ଫେଲ୍‌ ମାରିଲା ଓଡ଼ିଶା, ଅଜଣା ଜନ୍ତୁ ଧରିବାକୁ ଡେରାଡୁନ୍‌ରୁ ଆସିଲା ଟିମ୍‌

ଭୁବନେଶ୍ୱର: ନିଆଳିରେ ମେଣ୍ଢା ମାରୁଥିବା ଅଜଣା ଜନ୍ତୁକୁ ଧରିବାରେ ପ୍ରଶାସନ ଫେଲ୍‌ ମାରିଲା। ଏପରିକି ନନ୍ଦନକାନନ ଓ ଶିମିଳିପାଳରୁ ଆସିଥିବା ଟିମ୍‌ ଧରି ପାରିଲା ନାହିଁ। କିଛି ଉପୟ ନପାଇ ରାଜ୍ୟ ସରକାର ୱାଇଲଡ୍‌ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଅଫ୍‌ ଇଣ୍ଡିଆକୁ ଚିଠି ଲେଖିଲେ। ଆଜି ୱାଇଲଡ୍‌ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଅଫ୍‌ ଇଣ୍ଡିଆ ଡେରାଡୁନ୍‌ରୁ ଦୁଇ ଜଣ ବୈଜ୍ଞାନିକ (ସାଲଭାଡ଼ ଲିଙ୍ଗଡୁ ଓ ସୌଗତ ସୌଧଖାନ୍‌) ଓଡ଼ିଶାରେ ପହଞ୍ଚିଛନ୍ତି। ଏହି ଟିମ୍‌ ପ୍ରଥମେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ […]

wild life of india

wild life of india

Rakesh Mallick
  • Published: Friday, 14 July 2017
  • Updated: 14 July 2017, 06:59 PM IST

Sports

Latest News

ଭୁବନେଶ୍ୱର: ନିଆଳିରେ ମେଣ୍ଢା ମାରୁଥିବା ଅଜଣା ଜନ୍ତୁକୁ ଧରିବାରେ ପ୍ରଶାସନ ଫେଲ୍‌ ମାରିଲା। ଏପରିକି ନନ୍ଦନକାନନ ଓ ଶିମିଳିପାଳରୁ ଆସିଥିବା ଟିମ୍‌ ଧରି ପାରିଲା ନାହିଁ। କିଛି ଉପୟ ନପାଇ ରାଜ୍ୟ ସରକାର ୱାଇଲଡ୍‌ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଅଫ୍‌ ଇଣ୍ଡିଆକୁ ଚିଠି ଲେଖିଲେ। ଆଜି ୱାଇଲଡ୍‌ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଅଫ୍‌ ଇଣ୍ଡିଆ ଡେରାଡୁନ୍‌ରୁ ଦୁଇ ଜଣ ବୈଜ୍ଞାନିକ (ସାଲଭାଡ଼ ଲିଙ୍ଗଡୁ ଓ ସୌଗତ ସୌଧଖାନ୍‌) ଓଡ଼ିଶାରେ ପହଞ୍ଚିଛନ୍ତି। ଏହି ଟିମ୍‌ ପ୍ରଥମେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ। ତା’ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ।

ସାଲଭାଡ଼ ଲିଙ୍ଗଡୁ ଓ ସୌଗତ ସୌଧଖାନ୍‌ ଆଜି ଅପରାହ୍ନରେ ଓଡ଼ିଶା ବନ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ସମୟରେ ଆଡିସନାଲ୍ ପିସିସିଏଫ୍‌ ସମେତ ଭୁବନେଶ୍ୱର ଓ ବ୍ରହ୍ମପୁରର ଆର୍ସିସିଏଫ୍ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତାକାଲି ଏହି ଟିମ୍‌ ମେଣ୍ଢା ମୃତ୍ୟୁ ଘଟୁଥିବା ଗାଁ ଗୁଡ଼ିକୁ ଯିବେ। ମାତ୍ର କେଉଁ ଗାଁକୁ ଯିବେ ତାହା ସ୍ଥିର ହୋଇନାହିଁ।

ବୈଜ୍ଞାନିକ ସାଲଭାଡ଼୍‌ ଲିଙ୍ଗଡୁ କହିଛନ୍ତି-“ମେଣ୍ଢାଙ୍କୁ କିଏ ଓ କଣ ପାଇଁ ମାରୁଛି ତାହା ଏଠାରେ କହିବା ଠିକ୍‌ ହେବ ନାହିଁ। ସ୍ଥିତି ଅନୁଧ୍ୟାନ କରିବା ପରେ ଯାହା କିଛି କହିହେବ।”

ଅଜଣା ଜନ୍ତୁ ଆକ୍ରମଣରେ ନିଆଳି ଅଞ୍ଚଳରେ ୩୦୦ରୁ ଅଧିକ ମେଣ୍ଢାଙ୍କ ମୃତ୍ୟୁ ହୋଇଛି। ତେବେ ଅଜଣା ଜନ୍ତୁକୁ ଧରିବା ପାଇଁ ବନ ବିଭାଗ ଗାଁରେ ଯନ୍ତା ଓ ଜାଲ ବସାଇଛି। ଏପରି ସିସିଟିଭି ମଧ୍ୟ ଲଗାଇଛି। ଏହା ସତ୍ତ୍ୱେ ଅଜଣା ଜନ୍ତୁ ଅନ୍ଧାର ରାତିର ସୁଯୋଗ ନେଇ ମେଣ୍ଢାକୁ ଆକ୍ରମଣ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story