ବସ୍‌ ନା ଇଏ ସେଭେନ ଷ୍ଟାର ହୋଟେଲ: ଜାଣନ୍ତୁ କ’ଣ ରହିଛି ଫିଚର

ରାସ୍ତାରେ ଯାନବାହାନ ଯିବା ଆସିବା କରୁଥିବା ଆମେ ଦେଖିଛନ୍ତି। ହେଲେ କେବେ କୌଣସି ଘର ରାସ୍ତାରେ ଚାଲୁଥିବା ଦେଖିଛନ୍ତି କି?। ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ। ହେଲେ ଏକଥା ସମ୍ପୂର୍ଣ୍ଣ ସତ। ପ୍ରକୃତରେ ଏହି ଘରଟି ଏକ ବସ୍‌ ମଧ୍ୟରେ ତିଆରି କରାଯାଇଛି। ଯାହା କୌଣସି ୭ ଷ୍ଟାର ହୋଟେଲଠାରୁ କମ ନୁହେଁ। ୪୦ ଫୁଟ ଲମ୍ବର ଏହି ବସ୍‌ ସେଭେନ୍‌ ଷ୍ଟାର ହୋଟେଲ ପରି ତିଆରି କରାଯାଇଛି। ଏଠାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି। ଆସନ୍ତୁ […]

luxury-bus_

Rakesh Mallick
  • Published: Monday, 06 November 2017
  • , Updated: 06 November 2017, 01:34 PM IST

ରାସ୍ତାରେ ଯାନବାହାନ ଯିବା ଆସିବା କରୁଥିବା ଆମେ ଦେଖିଛନ୍ତି। ହେଲେ କେବେ କୌଣସି ଘର ରାସ୍ତାରେ ଚାଲୁଥିବା ଦେଖିଛନ୍ତି କି?। ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ। ହେଲେ ଏକଥା ସମ୍ପୂର୍ଣ୍ଣ ସତ। ପ୍ରକୃତରେ ଏହି ଘରଟି ଏକ ବସ୍‌ ମଧ୍ୟରେ ତିଆରି କରାଯାଇଛି। ଯାହା କୌଣସି ୭ ଷ୍ଟାର ହୋଟେଲଠାରୁ କମ ନୁହେଁ।

୪୦ ଫୁଟ ଲମ୍ବର ଏହି ବସ୍‌ ସେଭେନ୍‌ ଷ୍ଟାର ହୋଟେଲ ପରି ତିଆରି କରାଯାଇଛି। ଏଠାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି। ଆସନ୍ତୁ ଜାଣିବା କ’ଣ ରହିଛି ଏଥିରେ।

୧. ବସ୍‌ରେ ହାଇଡ୍ରୋଲିକ୍‌ ଗ୍ୟାରେଜର ସୁବିଧା ରହିଛି। ଯେଉଁଥିରେ ଏକ ଫରାରୀ ରଖିହେବ।

୨. କୌଣସି ସ୍ଥାନକୁ ଯିବା ବେଳେ ଖାଇବାକୁ ହେଲେ ହୋଟେଲ କିମ୍ବା ଢାବାରେ ରହିବାକୁ ପଡିଥାଏ। ହେଲେ ଏହି ବସ୍‌ରେ ରହିଛି ମଡର୍ଣ୍ଣ ରୋଷେଇ ଘର। ଯେଉଁଠି ଆପଣଙ୍କୁ ମନ ପସନ୍ଦର ଖାଦ୍ୟ ମିଳି ପାରିବ।

୩. ଯାତ୍ରା ସମୟରେ ଆରାମ କରିବାକୁ ଏଥିରେ ରହିଛି ସୁବିଧା। ବସ୍‌ରେ ଡାଇନିଂ ରୁମ୍‌ ସହ ଏକ ବେଡରୁମ ମଧ୍ୟ ରହିଛି।

 

 

Related story