ମହାନଦୀ ଜଳ ବିବାଦ ପ୍ରସଙ୍ଗ: ୪ଟି ଜିଲ୍ଲାରେ ବିଜେଡିର ହରତାଳ

[vc_row][vc_column][vc_video link=": ମହାନଦୀ ବିବାଦରେ ଉଭୟ ଛତିଶଗଡ଼ ଓ କେନ୍ଦ୍ରକୁ ଦାୟୀ କରି ପୁଣି ରାସ୍ତାକୁ ଓହ୍ଲାଇଛି ବିଜେଡି। ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ସୋନପୁରରେ ଦଳ ଆଜି ହରତାଳ କରିଛି।  କଲମା ବ୍ୟାରେଜର ଗେଟ୍ ବନ୍ଦ ଯୋଗୁ ଅଧିକ ପ୍ରଭାବିତ ହୋଇଛି ଏହି ୪ଟି ଜିଲ୍ଲା। ତେଣୁ ଏସବୁ ଜିଲ୍ଲାରେ ସକାଳ ୬ରୁ ଦିନ ୧୦ଟା ପର୍ଯ୍ୟନ୍ତ ହରତାଳ କରିଛି ଦଳ। ହରତାଳ ଯୋଗୁଁ ଝାରସୁଗୁଡ଼ା ଲଖନପୁରରରେ ଜାତୀୟ ରାଜପଥ-୪୯ରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା।

ଏଥିସହ ବେଲପାହଡ଼ ପୌରାଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା।  ଲଖନପରୁ ବ୍ଲକର ଉପାନ୍ତରେ ବନ୍ଧବାହାଲ, ଲଖନପୁର, ପଞ୍ଚଗାଁରେ ହରତାଳ କରିଥିଲେ ଦଳୀୟ କର୍ମୀ ଓ ନେତା।

ହରତାଳ ପୂର୍ବରୁ ଗତକାଲି ଏହି ୪ଜିଲ୍ଲାରେ ପ୍ରଥପ୍ରାନ୍ତ ସଭା, ବାଇକ୍ ରାଲି ଓ ଶୋଭାଯାତ୍ରା କରିଥିଲା ବିଜେଡ଼ି।  ଛତିଶଗଡ ମନମୁଖୀ ଭାବେ କଲମା ବ୍ୟାରେଜର ୬୬ ଟି ଗେଟ୍ ବନ୍ଦ ରଖିବା ଯୋଗୁ ମହାନଦୀ ଅବବାହିକାରେ ଚାଷୀ ଓ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି ବୋଲି ବିଜେଡି ଅଭିଯୋଗ ଉଠାଇଛି।

[/vc_column_text][/vc_column][/vc_row]

Ordigital Desk
• Published: Saturday, 10 June 2017
• Updated: 10 June 2017, 08:19 AM IST

Sports

Latest News

[vc_row][vc_column][vc_video link=": ମହାନଦୀ ବିବାଦରେ ଉଭୟ ଛତିଶଗଡ଼ ଓ କେନ୍ଦ୍ରକୁ ଦାୟୀ କରି ପୁଣି ରାସ୍ତାକୁ ଓହ୍ଲାଇଛି ବିଜେଡି। ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ସୋନପୁରରେ ଦଳ ଆଜି ହରତାଳ କରିଛି।  କଲମା ବ୍ୟାରେଜର ଗେଟ୍ ବନ୍ଦ ଯୋଗୁ ଅଧିକ ପ୍ରଭାବିତ ହୋଇଛି ଏହି ୪ଟି ଜିଲ୍ଲା। ତେଣୁ ଏସବୁ ଜିଲ୍ଲାରେ ସକାଳ ୬ରୁ ଦିନ ୧୦ଟା ପର୍ଯ୍ୟନ୍ତ ହରତାଳ କରିଛି ଦଳ। ହରତାଳ ଯୋଗୁଁ ଝାରସୁଗୁଡ଼ା ଲଖନପୁରରରେ ଜାତୀୟ ରାଜପଥ-୪୯ରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା।

ଏଥିସହ ବେଲପାହଡ଼ ପୌରାଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା।  ଲଖନପରୁ ବ୍ଲକର ଉପାନ୍ତରେ ବନ୍ଧବାହାଲ, ଲଖନପୁର, ପଞ୍ଚଗାଁରେ ହରତାଳ କରିଥିଲେ ଦଳୀୟ କର୍ମୀ ଓ ନେତା।

ହରତାଳ ପୂର୍ବରୁ ଗତକାଲି ଏହି ୪ଜିଲ୍ଲାରେ ପ୍ରଥପ୍ରାନ୍ତ ସଭା, ବାଇକ୍ ରାଲି ଓ ଶୋଭାଯାତ୍ରା କରିଥିଲା ବିଜେଡ଼ି।  ଛତିଶଗଡ ମନମୁଖୀ ଭାବେ କଲମା ବ୍ୟାରେଜର ୬୬ ଟି ଗେଟ୍ ବନ୍ଦ ରଖିବା ଯୋଗୁ ମହାନଦୀ ଅବବାହିକାରେ ଚାଷୀ ଓ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି ବୋଲି ବିଜେଡି ଅଭିଯୋଗ ଉଠାଇଛି।

[/vc_column_text][/vc_column][/vc_row]

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos