ମାଲକାନଗିରି ଭେଜାଗୁଡା ଜଙ୍ଗଲରେ ଏନକାଉଣ୍ଟର, ୩ ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରିରେ ପୋଲିସ ଏନକାଉଣ୍ଟରରେ ଶନିବାର ୩ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ମାଲକାନଗିରି ଜିଲ୍ଲା ଭେଜାଗୁଡା ଜଙ୍ଗଲରେ ଏଇ ଗୁଳିବିନିମୟ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ କ୍ୟାଡର ମାଓବାଦୀ ଥିବା ଜଣାପଡିଛି। ଡିଭିଏଫ୍ ପକ୍ଷରୁ ଭେଜାଗୁଡ଼ା ଜଙ୍ଗଲରେ କମ୍ୱିଂ ଚାଲିଥିଲା ବେଳେ ଏହି ଗୁଳିବିନିମୟ ହୋଇଛି।

malkangiri

Rakesh Mallick
  • Published: Saturday, 19 September 2015
  • , Updated: 19 September 2015, 07:54 AM IST

Related story