ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ପାଇଲଟ୍‌ ମୃତ

ଭୁବନେଶ୍ୱର: ମୁମ୍ବାଇର ଗୋରେଗାଓଁ ସ୍ଥିତ ଆରେ କଲୋନିରେ ଏକ ଘରୋଇ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଓଡ଼ିଆ ପାଇଲଟଙ୍କ ମୃତ୍ୟୁ ଘଟିଛି। ମୃତ ପାଇଲଟ୍‌ ଜଣକ ହେଲେ ଭୁବନେଶ୍ୱର ନିବାସୀ ପ୍ରଫୁଲ୍ଲ ମିଶ୍ର(୫୨)। ହେଲିକପ୍ଟରରେ ପ୍ରଫୁଲ୍ଲଙ୍କ ସହ ଆଉ ଜଣେ ପାଇଲଟ୍‌ଙ୍କ ସହ ୨ଜଣ ଯାତ୍ରୀ ଥିଲେ। ଅମନ ଆଭିଏସନ ନାମକ ଏକ କମ୍ପାନୀରେ ସିଇଓ ଭାବେ କାର୍ଯ୍ୟ କରୁଥିଲେ ପ୍ରଫୁଲ୍ଲା। ସେ ଭାରତୀୟ ସ୍ଥଳ ସେନାର ଜଣେ ଅବସରପ୍ରାପ୍ତ କର୍ଣ୍ଣେଲ ଥିଲେ। ଏହି ଦୁର୍ଘଟଣାରେ ହେଲିକପ୍ଟରଟି ସଂପୂର୍ଣ୍ଣ ଜଳି […]

helicoper crash

Rakesh Mallick
  • Published: Sunday, 11 December 2016
  • , Updated: 12 December 2016, 06:57 AM IST

ଭୁବନେଶ୍ୱର: ମୁମ୍ବାଇର ଗୋରେଗାଓଁ ସ୍ଥିତ ଆରେ କଲୋନିରେ ଏକ ଘରୋଇ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଓଡ଼ିଆ ପାଇଲଟଙ୍କ ମୃତ୍ୟୁ ଘଟିଛି। ମୃତ ପାଇଲଟ୍‌ ଜଣକ ହେଲେ ଭୁବନେଶ୍ୱର ନିବାସୀ ପ୍ରଫୁଲ୍ଲ ମିଶ୍ର(୫୨)। ହେଲିକପ୍ଟରରେ ପ୍ରଫୁଲ୍ଲଙ୍କ ସହ ଆଉ ଜଣେ ପାଇଲଟ୍‌ଙ୍କ ସହ ୨ଜଣ ଯାତ୍ରୀ ଥିଲେ।

ଅମନ ଆଭିଏସନ ନାମକ ଏକ କମ୍ପାନୀରେ ସିଇଓ ଭାବେ କାର୍ଯ୍ୟ କରୁଥିଲେ ପ୍ରଫୁଲ୍ଲା। ସେ ଭାରତୀୟ ସ୍ଥଳ ସେନାର ଜଣେ ଅବସରପ୍ରାପ୍ତ କର୍ଣ୍ଣେଲ ଥିଲେ।

ଏହି ଦୁର୍ଘଟଣାରେ ହେଲିକପ୍ଟରଟି ସଂପୂର୍ଣ୍ଣ ଜଳି ଯାଇଛି।

Related story