୨୪ ବର୍ଷରେ ଏହି ଯୁବତୀ ହେଲେ ଏମ୍‌ବିବିଏସ ସରପଞ୍ଚ, ଜାଣନ୍ତୁ ତାଙ୍କର କ’ଣ ରହିଛି ଲକ୍ଷ୍ୟ

ଜୟପୁର: ଯେଉଁ ମଣିଷ ଜୀବନରେ କିଛି ଭିନ୍ନ କରିବା ଲକ୍ଷ୍ୟରେ ଥାଏ ସେ ତା’ର ରାସ୍ତା ନିଜେ ହିଁ ତିଆରି କରିଥାଏ। ଆଜି ଆମେ ଏମିତି ଜଣେ ଯୁବତୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ସର୍ବକନିଷ୍ଠ ଏମ୍‌ବିବିଏସ ସରପଞ୍ଚ ହୋଇପାରିଛନ୍ତି।  ରାଜସ୍ଥାନର ଭରତପୁର ଜିଲ୍ଲାରେ ରହୁଥିବା ସାହନାଜ୍‌ ଖାନ୍‌ ମାତ୍ର ୨୪ ବର୍ଷ ବୟସରେ ସରପଞ୍ଚ ହୋଇ ଇତିହାସ ସୃଷ୍ଟି କରିଛନ୍ତି। କାମା ପଞ୍ଚାୟତରୁ ସାହନାଜ୍‌ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି। ୧୯୫ ଭୋଟରେ ନିଜର ନିକଟତମ […]

khan_1024_1024_1521348221_618x347

khan_1024_1024_1521348221_618x347

Rakesh Mallick
  • Published: Sunday, 18 March 2018
  • Updated: 18 March 2018, 01:23 PM IST

Sports

Latest News

ଜୟପୁର: ଯେଉଁ ମଣିଷ ଜୀବନରେ କିଛି ଭିନ୍ନ କରିବା ଲକ୍ଷ୍ୟରେ ଥାଏ ସେ ତା’ର ରାସ୍ତା ନିଜେ ହିଁ ତିଆରି କରିଥାଏ। ଆଜି ଆମେ ଏମିତି ଜଣେ ଯୁବତୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ସର୍ବକନିଷ୍ଠ ଏମ୍‌ବିବିଏସ ସରପଞ୍ଚ ହୋଇପାରିଛନ୍ତି।  ରାଜସ୍ଥାନର ଭରତପୁର ଜିଲ୍ଲାରେ ରହୁଥିବା ସାହନାଜ୍‌ ଖାନ୍‌ ମାତ୍ର ୨୪ ବର୍ଷ ବୟସରେ ସରପଞ୍ଚ ହୋଇ ଇତିହାସ ସୃଷ୍ଟି କରିଛନ୍ତି। କାମା ପଞ୍ଚାୟତରୁ ସାହନାଜ୍‌ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି। ୧୯୫ ଭୋଟରେ ନିଜର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ହରାଇ ଥିବା ସାହନାଜ୍‌ ପେଶାରେ ଜଣେ ଡାକ୍ତରୀ ଛାତ୍ରୀ। ୨୪ ବର୍ଷ ବୟସରେ ଏମବିବିଏସ ସରପଞ୍ଚ ଭାବେ ରାଜସ୍ଥାନର ପ୍ରଥମ ମହିଳାଭାବେ ସେ ଗୌରବ ଅର୍ଜନ କରିଛନ୍ତି। ତେବେ ସାହନାଜ୍‌ ଏବେ ଉତ୍ତରପ୍ରଦେଶ ମୁରାଦାବାଦ୍‌ର ତୀର୍ଥଙ୍କର ମହାବୀର ମେଡିକାଲ କଲେଜରେ ଏମବିବିଏସ ଅଧ୍ୟୟନ କରୁଛନ୍ତି। ଏବେ ତାଙ୍କ ଡାକ୍ତରୀ କୋର୍ଷର ଶେଷ ବର୍ଷ ଚାଲୁଛି। ସେ ପ୍ରଥମେ ଗୁରୁଗ୍ରାମର ଶ୍ରୀରାମ ସ୍କୁଲରୁ ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ପରେ ଦିଲ୍ଲୀ ପବ୍ଲିକ ସ୍କୁଲରୁ ଦ୍ୱାଦଶ ଶ୍ରେଣୀ ପାସ୍‌ କରିଛନ୍ତି।

ଏକ ୱେବସାଇଟ୍‌କୁ ସାକ୍ଷାତକାର ଦେଇ ସାହନାଜ୍‌ କହିଛନ୍ତି ଯେ, ତାଙ୍କ ଜେଜେ ମଧ୍ୟ ସେ ନିର୍ବାଚିତ ହୋଇଥିବା ଜାଗାରୁ ସରପଞ୍ଚ ହୋଇଥିଲେ। କିନ୍ତୁ ସେ ଦଶମ ପାସ କରି ନ ଥିବାରୁ ଗତ ବର୍ଷ ଅକ୍ଟୋବର ମାସରେ ଏହି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ କୋର୍ଟ। କାରଣ ସତ୍ୟପାଠ ଦାଖଲ ସମୟରେ ସାହନାଜ୍‌ ଜେଜେ ମିଥ୍ୟା ସତ୍ୟପାଠ ଦାଖଲ କରିଥିଲେ। ତେଣୁ ଏହି ନିର୍ବାଚନ ବେଆଇନ ଥିଲା ବୋଲି କୋର୍ଟ କହିଥିଲେ। ପରେ ଉକ୍ତ ସ୍ଥାନରେ ମୁଁ ନିର୍ବାଚନ ଲଢିବା ପାଇଁ ନିଷ୍ପତ୍ତି ନେଇଥିଲି ବୋଲି ସାହନାଜ୍‌ କହିଛନ୍ତି। ତଥାପି ତାଙ୍କ ଜେଜେ ୫୫ ବର୍ଷ ଧରି ସରପଞ୍ଚ ଥିଲେ। ସାହନାଜ୍‌ଙ୍କ

ବାପା ଗାଁର ମୁଖିଆ ହୋଇଥିବା ବେଳେ  ମା’ ବିଧାୟକ ତଥା ରାଜସ୍ଥାନ ବିଧାନସଭାରେ ମନ୍ତ୍ରୀ ଅଛନ୍ତି। ତେଣୁ ପୂରା ପରିବାର ରାଜନୀତିରେ ଥିବାରୁ ତାଙ୍କୁ ମଧ୍ୟ ଏହି ରାସ୍ତାକୁ ଆସିବାକୁ ପ୍ରେରଣା ଯୋଗାଇଥିଲା ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ବି ବହୁ ପରିବାର ସେମାନଙ୍କ ଝିଅଙ୍କୁ ସ୍କୁଲ ପଠାଉ ନାହାନ୍ତି। ତେଣୁ ସେମାନଙ୍କୁ ଖୋଜି ସ୍କୁଲରେ ଛାଡ଼ିବା ଏବଂ ଶିକ୍ଷିତ କରିବା ମୋର ପ୍ରଥମ ଧର୍ମ ହେବ ବୋଲି ସାହନାଜ୍‌ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story