ମାଲକାନଗିରି: ଜାପାନୀ ଜ୍ୱର ନେଲା ଆଉ ୩ ଜୀବନ, ମୃତ୍ୟୁସଂଖ୍ୟା ୮୫ ଛୁଇଁଲା

ମାଲକାନଗିରି: ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଆଉ ତିନି ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ତିନି ଜଣ ଯାକ ହେଉଛନ୍ତି ଝିଅ। ଏହା ସହିତ ଏହି ରୋଗରେ ମୃତ ଶିଶୁଙ୍କ ସଂଖ୍ୟା ୮୪ରେ ପହଞ୍ଚିଛି। ମୃତ ତିନି ଶିଶୁ  ହେଲେ ରଶ୍ମିତା କପେ (୨) ଓ ସଙ୍ଗୀତା ଖମାରି (୩) ଓ ଯମୁନା ସରକାର (୩)। ରଶ୍ମିତାର ଘର ଜିଲ୍ଲାର ଖଇରପୁଟ ବ୍ଲକ୍ ଅନ୍ତର୍ଗତ ଡୁଙ୍ଗାପାଳ ଗାଁରେ। ସଙ୍ଗୀତାଙ୍କ ଘର କାଲିମେଳା ବ୍ଲକ୍ ଅନ୍ତର୍ଗତ […]

malkangiri

Rakesh Mallick
  • Published: Thursday, 03 November 2016
  • , Updated: 03 November 2016, 10:14 AM IST

ମାଲକାନଗିରି: ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଆଉ ତିନି ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ତିନି ଜଣ ଯାକ ହେଉଛନ୍ତି ଝିଅ। ଏହା ସହିତ ଏହି ରୋଗରେ ମୃତ ଶିଶୁଙ୍କ ସଂଖ୍ୟା ୮୪ରେ ପହଞ୍ଚିଛି।

ମୃତ ତିନି ଶିଶୁ  ହେଲେ ରଶ୍ମିତା କପେ (୨) ଓ ସଙ୍ଗୀତା ଖମାରି (୩) ଓ ଯମୁନା ସରକାର (୩)। ରଶ୍ମିତାର ଘର ଜିଲ୍ଲାର ଖଇରପୁଟ ବ୍ଲକ୍ ଅନ୍ତର୍ଗତ ଡୁଙ୍ଗାପାଳ ଗାଁରେ। ସଙ୍ଗୀତାଙ୍କ ଘର କାଲିମେଳା ବ୍ଲକ୍ ଅନ୍ତର୍ଗତ ତେଲେରାଇ ଗାଁରେ। ଯମୁନାର ଘର ଏମ୍‌ଭି ୧୦୭ରେ।

Related story