କୋର୍ଟରେ ହାଜର ପରେ ଜେଲ ଗଲେ ସମ୍ ହସ୍ପିଟାଲ୍ ମାଲିକ ମନୋଜ ନାୟକ

ଭୁବନେଶ୍ୱର: ଦୁଇ ଦିନିଆ ରିମାଣ୍ଡ ଶେଷ ହେବା ପରେ ଆଜି ସମ୍ ହସ୍ପିଟାଲ୍ ମାଲିକ ମନୋଜ ନାୟକଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ହାଜର ହେବା ପରେ ତାଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି। ତାଙ୍କୁ ଆଉ ରିମାଣ୍ଡରେ ନେବାକୁ ପୋଲିସ୍ ପକ୍ଷରୁ ଆବେଦନ କରାଯାଇନାହିଁ। ମନୋଜଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ଜାମିନ ଆବେଦନ କରାଯାଇଛି। ମଙ୍ଗଳବାର ଏନେଇ ଶୁଣାଣି ହେବ ବୋଲି ତାଙ୍କ ଓକିଲ ସୂଚନା ଦେଇଛି। ଦୁଇ ଦିନ […]

monoj-nayak

monoj-nayak

Rakesh Mallick
  • Published: Sunday, 23 October 2016
  • Updated: 23 October 2016, 06:05 PM IST

Sports

Latest News

ଭୁବନେଶ୍ୱର: ଦୁଇ ଦିନିଆ ରିମାଣ୍ଡ ଶେଷ ହେବା ପରେ ଆଜି ସମ୍ ହସ୍ପିଟାଲ୍ ମାଲିକ ମନୋଜ ନାୟକଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ହାଜର ହେବା ପରେ ତାଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି। ତାଙ୍କୁ ଆଉ ରିମାଣ୍ଡରେ ନେବାକୁ ପୋଲିସ୍ ପକ୍ଷରୁ ଆବେଦନ କରାଯାଇନାହିଁ।

ମନୋଜଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ଜାମିନ ଆବେଦନ କରାଯାଇଛି। ମଙ୍ଗଳବାର ଏନେଇ ଶୁଣାଣି ହେବ ବୋଲି ତାଙ୍କ ଓକିଲ ସୂଚନା ଦେଇଛି।

ଦୁଇ ଦିନ ମଧ୍ୟରେ ପୋଲିସ୍ ମନୋଜଙ୍କୁ ବିଭିନ୍ନ ପ୍ରସଙ୍ଗରେ ପଚରାଉଚରା କରିଛି। ୬ ମାସ ପୂର୍ବରୁ କ୍ଲିନିକାଲ୍ ଏଷ୍ଟାବ୍ଲିସ୍‌ମେଣ୍ଟ୍ ଆକ୍ଟ ଅନୁଯାୟୀ ହସ୍‌ପିଟାଲ୍‌ର ପଞ୍ଜିକରଣ ଅବଧି ସରିଥିଲେ ମଧ୍ୟ ହସ୍ପିଟାଲ୍‌ କେମିତି ଚାଲିଥିଲା? ଫାୟାର ସେଫ୍ଟି ସାର୍ଟିଫିକେଟ୍ ନ ଥାଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପାଖରୁ ହସ୍ପିଟାଲ କର୍ତ୍ତୃପକ୍ଷ କେମିତି ଲାଇସେନ୍ସ ନବୀକରଣ କରାଇଥିଲେ? କେଉଁମାନଙ୍କ ପାଇଁ ଏତେ ବଡ଼ ଦୁର୍ଘଟଣା ଘଟିଲା? ଏ ସବୁ ସମ୍ପର୍କରେ ମନୋଜଙ୍କୁ ପଚରାଉଚରା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story