କୁଣିଆଙ୍କୁ ଏମିତି ସତ୍କାର କଲେ ନବୀନ, ଦେଖନ୍ତୁ ଫଟୋ

ଭୁବନେଶ୍ୱର: ଉନ୍ମୋଚିତ ହୋଇଛି ପୁସ୍ତକ ‘ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’। ଗତକାଲି ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା ଏହି ପୁସ୍ତକର ଉନ୍ମୋଚନ କାର୍ଯ୍ୟକ୍ରମ। ଏଥିରେ ଅତିଥି ହୋଇଥିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି ଦେବଗୌଡ଼ା, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀ ଓ ସିପିଆଇ(ଏମ୍‌)ର ସାଧାରଣ ସଂପାଦକ ସୀତାରାମ ୟେଚୁରୀ। ଏମାନଙ୍କ ପାଇଁ ହୋଟେଲ୍‌ରେ ରହିବା ବ୍ୟବସ୍ଥା ହୋଇଥିଲା। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ ରକ୍ଷା କରି ସେମାନେ ନବୀନ ନିବାସକୁ […]

nnn

nnn

Rakesh Mallick
  • Published: Sunday, 28 January 2018
  • Updated: 28 January 2018, 12:33 PM IST

Sports

Latest News

ଭୁବନେଶ୍ୱର: ଉନ୍ମୋଚିତ ହୋଇଛି ପୁସ୍ତକ ‘ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’। ଗତକାଲି ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା ଏହି ପୁସ୍ତକର ଉନ୍ମୋଚନ କାର୍ଯ୍ୟକ୍ରମ। ଏଥିରେ ଅତିଥି ହୋଇଥିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି ଦେବଗୌଡ଼ା, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀ ଓ ସିପିଆଇ(ଏମ୍‌)ର ସାଧାରଣ ସଂପାଦକ ସୀତାରାମ ୟେଚୁରୀ। ଏମାନଙ୍କ ପାଇଁ ହୋଟେଲ୍‌ରେ ରହିବା ବ୍ୟବସ୍ଥା ହୋଇଥିଲା। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ ରକ୍ଷା କରି ସେମାନେ ନବୀନ ନିବାସକୁ ମଧ୍ୟାହ୍ନ ଭୋଜନ ପାଇଁ ଯାଇଥିଲେ। ସେଠାରେ ସେମାନେ ପଖାଳ ଖାଇଥିଲେ। କଂସା ବାସନ ଓ କଦଳୀ ପତ୍ରରେ ସେମାନଙ୍କୁ ଖାଇବାକୁ ଦିଆଯାଇଥିଲା। ନବୀନ ଘରେ କୁଣିଆମାନଙ୍କୁ କେମିତି ସତ୍କାର କଲେ ସେ ନେଇ କିଛି ଫଟୋ ଦେଖନ୍ତୁ।

n1N2n3n5

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story