ନିର୍ବାଚନ ଖର୍ଚ୍ଚକୁ ନେଇ ହେଉଥିବା ଅପପ୍ରଚାର ପଛରେ ରହିଛି ଷଡ଼ଯନ୍ତ୍ର: ନବୀନ
ଭୁବନେଶ୍ୱର: ଦିଲ୍ଲୀ ଗସ୍ତ ସାରି ଆଜି ଓଡ଼ିଶା ଫେରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଖର୍ଚ୍ଚକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଏହା ପଛରେ କିଛି ଷଡ଼ଯନ୍ତ୍ର ରହିଥିବା ଆଶଙ୍କା କରୁଛୁ ବୋଲି ନବୀନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ମନ୍ଦ ଉଦ୍ଦେଶ୍ୟ ରଖି ଏପରି ମିଥ୍ୟା ଓ ଅପପ୍ରଚାର କରାଯାଉଛି।
[video width="720" height="576" mp4="]
ନୂଆପଡ଼ା ଜିଲ୍ଲା ପରିଷଦ ନିର୍ବାଚନକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ନବୀନ। ସେ କହିଛନ୍ତି- “ବିଜେପି ରାଜ୍ୟ ସଭାପତିଙ୍କ ଅଞ୍ଚଳ ହେଉଛି ନୂଆପଡ଼ା। ହେଲେ ସେଠାରେ ଗୋଟିଏ ବି ଜିଲ୍ଲା ପରିଷଦ ଦଳ ଜିତି ପାରିଲାନାହିଁ। ଦଳ ସେଠାରେ ତୃତୀୟ ସ୍ଥାନରେ ରହିଛି।”
Ordigital Desk
• Published: Sunday, 23 July 2017
• Updated: 23 July 2017, 03:26 PM IST
Sports
Latest News
ଭୁବନେଶ୍ୱର: ଦିଲ୍ଲୀ ଗସ୍ତ ସାରି ଆଜି ଓଡ଼ିଶା ଫେରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଖର୍ଚ୍ଚକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଏହା ପଛରେ କିଛି ଷଡ଼ଯନ୍ତ୍ର ରହିଥିବା ଆଶଙ୍କା କରୁଛୁ ବୋଲି ନବୀନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ମନ୍ଦ ଉଦ୍ଦେଶ୍ୟ ରଖି ଏପରି ମିଥ୍ୟା ଓ ଅପପ୍ରଚାର କରାଯାଉଛି।
[video width="720" height="576" mp4="]
ନୂଆପଡ଼ା ଜିଲ୍ଲା ପରିଷଦ ନିର୍ବାଚନକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ନବୀନ। ସେ କହିଛନ୍ତି- “ବିଜେପି ରାଜ୍ୟ ସଭାପତିଙ୍କ ଅଞ୍ଚଳ ହେଉଛି ନୂଆପଡ଼ା। ହେଲେ ସେଠାରେ ଗୋଟିଏ ବି ଜିଲ୍ଲା ପରିଷଦ ଦଳ ଜିତି ପାରିଲାନାହିଁ। ଦଳ ସେଠାରେ ତୃତୀୟ ସ୍ଥାନରେ ରହିଛି।”
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos