ଜୀବନ ନେଉଛି କଅଁଳ ବୟସର ପ୍ରେମ! ୧୧ ଦିନରେ ଗଲାଣି ୫ କିଶୋର କିଶୋରୀଙ୍କ ପ୍ରାଣ

ବଲାଙ୍ଗିର/ସମ୍ୱଲପୁର/ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): କଅଁଳ ବୟସରେ ପାଠ ପଢ଼ିବା କଥା। କିନ୍ତୁ ପିଲାମାନେ ପାଠ ନପଢ଼ି ଆତ୍ମହତ୍ୟାର ବାଟ ବାଛି ନେଉଛନ୍ତି। ଏପରି ଘଟଣା ଆମ ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ମିଳିଥିବା ସୂଚନା ମୁତାବକ ୧୧ ଦିନରେ ୫ ପିଲା ଆତ୍ମହତ୍ୟା କରିସାରିଲେଣି। ଏହି ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନଥିଲେ ମଧ୍ୟ ପ୍ରେମରେ ବିଫଳ ହୋଇ ଏପରି କାଣ୍ଡ ଭିଆଉଥିବା ପୋଲିସ ସନ୍ଦେହ କରୁଛି। ମନସ୍ତତ୍ୱବିତ୍ ମଧ୍ୟ ପୋଲିସ କଥାରେ ଏକମତ ହୋଇଛନ୍ତି। […]

Rakesh Mallick
  • Published: Monday, 04 September 2017
  • Updated: 04 September 2017, 08:00 PM IST

ବଲାଙ୍ଗିର/ସମ୍ୱଲପୁର/ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): କଅଁଳ ବୟସରେ ପାଠ ପଢ଼ିବା କଥା। କିନ୍ତୁ ପିଲାମାନେ ପାଠ ନପଢ଼ି ଆତ୍ମହତ୍ୟାର ବାଟ ବାଛି ନେଉଛନ୍ତି। ଏପରି ଘଟଣା ଆମ ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ମିଳିଥିବା ସୂଚନା ମୁତାବକ ୧୧ ଦିନରେ ୫ ପିଲା ଆତ୍ମହତ୍ୟା କରିସାରିଲେଣି। ଏହି ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନଥିଲେ ମଧ୍ୟ ପ୍ରେମରେ ବିଫଳ ହୋଇ ଏପରି କାଣ୍ଡ ଭିଆଉଥିବା ପୋଲିସ ସନ୍ଦେହ କରୁଛି। ମନସ୍ତତ୍ୱବିତ୍ ମଧ୍ୟ ପୋଲିସ କଥାରେ ଏକମତ ହୋଇଛନ୍ତି। ମାତ୍ର ଅଭିଭାବକମାନେ ଏହାକୁ ସଜରେ ଗ୍ରହଣ କରିପାରୁ ନାହାନ୍ତି।

ବଲାଙ୍ଗିର ଜିଲ୍ଲା ତୁଳସୀନଗର ପଡ଼ାର ବୁଲୁ ସାହୁ ଦଶମ ଶ୍ରେଣୀରେ ପଢ଼ୁଥିଲେ। ଗତ ୧ ତାରିଖରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ବୁଲୁ କୁଆଡ଼େ ପ୍ରେମରେ ବିଫଳ ହୋଇ ଚରମ ନିଷ୍ପତ୍ତି ନେଇଥିବା ଶୁଣିବାକୁ ମିଳୁଛି। ଠିକ୍ ସେମିତି ଗତକାଲି ଡୁଙ୍ଗୁରୀପଡ଼ା ଅଞ୍ଚଳର ଦୁଇ ଅନ୍ତରଙ୍ଗ ସ୍କୁଲ ସାଥୀ କଟସିଆ ବାଗ ଓ ସୁରଭି ତାଣ୍ଡି ମଧ୍ୟ ସମାନ ଢଙ୍ଗରେ ଆତ୍ମହତ୍ୟା କରିଛନ୍ତି। ଫରକ ଏତିକି କଟସିଆ ସକାଳେ ଆଉ ସୁରଭି ଅପରାହ୍ନରେ ଆତ୍ମହତ୍ୟାର ପଥକୁ ବାଛି ନେଇଥିଲେ। ଏସବୁ ପ୍ରେମ ଜନିତ ଆତ୍ମହତ୍ୟା ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ୍ ଜାଣିବାକୁ ପାଇଛି। କିନ୍ତୁ ପରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଗତ ୨୩ ତାରିଖରେ ସମ୍ବଲପୁରରେ ଜଣେ ସ୍କୁଲ ଛାତ୍ରୀ ମଧ୍ୟ ଆତ୍ମହତ୍ୟା କରିଥିଲେ।

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଗୁଡ଼ଇାଳି ହାଇସ୍କୁଲର ଜଣେ ସ୍କୁଲ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଆଜି ଶ୍ରେଣୀ ଗୃହରୁ ଉଦ୍ଧାର ହୋଇଛି। ଦଶମ ଶ୍ରେଣୀ ଛାତ୍ର ବାପି ଭୂୟାଁ କେଉଁ ପରିସ୍ଥିତିରେ ଏଠାକୁ ଆସିଲେ ଓ ଆତ୍ମହତ୍ୟା କଲେ ତା’ହା ଜଣାପଡ଼ିନି। ପୋଲିସ ଏହି ହତ୍ୟାକାଣ୍ଡର କାରଣ ଖୋଜୁଛି।

କିଏ କଣ କୁହନ୍ତି

ବଲାଙ୍ଗିର ଏସ୍‌ପି କେ.ଶିବା ସୁବ୍ରମଣି କହିଛନ୍ତି-“ପ୍ରାଥମିକ ତଦନ୍ତରୁ ଜଣାପଡ଼ି ଯେ, ପ୍ରେମ କାରଣରୁ ଜିଲ୍ଲାରେ ୩ ପିଲା ଆତ୍ମହତ୍ୟା କରିଛନ୍ତି। ଏହାଛଡ଼ା ବ୍ଲୁ ହ୍ୱେଲ୍‌ ସମ୍ପର୍କରେ ସ୍କୁଲ ଗୁଡ଼ିକରେ ବ୍ୟାପକ ସଚେତନତା କରାଯିବ।’’

ମୃତା କଟସିଆଙ୍କ କାକା ସାମସଙ୍ଗ ମଶାଲ କହିଛନ୍ତି-“ବାପା-ମା’ଙ୍କର ଗୋଟିଏ ଝିଅ ଥିଲା କଟସିଆ। ସେ ସବୁବେଳେ ତା’ ବାପା-ମା’ଙ୍କୁ ବହୁ ଭଲ ପାଉଥିଲା। ବାପା-ମା’ ମଧ୍ୟ କେବେ ଝିଅକୁ ଗାଳି ଦେଇନାହାନ୍ତି।”

ମୃତା ସୁରଭିଙ୍କ ବାପା ଅବର୍ଣ୍ଣ ତାଣ୍ଡି କହିଛନ୍ତି-“ଆମ ଘରେ କିଛି ପାଟିତୁଣ୍ଡ ହୋଇନଥିଲା। କଣ ପାଇଁ ସେ ଆତ୍ମହତ୍ୟା କଲା ମୁଁ କିଛି ଜାଣିପାରୁ ନାହିଁ।”

ମନସ୍ତତ୍ୱବିତ୍ କ’ଣ କୁହନ୍ତି?

କଅଁଳ ବୟସରେ ପ୍ରେମରେ ବିଫଳତା ଏହାର ମୁଖ୍ୟ କାରଣ ବୋଲି ମାନସିକ ରୋଗ ବିଶେଷଜ୍ଞ କହୁଛନ୍ତି। ପିଲାର ମାନସିକ ଅବସ୍ଥାକୁ ବୁଝିବାରେ ବାପା-ମାଆ ଅସମର୍ଥ ହେଉଛନ୍ତି। ସେଥିପାଇଁ ଅବସାଦରେ ଶିକାର ହୋଇ ପିଲାମାନେ ଆତ୍ମହତ୍ୟା ପରି କଠୋର ପଦକ୍ଷେପ ନେଉଛନ୍ତି। ତେଣୁ ଏଭଳି ଲକ୍ଷଣ ଦେଖିବା ମାତ୍ରେ କାଉନସେଲିଂ କରିବା ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି ମନସ୍ତତ୍ୱବିତ୍ ଡାକ୍ତର ସମରେନ୍ଦ୍ର ମହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story