ପ୍ରଦୀପ ମହାରଥୀଙ୍କ ବିବାଦୀୟ ବୟାନ: କେବଳ ଅଧିବେଶନ ବେଳେ ଚାଷୀ ଆତ୍ମହତ୍ୟା କରିଥାନ୍ତି

ଭୁବନେଶ୍ୱକ: ରାଜ୍ୟରେ ଚାଷୀ ଆତ୍ମହତ୍ୟା ନେଇ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିବାଦୀୟ ମନ୍ତବ୍ୟ। କେବଳ ବିଧାନସଭା ଅଧିବେଶନ ଚାଲିଥିବା ବେଳେ  ଚାଷୀ ଆତ୍ମହତ୍ୟା କରୁଛନ୍ତି ବୋଲି ପ୍ରଦୀପ ମହାରଥୀ କହିଛନ୍ତି। କିଏ କେଉଁଥି ପାଇଁ ଆତ୍ମହତ୍ୟା କଲେବି ତାକୁ ଚାଷୀ ଆତ୍ମହତ୍ୟା କୁହାଯାଉଛି। ଆମ ଚାଷୀ ସ୍ୱାଭିମାନୀ ତେଣୁ ସେମାନେ ଆତ୍ମହତ୍ୟା କରନ୍ତି ନାହିଁ ବୋଲି କୃଷି ମନ୍ତ୍ରୀ କହିଛନ୍ତି। ତେବେ କୃଷିମନ୍ତ୍ରୀଙ୍କ ଏଭଳି ବିବାଦୀୟ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉଭୟ ବିରୋଧୀ କଂଗ୍ରେସ […]

pradeep

Rakesh Mallick
  • Published: Sunday, 23 April 2017
  • , Updated: 23 April 2017, 05:21 PM IST

ଭୁବନେଶ୍ୱକ: ରାଜ୍ୟରେ ଚାଷୀ ଆତ୍ମହତ୍ୟା ନେଇ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିବାଦୀୟ ମନ୍ତବ୍ୟ। କେବଳ ବିଧାନସଭା ଅଧିବେଶନ ଚାଲିଥିବା ବେଳେ  ଚାଷୀ ଆତ୍ମହତ୍ୟା କରୁଛନ୍ତି ବୋଲି ପ୍ରଦୀପ ମହାରଥୀ କହିଛନ୍ତି। କିଏ କେଉଁଥି ପାଇଁ ଆତ୍ମହତ୍ୟା କଲେବି ତାକୁ ଚାଷୀ ଆତ୍ମହତ୍ୟା କୁହାଯାଉଛି। ଆମ ଚାଷୀ ସ୍ୱାଭିମାନୀ ତେଣୁ ସେମାନେ ଆତ୍ମହତ୍ୟା କରନ୍ତି ନାହିଁ ବୋଲି କୃଷି ମନ୍ତ୍ରୀ କହିଛନ୍ତି। ତେବେ କୃଷିମନ୍ତ୍ରୀଙ୍କ ଏଭଳି ବିବାଦୀୟ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି।

Related story