ମଙ୍ଗଳବାର ଭୁବନେଶ୍ୱରରେ ମହିଳା ସମାବେଶ

ଭୁବନେଶ୍ୱର: ବିଜୁ ଜନ୍ମ ଶତବାର୍ଷିକୀ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ରାଜ୍ୟ ସରକାରଙ୍କ ଆଉ ଏକ ବିରାଟ ଆୟୋଜନ। ଆସନ୍ତା ମଙ୍ଗଳବାର (୨୯ ତାରିଖ) ରାଜଧାନୀ ଭୁବନେଶ୍ୱରରେ ହେବ ମହିଳା ସମ୍ମିଳନୀ। ସବୁ ଜିଲ୍ଲାରୁ ମହିଳାମାନଙ୍କୁ ଏଠାକୁ ଆଣି ମହିଳା ସଶକ୍ତିକରଣର ବାର୍ତ୍ତା ଦେବେ ରାଜ୍ୟ ସରକାର। ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଓ ପଞ୍ଚାୟତର ମହିଳା ଜନ ପ୍ରତିନିଧିମାନେ ବି ଯୋଗ ଦେବେ। ଏହି ସମ୍ମିଳନୀକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ମହିଳାଙ୍କୁ ଆଣିବା ପାଇଁ […]

arunsahu

arunsahu

Rakesh Mallick
  • Published: Sunday, 27 November 2016
  • Updated: 27 November 2016, 08:04 PM IST

Sports

Latest News

arunsahuଭୁବନେଶ୍ୱର: ବିଜୁ ଜନ୍ମ ଶତବାର୍ଷିକୀ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ରାଜ୍ୟ ସରକାରଙ୍କ ଆଉ ଏକ ବିରାଟ ଆୟୋଜନ। ଆସନ୍ତା ମଙ୍ଗଳବାର (୨୯ ତାରିଖ) ରାଜଧାନୀ ଭୁବନେଶ୍ୱରରେ ହେବ ମହିଳା ସମ୍ମିଳନୀ। ସବୁ ଜିଲ୍ଲାରୁ ମହିଳାମାନଙ୍କୁ ଏଠାକୁ ଆଣି ମହିଳା ସଶକ୍ତିକରଣର ବାର୍ତ୍ତା ଦେବେ ରାଜ୍ୟ ସରକାର। ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଓ ପଞ୍ଚାୟତର ମହିଳା ଜନ ପ୍ରତିନିଧିମାନେ ବି ଯୋଗ ଦେବେ।

ଏହି ସମ୍ମିଳନୀକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ମହିଳାଙ୍କୁ ଆଣିବା ପାଇଁ ସବୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖିଛି ପଞ୍ଚାୟତିରାଜ ବିଭାଗ। ସେହିପରି ଏକ ଘରୋଇ ଶିକ୍ଷାନୁଷ୍ଠାନ ହଷ୍ଟେଲରେ ଏହି ମହିଳାମାନଙ୍କ ରହିବା ବ୍ୟବସ୍ଥା କରିବାକୁ ବି ଚିଠି ଲେଖିଛି ପଞ୍ଚାୟତିରାଜ ବିଭାଗ।

ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି,“ମହିଳାମାନେ ଯେତେ ମୁଖ୍ୟସ୍ରୋତକୁ ଆସିବେ ସମାଜର ପ୍ରଗତି ଆହୁରି ଅଧିକରୁ ଅଧିକ ତ୍ୱରାନ୍ୱିତ ହେବ। ସେଥିପାଇଁ ମହିଳା ସଶକ୍ତିକରଣ ସମାବେଶର ଆୟୋଜନ କରାଯାଉଛି।”

ଗତ ୨୫ ତାରିଖରେ ବିଜେପି ତା’ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଭୁବନେଶ୍ୱର ଆଣି ଶକ୍ତି ପ୍ରଦର୍ଶନ କରିଥିଲା। ଚର୍ଚ୍ଚା ହେଉଛି ବିଜେପିର ଏହି ଜନଜାଗରଣ ସମାବେଶ ପରେ ସରକାର ତାଙ୍କ ଷ୍ଟ୍ରାଟେଜିରେ ପରିବର୍ତ୍ତନ କରିଛନ୍ତି। ମହିଳା ସମ୍ମିଳନୀରେ ସାରା ରାଜ୍ୟରୁ ୨୦ ହଜାରରୁ ଅଧିକ ମହିଳାଙ୍କୁ ଆଣି ବିଜେପିର ଜନଜାଗରଣ ମହାସମାବେଶକୁ କାଉଣ୍ଟର କରିବାକୁ ଚାହୁଁଛି ବିଜେଡି।

ରାଜ୍ୟ ବିଜେପିର ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,“ଅମିତ ଶାହ ଭୁବନେଶ୍ୱରରେ ସଭା କରିବା ପରେ ଲୋକଙ୍କ ଉପରେ ତା’ର ଏକ ପ୍ରଭାବ ପଡ଼ିଛି। ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଲୋକେ କହିଲେଣି ସରକାରଙ୍କୁ ହିସାବ ମଗାଗଲାଣି। ତେଣୁ ଏ କଥାକୁ କାଉଣ୍ଟର କରିବାକୁ ଚେଷ୍ଟା କରିବା ପାଇଁ ବିଜେଡି ଏକ ଅପଚେଷ୍ଟା କରୁଛି।”

ଅନ୍ୟପକ୍ଷରେ କଂଗ୍ରେସ କହିଛି ଉଭୟ ବିଜେଡି ଓ ବିଜେପି ରାଜନୈତିକ ଫାଇଦା ପାଇଁ ସରକାରୀ କଳକୁ ବ୍ୟବହାର କରୁଛି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ବିଜେପି ଓ ବିଜେଡି ଦଳୀୟ କାର୍ଯ୍ୟକ୍ରମ ପାଇଁ ସରକାରୀ କଳ ଓ ସରକାରୀ ଅର୍ଥକୁ ବ୍ୟବହାର କରୁଛି। ଏହା ହେଉଛି ମରଣକାଳେ ବିପରୀତ ବୁଦ୍ଧି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story