ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ମୃତ୍ୟୁ ହେଲେ ମିଳିବ ୪ଲକ୍ଷ

ଭୁବନେଶ୍ୱର: ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ମୃତ୍ୟୁ ଘଟିଲେ ୪ଲକ୍ଷ ଟଙ୍କା ମିଳିବ। ଆଜି ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ପୂର୍ବରୁ ଏହି କ୍ଷତିପୂରଣ ରାଶିର ମୂଲ୍ୟ ୩ ଲକ୍ଷ ଟଙ୍କା ଥିଲା। ସେ କହିଛନ୍ତି,“ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ମେଣ୍ଢା ଓ ଛେଳିଙ୍କ ମୃତ୍ୟୁ ଘଟିଲେ ୨୦୦୦ ଟଙ୍କା ମିଳିବ। ଏହା ସହ ମେଣ୍ଢା ଓ ଛେଳି ଶାବକଙ୍କ ମୃତ୍ୟୁ ଘଟିଲେ ୭୫୦ ମିଳିବ।”

Rakesh Mallick
  • Published: Saturday, 07 October 2017
  • , Updated: 07 October 2017, 02:55 PM IST

ଭୁବନେଶ୍ୱର: ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ମୃତ୍ୟୁ ଘଟିଲେ ୪ଲକ୍ଷ ଟଙ୍କା ମିଳିବ। ଆଜି ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ପୂର୍ବରୁ ଏହି କ୍ଷତିପୂରଣ ରାଶିର ମୂଲ୍ୟ ୩ ଲକ୍ଷ ଟଙ୍କା ଥିଲା।

ସେ କହିଛନ୍ତି,“ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ମେଣ୍ଢା ଓ ଛେଳିଙ୍କ ମୃତ୍ୟୁ ଘଟିଲେ ୨୦୦୦ ଟଙ୍କା ମିଳିବ। ଏହା ସହ ମେଣ୍ଢା ଓ ଛେଳି ଶାବକଙ୍କ ମୃତ୍ୟୁ ଘଟିଲେ ୭୫୦ ମିଳିବ।”

Related story