ପୁରୁଷଙ୍କୁ ମନା ଏହି ସବୁ ସ୍ଥାନ

ଆମ ଦେଶରେ ଏମିତି କିଛି ସ୍ଥାନ ବିଷୟରେ ଶୁଣିଥିବେ ଯେଉଁଠିକୁ ମହିଳାଙ୍କ ପ୍ରବେଶ ଉପରେ କଟକଣା ରହିଛି। କେବଳ ପୁରୁଷମାନେ ହିଁ ସେହି ସ୍ଥାନକୁ ଯାଇପାରିବେ। କିନ୍ତୁ ଆପଣ ଜାଣନ୍ତି କି ଖାଲି ମହିଳାଙ୍କ କ୍ଷେତ୍ରରେ ଏଭଳି ଘଟେ, ତା ନୁହେଁ। ପରୁଷଙ୍କ ପାଇଁ ମଧ୍ୟ ଭାରତରେ ଏମିତି କିଛି ନିଷିଦ୍ଧାଞ୍ଚଳ ରହିଛି। ଯେଉଁଠି ପୁରୁଷଙ୍କ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନଥାଏ। ଆଉ କିଛି ସ୍ଥାନରେ କେବଳ ନିର୍ଦ୍ଦିଷ୍ଟ ସମୟ ପାଇଁ ପୁରୁଷଙ୍କୁ ପ୍ରବେଶ କରିବାକୁ […]

male

male

Rakesh Mallick
  • Published: Tuesday, 09 January 2018
  • Updated: 09 January 2018, 09:31 PM IST

Sports

Latest News

ଆମ ଦେଶରେ ଏମିତି କିଛି ସ୍ଥାନ ବିଷୟରେ ଶୁଣିଥିବେ ଯେଉଁଠିକୁ ମହିଳାଙ୍କ ପ୍ରବେଶ ଉପରେ କଟକଣା ରହିଛି। କେବଳ ପୁରୁଷମାନେ ହିଁ ସେହି ସ୍ଥାନକୁ ଯାଇପାରିବେ। କିନ୍ତୁ ଆପଣ ଜାଣନ୍ତି କି ଖାଲି ମହିଳାଙ୍କ କ୍ଷେତ୍ରରେ ଏଭଳି ଘଟେ, ତା ନୁହେଁ। ପରୁଷଙ୍କ ପାଇଁ ମଧ୍ୟ ଭାରତରେ ଏମିତି କିଛି ନିଷିଦ୍ଧାଞ୍ଚଳ ରହିଛି। ଯେଉଁଠି ପୁରୁଷଙ୍କ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନଥାଏ। ଆଉ କିଛି ସ୍ଥାନରେ କେବଳ ନିର୍ଦ୍ଦିଷ୍ଟ ସମୟ ପାଇଁ ପୁରୁଷଙ୍କୁ ପ୍ରବେଶ କରିବାକୁ ଅନୁମତି ମିଳିଥାଏ। ଏହି ସମୟ ପାର ହୋଇଗଲେ ପୁରଷମାନେ ଆଉ ସେ ସ୍ଥାନରେ ପ୍ରବେଶ କରିପାରି ନଥାନ୍ତି। ଆସନ୍ତୁ ଜାଣିବା ଏଭଳି କିଛି ସ୍ଥାନ ବିଷୟରେ।

ମଦର୍ସ ମାର୍କେଟ୍: ମଣିପୁର ଇମ୍ଫାଲରେ ରହିଛି ଏହି ମାର୍କେଟ। ଏଠାରେ ପୁରୁଷଙ୍କ ପ୍ରବେଶ ନିଷେଧ। ବଜାରରେ ବିକ୍ରେତା ଓ ଗରାଖ କେବଳ ବିବାହିତ ମହିଳା ହୋଇଥାନ୍ତି। ଏହି ବଜାରର ନା ହେଉଛି IMA Keithal(ଇମା କୈଥାଲ୍)। ୫୦୦ ବର୍ଷ ପୁରୁଣା ଏହି ବଜାର ମଦର୍ସ ବଜାର ନାଁରେ ବି ଫେମସ୍‌।

ଅଟ୍ଟୁକଲ ମନ୍ଦିର: କେରଳର ଥିବା ଏହି ମନ୍ଦିରରେ ୧୦ ଦିନ ଧରି ପୋଙ୍ଗଲ ପର୍ବ ପାଳନ ହୋଇଥାଏ। ଏହି ପର୍ବରେ ପାଖାପାଖି ୩୦ ଲକ୍ଷରୁ ଅଧିକ ମହିଳା ଯୋଗ ଦେଇଥାନ୍ତି। ପର୍ବ ଚାଲୁଥିବା ସମୟରେ ମନ୍ଦିରରେ ପୁରୁଷଙ୍କ ପ୍ରବେଶ ନିଷେଧ କରାଯାଇଥାଏ।

କନ୍ୟାକୁମାରୀ ମନ୍ଦିର: ତାମିଲନାଡୁର ଏହି ମନ୍ଦିରରେ ଅବିବାହିତ ପୁରୁଷଙ୍କ ପ୍ରବେଶ ନିଷେଧ ହୋଇଥାଏ। ଏହି ସ୍ଥାନରେ ମା' ଭଗବତୀ ସନ୍ୟାସୀନି ବେଶରେ ବିରାଜାମାନ କରନ୍ତି। ଏଥିପାଇଁ ଏଠାରେ କୁଆଁରା ପୁରୁଷଙ୍କ ପ୍ରବେଶ ନିଷେଧ କରାଯାଇଥାଏ।

ଚାକ୍କୁଲାଥୁକାଭୁ ମନ୍ଦିର: କେରଳର ଦେବୀ ଭଗବୀତଙ୍କ ଏହି ମନ୍ଦିରରେ ନିର୍ଦ୍ଦିଷ୍ଟ ସମୟରେ ପୁରୁଷଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଏଠାରେ ମକର ସଂକ୍ରାନ୍ତିରେ ନାରୀ ପୂଜା କରାଯାଇଥାଏ। ସେହି ସମୟରେ ପୁରୁଷଙ୍କ ପ୍ରବେଶ ନିଷେଧ ହୋଇଥାଏ।

ଲିଙ୍ଗ ଭୈରବୀ ମନ୍ଦିର: କଏମ୍ବାତୁରର ଲିଙ୍ଗ ଭୈରବୀ ମନ୍ଦିରର ଗର୍ଭଗୃହକୁ ପୁରୁଷଙ୍କ ପ୍ରବେଶ ନିଷେଧ। ଏହି ମନ୍ଦିରରେ କେତେକ ଧାର୍ମିକ ପ୍ରଥାରେ ପୁରୁଷଙ୍କୁ ମଧ୍ୟ ଦୂରେଇ ରଖାଯାଇଥାଏ।

ବ୍ରହ୍ମା ମନ୍ଦିର: ଉତ୍ତର ରାଜସ୍ଥାନରେ ପୁଷ୍କର ଅଞ୍ଚଳରେ ଥିବା ବ୍ରହ୍ମା ମନ୍ଦିରରେ ବିବାହିତ ପୁରୁଷଙ୍କ ପ୍ରବେଶ ନିଷେଧ ହୋଇଥାଏ। ଏଠାରେ କେବଳ ଅବିବାହିତ ପୁଅ ଓ ମହିଳାଙ୍କୁ ପ୍ରବେଶ କରିବାକୁ ଅନୁମତି ରହିଛି। ଏଠାରେ ବ୍ରହ୍ମାଙ୍କ ପୂଜା ହୋଇ ନଥାଏ, କେବଳ ଦର୍ଶନ କରାଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story