‘ଚଷମାର ପାୱାର ବଦଳିଲେ ଆଡ୍‌ଜଷ୍ଟ କରିବାକୁ ପଡ଼େ’

ଭୁବନେଶ୍ୱର, ଡାକ୍ତର ପୁରୁଣା, ରୋଗୀ ବି ସମାନ, ତାହେଲେ ଚଷମାର ପାୱାର କେମିତି ବଦଳୁଛି। ସବୁ ପରିବର୍ତ୍ତନକୁ ଆମକୁ ଗ୍ରହଣ କରିବାକୁ ପଡ଼ିବ। ଆଉ ପରିବର୍ତ୍ତନକୁ ଗ୍ରହଣ କଲାବେଳେ ଟିକେ ଅସୁବିଧା ହୋଇଥାଏ। ତାକୁ ସହିବାକୁ ପଡ଼ିବ। କାଲି ମଧ୍ୟରାତିରେ ବସିଥିବା ପାର୍ଲିଆମେଣ୍ଟର ସ୍ୱତନ୍ତ୍ର ଜିଏସ୍‌ଟି ଅଧିବେଶନରେ ଏହିପରି ଉଦାହରଣ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କର ଏହି ଉଦାହରଣ ସଂସଦରେ ହାସ୍ୟରୋଳ ସୃଷ୍ଟି କରିଥିଲା। ମୋଦି କହିବାକୁ ଚାହୁଁଥିଲେ ଯେ, କୌଣସି ପରିବର୍ତ୍ତନ ଆସିଲେ ଟିକିଏ […]

modi29

modi29

Rakesh Mallick
  • Published: Saturday, 01 July 2017
  • Updated: 01 July 2017, 12:38 AM IST

Sports

Latest News

ଭୁବନେଶ୍ୱର, ଡାକ୍ତର ପୁରୁଣା, ରୋଗୀ ବି ସମାନ, ତାହେଲେ ଚଷମାର ପାୱାର କେମିତି ବଦଳୁଛି। ସବୁ ପରିବର୍ତ୍ତନକୁ ଆମକୁ ଗ୍ରହଣ କରିବାକୁ ପଡ଼ିବ। ଆଉ ପରିବର୍ତ୍ତନକୁ ଗ୍ରହଣ କଲାବେଳେ ଟିକେ ଅସୁବିଧା ହୋଇଥାଏ। ତାକୁ ସହିବାକୁ ପଡ଼ିବ।

କାଲି ମଧ୍ୟରାତିରେ ବସିଥିବା ପାର୍ଲିଆମେଣ୍ଟର ସ୍ୱତନ୍ତ୍ର ଜିଏସ୍‌ଟି ଅଧିବେଶନରେ ଏହିପରି ଉଦାହରଣ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କର ଏହି ଉଦାହରଣ ସଂସଦରେ ହାସ୍ୟରୋଳ ସୃଷ୍ଟି କରିଥିଲା। ମୋଦି କହିବାକୁ ଚାହୁଁଥିଲେ ଯେ, କୌଣସି ପରିବର୍ତ୍ତନ ଆସିଲେ ଟିକିଏ ସମସ୍ୟା ହୁଏ। ତାକୁ ଆଡ଼ଜଷ୍ଟ କରିବାକୁ ପଡ଼େ। ଫ୍ୟାମିଲି ଡାକ୍ତର ଆମ ଚଷମା ସବୁବେଳେ ଦେଖନ୍ତି। ସବୁବେଳେ ଚଷମାର ପାୱାର ବଦଳେ। ନୂଆ ଚଷମା ହୁଏ। ଯାହାକୁ ପିନ୍ଧିଲେ ଆଖିକୁ ଟିକିଏ ଅଡୁଆ ଲାଗେ। କିନ୍ତୁ ଆମକୁ ଟିକିଏ ସମ୍ଭାଳି ଯାଇ ଆଡଜଷ୍ଟ କରିବାକୁ ପଡ଼ିବ। ଜିଏସ୍‌ଟି ଲାଗୁ ହେଲେ ଛୋଟମୋଟ ସମସ୍ୟା ହେବ। ତାକୁ ଟିକିଏ ଆଡଜଷ୍ଟ କଲେ ଦେଶର ଅର୍ଥନୀତି ଆଗକୁ ବଢ଼ିବ। ତେବେ ମୋଦିଙ୍କ ଚଷମା ଓ ଡାକ୍ତର ଉଦାହରଣ ଗୃହରେ ହାସ୍ୟରୋଳ ସୃଷ୍ଟି କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story