ପଶ୍ଚିମ ଓଡ଼ିଶାର ଭୋଟରଙ୍କୁ ହାତେଇବା ପାଇଁ ପଡୋଶୀ ରାଜ୍ୟର ବିଜେପି ନେତା ଟଙ୍କା ବାଣ୍ଟୁଛନ୍ତି: ପ୍ରତାପ ଦେବ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଭୋଟକୁ ହାତେଇବା ପାଇଁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଝାଡ଼ଖଣ୍ଡ ବିଜେପି ନେତାମାନେ ଟଙ୍କା ବାଣ୍ଟୁଛନ୍ତି। ଗତ ୧୫ ତାରିଖରେ ଏନେଇ ବିଜେଡି ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରିଥିଲା। ଆଜି ଏହି ଅଭିଯୋଗ ସତରେ ପ୍ରମାଣିତ ହୋଇଛି। ପୋଲିସ କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ଓ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିରୁ ଟଙ୍କା ଏବଂ ଛତିଶଗଡ଼ ରାଜ୍ୟର ଗାଡ଼ି ଜବତ କରିବା ସହିତ ଜଣକୁ ଅଟକ ରଖିଛି। ଅଟକ ବ୍ୟକ୍ତି ଜଣକ ଛତିଶଗଡ଼ […]

bjd pressmet

bjd pressmet

Rakesh Mallick
  • Published: Monday, 20 February 2017
  • Updated: 20 February 2017, 08:30 PM IST

Sports

Latest News

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଭୋଟକୁ ହାତେଇବା ପାଇଁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଝାଡ଼ଖଣ୍ଡ ବିଜେପି ନେତାମାନେ ଟଙ୍କା ବାଣ୍ଟୁଛନ୍ତି। ଗତ ୧୫ ତାରିଖରେ ଏନେଇ ବିଜେଡି ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରିଥିଲା। ଆଜି ଏହି ଅଭିଯୋଗ ସତରେ ପ୍ରମାଣିତ ହୋଇଛି। ପୋଲିସ କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ଓ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିରୁ ଟଙ୍କା ଏବଂ ଛତିଶଗଡ଼ ରାଜ୍ୟର ଗାଡ଼ି ଜବତ କରିବା ସହିତ ଜଣକୁ ଅଟକ ରଖିଛି। ଅଟକ ବ୍ୟକ୍ତି ଜଣକ ଛତିଶଗଡ଼ ରାଜ୍ୟର ଜଣେ ବିଜେପି ନେତାଙ୍କ ବନ୍ଧୁ ବୋଲି ଜଣାପଡ଼ିଛି। ଛତିଶଗଡ଼ ବିଜେପି ନେତାମାନେ ପଶ୍ଚିମ ଓଡ଼ିଶାରେ ଟଙ୍କା ବାଣ୍ଟୁଥିବା ନେଇ ହୋଇଥିବା ଅଭିଯୋଗ ଆଜି ସ୍ପଷ୍ଟ ହୋଇଛି ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି।

ସେ କହିଛନ୍ତି,“ଛତିଶଗଡ଼ ଓ ଝାଡ଼ଖଣ୍ଡ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବନ୍ଧୁକଧାରୀ ସାଥୀମାନେ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ପ୍ରଚାର କରିବା ପ୍ରଥମ। ଘରୋଇ ନିର୍ବାଚନରେ ଆଗରୁ କେବେ ଏପରି ହୋଇନଥିଲା। ତୃଣମୂଳସ୍ତରରେ ଭୋଟରଙ୍କୁ ଅର୍ଥ ବାଣ୍ଟିବା ଓ ଧମକ ଦେବା ବିଜେପି ପ୍ରଥମ ଥର ପାଇଁ ଆରମ୍ଭ କଲା। ବିଜେଡି ଏହାର ଜବାବ ଦେଉଛି ଏବଂ ଆଗକୁ ଦେବ।”

ପଞ୍ଚାୟତ ନିର୍ବାଚନରେ  ଭୋଟ ଟ୍ୟାମ୍ପରିଂ କରାଯାଉଥିବା ଅଭିଯୋଗକୁ ଦେବ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“ବିଜେପି ନେତାମାନେ ଯେଉଁ ଅଭିଯୋଗ କରୁଛନ୍ତି ତାହା ଭିତ୍ତିହୀନ। ଯେଉଁ ସ୍ଥାନରେ ଭୋଟ ଗଣତି ହେଉଛି ସେଠାରେ ସବୁ ଦଳର ପ୍ରତିନିଧି ଉପସ୍ଥିତ ରହୁଛନ୍ତି। ସମସ୍ତଙ୍କ ଏଜେଣ୍ଟଙ୍କ ସମ୍ମୁଖରେ ସଟିଂ କରାଯାଇ ସିଲ କରାଯାଉଛି। ଯଦି କେଉଁଠି ଏପରି ଅଭିଯୋଗ ଆସିଛି ସେଠି ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏପରି ସ୍ଥଳେ ଟ୍ୟାମ୍ପରିଂ ଅଭିଯୋଗ ଆଣିବା ଦୁର୍ଭାଗ୍ୟଜନକ।”

ଛତିଶଗଡ଼ ନେତା ଟଙ୍କା ବାଣ୍ଟିବା ନେଇ ବିଜେଡି କରିଥିବା ଅଭିଯୋଗର ଜବାବ ରଖିଛି ବିଜେପି। ରାଜ୍ୟ ବିଜେପି ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି,“ରାଉରକେଲାରେ ପୂର୍ବତନ ମନ୍ତ୍ରୀ ସାରଦା ନାୟକ ଦୁଇ ଥର ଟଙ୍କା ବାଣ୍ଟି ଧରା ପଡ଼ିଲେଣି। ସାରଦାଙ୍କୁ ଛତିଶଗଡ଼ କଣ ଟଙ୍କା ଦେଇଥିଲା କି? ବିଜେଡି ନିଜ ପରାଜୟ ଦୋଷ ଛତିଶଗଡ଼ ଉପରେ ଲଦୁଛି। ପର ଉପରେ ଦୋଷ ଲଦିବା ଅପଚେଷ୍ଟା ଓଡ଼ିଶାବାସୀ ବୁଝିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story