ମାଲକାନଗିରିର ବଣ୍ଡା ଘାଟିରେ ବି ଅଛି ସାରଥିଙ୍କ ଆଶ୍ରମ

ମାଲକାନଗିରି: ମାଲକାନଗିରିର ବଣ୍ଡା ଘାଟି ପର୍ଯ୍ୟନ୍ତ ଲମ୍ୱି ଥିଲା ସାରଥିଙ୍କ ସାମ୍ରାଜ୍ୟ। ଏଠାରେ ବି ଆଶ୍ରମ ପ୍ରତିଷ୍ଠା କରି ସରଳ ଆଦିବାସୀଙ୍କୁ ଲୁଟୁ ଥିଲେ ସାରଥି। ତେବେ ତାଙ୍କ କେଲେଙ୍କାରୀ ପଦାକୁ ଆସିବା ପରେ ଓ ସେ ଗିରଫ ହେବା ପରେ ଆଶ୍ରମର ଚିତ୍ର ବଦଳି ଯାଇଛି।

sarathaashrama

sarathaashrama

Rakesh Mallick
  • Published: Friday, 14 August 2015
  • Updated: 14 August 2015, 02:50 PM IST

Sports

Latest News

.sarathiashrama1

ମାଲକାନଗିରି ଜିଲ୍ଲାର ବଣ୍ଡାଘାଟି ପାଦଦେଶରେ ଅଛି ସାରଥୀଙ୍କର ବିରାଟ ଆଶ୍ରମ। ଆଶ୍ରମ ଭିତରେ ଅଛି ଏକ ମନ୍ଦିର। ଅନ୍ୟ ସବୁ ବ୍ୟବସ୍ଥା ବି ଖଚାଖଚ ହୋଇଛି। ଏଠାରେ ଏକ ଏହି ସିଂହାସନ ଅଛି। କିଛି ଦିନ ପୂର୍ବରୁ ଏଠି ପୂଜା ପାଉଥିଲା ସାରଥିଙ୍କ ଫଟୋ। କେଲେଙ୍କାରୀ ପଦାକୁ ଆସିବା ପରେ ଏବେ ଫଟୋ ଉଭାନ ହୋଇଯାଇଛି। ପ୍ରତି ଗୁରୁବାର ଏଠି ଚାଲୁଥିଲା ଭଜନକୀର୍ତ୍ତନ ଓ ଭୋଜିଭାତ। କିନ୍ତୁ ଏବେ ସବୁ ଶୂନଶାନ।

sarathiashram2

ଏଠି ଆଶ୍ରମ ପ୍ରତିଷ୍ଠା କରି ସାରଥି ଏଠାକାର ସରଳ ଆଦିବାସୀଙ୍କ ବିଶ୍ୱାସ ବି ଜିତି ପାରିଥିଲେ। ଏହାକୁ ଆଧାର କରି ସ୍ଥାନୀୟ ଲୋକଙ୍କଠାରୁ ନିୟମିତ ଦାନ ସଂଗ୍ରହ କରାଯାଉଥିଲା। ସରଳ ଓ ନୀରହ ଆଦିବାସୀ ପେଟରୁ କାଟି ଆଶ୍ରମରେ ଦାନ ଦେଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story