଙ୍କ ପ୍ରଥମ ଥର ପାଇଁ ଭେଟ ହୋଇଥିଲା ବିମାନ ବନ୍ଦରରେ। ଅଞ୍ଜଳି ତାଙ୍କ ମା’ଙ୍କୁ ନେବାପା‌ଇଁ ଏୟାରପୋର୍ଟ ଯାଇଥିଲେ। ସେଠାରେ ପ୍ରଖ୍ୟାତ କ୍ରିକେଟର ସଚିନ୍‌ଙ୍କୁ ଦେଖି ସେ ଫିଦା ହୋଇଯାଇଥିଲେ। ତାଙ୍କୁ ଦେଖିବା ମାତ୍ରେ ହିଁ ଅଞ୍ଜଳି  ସଚିନ୍ ସଚିନ୍ ବୋଲି ବଡ଼ ପାଟିରେ ଡାକିବାକୁ ଲାଗିଲେ। କିନ୍ତୁ ସେତେବେଳେ ୧୭ ବର୍ଷୀୟ ସଚିନଙ୍କୁ ଲାଜ ଲାଗିବାରୁ ସେ ଚୁପ୍ ଚାପ୍ ଯାଇ ଗାଡ଼ିରେ ବସିଯାଇଥିଲେ।

ସେଦିନ ପରଠୁ ଅଞ୍ଜଳି ସଚିନଙ୍କୁ ହୃଦୟ ଦେଇଦେଇଥିଲେ। ଆଉ ସଚିନଙ୍କ ଫୋନ ନମ୍ବର ଯୋଗାଡ଼ କରିବାରେ ଲାଗିପଡ଼ିଥିଲେ। କିଛି ଦିନପରେ ଅଞ୍ଜଳି କୌଣସି ଉପାୟରେ ସଚିନଙ୍କ ଫୋନ୍ ନମ୍ବର ପାଇଥିଲେ। ଏହାପରେ ସେ  ସେହି ନମ୍ବରରେ କଲ୍ କରିବାରୁ ସଚିନ ଫୋନ୍ ରିସିଭ କରିଥିଲେ।

ସେ ସଚିନଙ୍କୁ ତାଙ୍କ ପରିଚୟ ଦେଇଥିଲେ ଓ ସେଦିନ ବିମାନବନ୍ଦରର ଘଟଣା ବିଷୟରେ କହିଥିଲେ। ସଚିନ୍ ତାଙ୍କୁ କହିଥିଲେ ଯେ, ସେ ବି ତାଙ୍କୁ ମନେ ରଖିଛନ୍ତି।  ପ୍ରେମ ପାଇଁ ସଚିନଙ୍କୁ ଅଞ୍ଜଳିଙ୍କ ପାଖରେ ପରୀକ୍ଷା ମଧ୍ୟ ଦେବାକୁ ପଡ଼ିଥିଲା। ଜାଣିବା ପାଇଁ ଅଞ୍ଜଳି ସଚିନଙ୍କୁ ପଚାରିଥିଲେ ସେଦିନ ସେ କେଉଁ ଡ୍ରେସ୍ ପିନ୍ଧିଥିଲେ ? । ହେଲେ ସଚିନ ଏହାର ଯେତେବେଳେ ଠିକ୍‌ ଉତ୍ତର ଦେଇଥିଲେ  ଅଞ୍ଜଳି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସଚିନ ଏହାର ଠିକ୍ ଉତ୍ତର ଦେଇ କହିଥିଲେ ଯେ, ସେ କମଳା ରଙ୍ଗର ଡ୍ରେସ୍ ପିନ୍ଧିଥିଲେ।

ଏହା ପରେ ସେମାନେ ଫୋନରେ କଥା ହେବାକୁ ଲାଗିଲେ। ଧୀରେ ଧୀରେ ତାଙ୍କ ପ୍ରେମ ସମ୍ପର୍କ ଗଭୀର ହେବାକୁ ଲାଗିଲା। ଥରେ ଅଞ୍ଜଳି ସଚିନଙ୍କ ଘରକୁ ସାମ୍ବାଦିକା ହୋଇ ଯାଇଥିଲେ। ସେଠାରେ ସେ ସଚିନଙ୍କ ମା’ଙ୍କ ସହ ସଚିନଙ୍କୁ ବିବାହ କରିବା କଥା ହୋଇଥିଲେ। ୧୯୯୫ ମସିହାରେ ହିନ୍ଦୀ ଫିଲ୍ମ ‘ରୋଜା’ ରିଲିଜ୍ ହୋଇଥିଲା।  ଦୁହେଁ  ମନ ବଳାଇଥିଲେ ଏକାଠି ଫିଲ୍ମ ଦେଖିବାକୁ। ହେଲେ ସେତେବେଳେ ସଚିନ ବହୁତ ଲୋକପ୍ରିୟ ହୋଇଯାଇଥିଲେ। ଏପରି ଜନଗହଳିପୂର୍ଣ୍ଣ ଜାଗା ଯିବା ତାଙ୍କ ପକ୍ଷେ ସମ୍ଭବ ନ ଥିଲା। କିନ୍ତୁ ଅଞ୍ଜଳିଙ୍କ ମନ ବା କେମିତି ଭାଙ୍ଗିଦେଇଥାନ୍ତେ ସଚିନ୍। ସେଦିନ ଅଞ୍ଜଳିଙ୍କ ପାଇଁ ସଚିନ ପୁରା ଫିଲ୍ମ ଅନ୍ଦାଜରେ ବେଶ ବଦଳାଇ ଜଣେ ସର୍ଦ୍ଦାର ରୂପ ନେଇଥିଲେ।  ଆଉ ଅଞ୍ଜଳିଙ୍କ ସହ ଫିଲ୍ମ ଦେଖିବାକୁ ଯାଇଥିଲେ ସଚିନ୍। ଲୋକଙ୍କ ନଜର ହଟାଇବା ପାଇଁ ଏହି କାମ କରିଥିଲେ ସଚିନ। ଆଉ ଶେଷରେ ଉଭୟଙ୍କ ପ୍ରେମ ବି ବିଜୟ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story