ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ୩୯୦ ମାଓ ସମର୍ଥକ
ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଟେରୁ ପଂଚାୟତର ୭ଟି ଗାଁର ୩୯୦ ମାଓ ସମର୍ଥକ ଶୁକ୍ରବାର ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନେ ମାଓବାଦୀଙ୍କୁ ବିରୋଧ କରି ଶୋଭାଯାତ୍ରା କରିବା ପରେ ଆତ୍ମସମର୍ପଣ କରିଥିଲେ। ସରକାରଙ୍କ ନିୟମ ଅନୁଯାୟୀ ଏମାନଙ୍କ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଏସପି କହିଛନ୍ତି। ସେପେଟେ ମାଓବାଦୀମାନେ ଏହାକୁ ବିରୋଧ କରି ଆସନ୍ତା ୨୫ ତାରିଖରେ ମାଲକାନଗିରି ବନ୍ଦ ଡାକାର ଦେଇଛନ୍ତି।