ମାଓ ନେତା ଶିବା ରେଡ୍ଡୀ ଗିରଫ

ମାଲକାନଗିରି: ଟପ୍ ମାଓ ନେତା ଶିବା ରେଡ୍ଡୀକୁ ଆନ୍ଧ୍ରପ୍ରଦେଶର ଏଟାପାଲୁରୁ ପୋଲିସ ଗିରଫ କରିଛି। ଆହତ ହୋଇ ଚିକିତ୍ସିତ ହେଉଥିବା ଅବସ୍ଥାରେ ଆନ୍ଧ୍ର ପୋଲିସ ତାକୁ ଗିରଫ କରିଛି। ଶିବା ରେଡ୍ଡୀ ବିରୋଧରେ ପ୍ରାୟ ୭୦ଟି ମାମଲା ରହିଛି। ସେ ଖମାମ୍ ଡିଭିଜନ୍ ସଂପାଦକ ଥିଲେ।। ୨୦୦୧ ମୋଟୁ ଥାନା ଆକ୍ରମଣରେ ଶିବା ରେଡ୍ଡୀ ସାମିଲ ଥିଲା । ତା’ ନାଁରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା।

mao

Rakesh Mallick
  • Published: Tuesday, 13 October 2015
  • , Updated: 13 October 2015, 05:03 AM IST

ମାଲକାନଗିରି: ଟପ୍ ମାଓ ନେତା ଶିବା ରେଡ୍ଡୀକୁ ଆନ୍ଧ୍ରପ୍ରଦେଶର ଏଟାପାଲୁରୁ ପୋଲିସ ଗିରଫ କରିଛି। ଆହତ ହୋଇ ଚିକିତ୍ସିତ ହେଉଥିବା ଅବସ୍ଥାରେ ଆନ୍ଧ୍ର ପୋଲିସ ତାକୁ ଗିରଫ କରିଛି। ଶିବା ରେଡ୍ଡୀ ବିରୋଧରେ ପ୍ରାୟ ୭୦ଟି ମାମଲା ରହିଛି। ସେ ଖମାମ୍ ଡିଭିଜନ୍ ସଂପାଦକ ଥିଲେ।।

୨୦୦୧ ମୋଟୁ ଥାନା ଆକ୍ରମଣରେ ଶିବା ରେଡ୍ଡୀ ସାମିଲ ଥିଲା । ତା’ ନାଁରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା।

Related story