ନଗଡ଼ାକୁ ଗଡ଼ିବ ବିଜୁ ଗାଁ ଗାଡ଼ି

ଯାଜପୁର: ବହୁ ଚର୍ଚ୍ଚିତ ଅପପୁଷ୍ଟି ଇଲାକା ଭାବେ ପରିଚିତ ଯାଜପୁର ଜିଲ୍ଲା କାଳିଆପାଣି ସ୍ଥିତ ନଗଡ଼ାକୁ ରାସ୍ତା ତିଆରି ହେବା ପରେ ବିଜୁ ଗାଁ ଗାଡ଼ି ଚଳାଚଳ ଆରମ୍ଭ କରିବ। ଆଜି ସୁକିନ୍ଦାରେ ଏକ ସଭାରେ ଉଦ୍‌ବୋଧନ ଦେବା ପରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ମନ୍ତ୍ରୀ। ମାଝି କହିଛନ୍ତି,“ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କହି ସାରିଛନ୍ତି। ରାସ୍ତା କାମ ଆରମ୍ଭ ହୋଇଛି, କମ ଦିନ ମଧ୍ୟରେ ସରିଯିବ। ରାସ୍ତାକାମ ସରିବା ପରେ ବିଜୁ ଗାଁ ଗାଡ଼ି […]

nagada

Rakesh Mallick
  • Published: Friday, 16 December 2016
  • , Updated: 17 December 2016, 07:09 AM IST

ଯାଜପୁର: ବହୁ ଚର୍ଚ୍ଚିତ ଅପପୁଷ୍ଟି ଇଲାକା ଭାବେ ପରିଚିତ ଯାଜପୁର ଜିଲ୍ଲା କାଳିଆପାଣି ସ୍ଥିତ ନଗଡ଼ାକୁ ରାସ୍ତା ତିଆରି ହେବା ପରେ ବିଜୁ ଗାଁ ଗାଡ଼ି ଚଳାଚଳ ଆରମ୍ଭ କରିବ। ଆଜି ସୁକିନ୍ଦାରେ ଏକ ସଭାରେ ଉଦ୍‌ବୋଧନ ଦେବା ପରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ମନ୍ତ୍ରୀ।

ମାଝି କହିଛନ୍ତି,“ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କହି ସାରିଛନ୍ତି। ରାସ୍ତା କାମ ଆରମ୍ଭ ହୋଇଛି, କମ ଦିନ ମଧ୍ୟରେ ସରିଯିବ। ରାସ୍ତାକାମ ସରିବା ପରେ ବିଜୁ ଗାଁ ଗାଡ଼ି ଚଳାଚଳ ପାଇଁ ପଦକ୍ଷେପ ନିଆଯିବ।”

କିଛିଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆପାଣି ଗସ୍ତରେ ଆସି ନଗଡ଼ା ରାସ୍ତାକାମର ଶୁଭାରମ୍ଭ କରିଥିଲେ। ଆଜି ପରିବହନ ମନ୍ତ୍ରୀ ବିଜୁ ଗାଁ ଗାଡ଼ି ଆରମ୍ଭ ହେବ ବୋଲି କହିବା ପରେ ନଗଡ଼ାବାସୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି।

Related story