ଘରେ ଏହି ୩ଟି ଜିନିଷ ଥିଲେ ଦୁଃଖ  ପିଛା ଛାଡ଼େନି !

ବାସ୍ତୁଶାସ୍ତ୍ର ଅନୁସାରେ ଘରେ କିଛି ଜିନିଷ ରଖିବାକୁ ବାରଣ କରାଯାଇଛି। ଯାହାକୁ ଆମେ ସାଧାରଣତଃ ଅଣଦେଖା କରିଥାଉ। ଯଦି ଘରେ ଏପରି କିଛି ଜିନିଷ ରଖିଛନ୍ତି, ତେବେ ଏହାକୁ ଶୀଘ୍ର ବାହାର କରିଦେଲେ ଭଲ। କାରଣ ଏଗୁଡ଼ିକୁ ଘରେ ରଖିଲେ ଦାରିଦ୍ରତା ବଢ଼େ ବୋଲି କୁହାଯାଏ। ତା’ହେଲେ ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ ଘରେ କେଉଁ ସବୁ ଜିନିଷ ରଖିବାକୁ ବାରଣ କରାଯାଇଛି। ବନ୍ଦ ଘଣ୍ଟା ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଖରାପ ହୋଇଯାଇଥିବା ଘଣ୍ଟା ରଖିବାକୁ ବାରଣ […]

things

things

Rakesh Mallick
  • Published: Friday, 02 March 2018
  • Updated: 02 March 2018, 11:23 AM IST

Sports

Latest News

ବାସ୍ତୁଶାସ୍ତ୍ର ଅନୁସାରେ ଘରେ କିଛି ଜିନିଷ ରଖିବାକୁ ବାରଣ କରାଯାଇଛି। ଯାହାକୁ ଆମେ ସାଧାରଣତଃ ଅଣଦେଖା କରିଥାଉ। ଯଦି ଘରେ ଏପରି କିଛି ଜିନିଷ ରଖିଛନ୍ତି, ତେବେ ଏହାକୁ ଶୀଘ୍ର ବାହାର କରିଦେଲେ ଭଲ। କାରଣ ଏଗୁଡ଼ିକୁ ଘରେ ରଖିଲେ ଦାରିଦ୍ରତା ବଢ଼େ ବୋଲି କୁହାଯାଏ। ତା’ହେଲେ ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ ଘରେ କେଉଁ ସବୁ ଜିନିଷ ରଖିବାକୁ ବାରଣ କରାଯାଇଛି।

ବନ୍ଦ ଘଣ୍ଟା

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଖରାପ ହୋଇଯାଇଥିବା ଘଣ୍ଟା ରଖିବାକୁ ବାରଣ କରାଯାଇଛି। ଏହାଦ୍ୱାରା ଘରେ ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ଅର୍ଥହାନି ହୋଇଥାଏ। ତେଣୁ ଘରେ ବନ୍ଦ ଘଣ୍ଟା ଥିଲେ ତୁରନ୍ତୁ ‌ଏହାକୁ ହଟାଇ ଦିଅନ୍ତୁ।

ଭଗବାନଙ୍କ ମୂର୍ତ୍ତି

ଠାକୁର ଘରେ ଭଗବାନ ମୂର୍ତ୍ତିକୁ ସାମ୍ନାସାମ୍ନି ରଖନ୍ତୁ ନାହିଁ। ଏହାଦ୍ୱାରା ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ।

ଭଙ୍ଗା କାଚ

ଘରେ ଭଙ୍ଗା କାଚ, ଭଙ୍ଗା ମୂର୍ତ୍ତି  ଥିଲେ ତୁରନ୍ତ ହଟାଇ ଦିଅନ୍ତୁ। ଏହାକୁ ରଖିବା ଦ୍ୱାରା ଘର ଉପରେ ବିପଦ ପଡ଼ିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story