ମାଲକାନଗିରିରେ ଜଣେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଜି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ମୁକା ମାଡ଼କାମି। ତାଙ୍କ ଘର ଜିଲ୍ଲାର କୋରକୋଣ୍ଡା ବ୍ଲକ୍ ଅନ୍ତର୍ଗତ କମଲପଲ୍ଲୀ ଗାଁରେ। ଫସଲ ହାନି ଓ ଋଣବୋଝ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୁକା ନିଜର ୫ ଏକର ଜମିରେ ଚାଷ କରିଥିଲେ।  ୨୫ହଜାର ହାତ ଉଧାରି କରିଥିଲେ। କିନ୍ତୁ ଜମିରେ ଫସଲ ନଷ୍ଟ ହେବାଯୋଗୁଁ ସେ ମାନସିକ ଭାରସାମ୍ୟ ହରାଇ […]

malkangiri

Rakesh Mallick
  • Published: Sunday, 08 November 2015
  • , Updated: 08 November 2015, 09:17 AM IST

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଜି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ମୁକା ମାଡ଼କାମି। ତାଙ୍କ ଘର ଜିଲ୍ଲାର କୋରକୋଣ୍ଡା ବ୍ଲକ୍ ଅନ୍ତର୍ଗତ କମଲପଲ୍ଲୀ ଗାଁରେ। ଫସଲ ହାନି ଓ ଋଣବୋଝ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ମୁକା ନିଜର ୫ ଏକର ଜମିରେ ଚାଷ କରିଥିଲେ।  ୨୫ହଜାର ହାତ ଉଧାରି କରିଥିଲେ। କିନ୍ତୁ ଜମିରେ ଫସଲ ନଷ୍ଟ ହେବାଯୋଗୁଁ ସେ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଏ ସମ୍ପର୍କରେ ମୁକାଙ୍କ ପରିବାରବର୍ଗ ମାଲକାନଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମାଲକାନଗିରି ଜିଲ୍ଲାରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି।

Related story