ବଣ୍ଡା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ହାଇସ୍କୁଲ୍‌ ଛାତ୍ରୀନିବାସରେ ଜଣେ ବଣ୍ଡା ଛାତ୍ରୀଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଛି। ତାଙ୍କ ନାଁ ସୁକ୍ରୀ ଧାଙ୍ଗଡ଼ା ମାଝୀ। ସେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ। ତାଙ୍କ ଘର ବଣ୍ଡାଘାଟି ବନ୍ଧଗୁଡ଼ାରେ।  

hanging

Rakesh Mallick
  • Published: Saturday, 04 February 2017
  • , Updated: 04 February 2017, 05:23 PM IST

Related story