ଫେସ୍‌ବୁକ୍‌ ଆଣୁଛି ନୂଆ ଫିଚର : ଏଣିକି ଏମିତି ହେବ ଷ୍ଟାଟସ୍‌ ଅପଡେଟ୍‌

ଦିନକୁ ଦିନ ସୋସିଆଲ୍‌ ମିଡ଼ିଆ ସାଇଟ୍‌ ଫେସ୍‌ବୁକ୍‌ର ଲୋକପ୍ରିୟତା ବଢିବାରେ ଲାଗିଛି। ଏହା ବିଶ୍ୱର କୋଣ ଅନୁକୋଣରେ ଥିବା ସବୁ ଲୋକଙ୍କୁ ଗୋଟିଏ ମଞ୍ଚରେ ଠିଆ କରେଇଛି। ଲୋକେ ଦୂରରେ ଥାଇ ମଧ୍ୟ ନିଜ ପରିବାର ଓ ବନ୍ଧୁଙ୍କ ସହ ନିତି ଭାବର ଆଦାନପ୍ରଦାନ କରୁଛନ୍ତି। ଆଉ ମଧ୍ୟ ଲୋକଙ୍କୁ ଅଧିକରୁ ଅଧିକ ଆକୃଷ୍ଟ କରିବାକୁ ଫେସ୍‌ବୁକ୍ ନୂଆନୂଆ ଫିଚର ଯୋଡୁଛି। ଏବେ ଖବର ମିଳିଛି ଯେ, ଫେସ୍‌ବୁକ୍‌ରେ ଆଉ ଏକ ନୂଆ ଫିଚର ଯୋଡି ହେବାକୁ […]

facebook

facebook

Rakesh Mallick
  • Published: Monday, 05 March 2018
  • Updated: 05 March 2018, 06:44 PM IST

Sports

Latest News

ଦିନକୁ ଦିନ ସୋସିଆଲ୍‌ ମିଡ଼ିଆ ସାଇଟ୍‌ ଫେସ୍‌ବୁକ୍‌ର ଲୋକପ୍ରିୟତା ବଢିବାରେ ଲାଗିଛି। ଏହା ବିଶ୍ୱର କୋଣ ଅନୁକୋଣରେ ଥିବା ସବୁ ଲୋକଙ୍କୁ ଗୋଟିଏ ମଞ୍ଚରେ ଠିଆ କରେଇଛି। ଲୋକେ ଦୂରରେ ଥାଇ ମଧ୍ୟ ନିଜ ପରିବାର ଓ ବନ୍ଧୁଙ୍କ ସହ ନିତି ଭାବର ଆଦାନପ୍ରଦାନ କରୁଛନ୍ତି। ଆଉ ମଧ୍ୟ ଲୋକଙ୍କୁ ଅଧିକରୁ ଅଧିକ ଆକୃଷ୍ଟ କରିବାକୁ ଫେସ୍‌ବୁକ୍ ନୂଆନୂଆ ଫିଚର ଯୋଡୁଛି।

ଏବେ ଖବର ମିଳିଛି ଯେ, ଫେସ୍‌ବୁକ୍‌ରେ ଆଉ ଏକ ନୂଆ ଫିଚର ଯୋଡି ହେବାକୁ ଯାଉଛି। ଯେମିତି ଆପଣ text ଲେଖି ବା ଭିଡ଼ିଓ ଅପ୍‌ଲୋଡ୍‌ କରି ଷ୍ଟାଟସ୍ ଅପ୍‌ଡେଟ୍‌ କରନ୍ତି, ସେହିଭଳି ଏବେ ଭଏସ୍‌ ମାଧ୍ୟମରେ ଷ୍ଟାଟସ୍‌ ଅପ୍‌ଡେଟ୍‌ କରିପାରିବେ। ଫେସ୍‌ବୁକ୍‌ ଏହି ’ଆଡ୍‌ ଭଏସ୍‌ କ୍ଲିପ୍‌’ ଫିଚର ଉପରେ କାମ କରୁଛି। ଯେଉଁଥିରେ ୟୁଜର ଏକ ଛୋଟ ଅଡ଼ିଓ କ୍ଲିପ୍‌ ଅପଲୋଡ଼ କରି ଷ୍ଟାଟସ୍ ଅପଲୋଡ୍‌ କରିପାରିବେ।

ଉଲ୍ଲେଖନୀୟ ଯେ, ଫେସ୍‌ବୁକ୍‌ର ଏହି ନୂଆ ଫିଚରକୁ ପ୍ରଥମେ ଜଣେ ଭାରତୀୟ ୟୁଜର ଦେଖିଥିଲେ। ଦେଶରେ କିଛି ୟୁଜରଙ୍କ ଫୋନରେ ଏହି ନୂଆ ଫିଚର ନଜର ଆସିଛି।  କିନ୍ତୁ ଏବେ ଏହା ସବୁ ୟୁଜରଙ୍କ ପାଇଁ ଉପଲବ୍ଧ ହୋଇନାହିଁ।

ଫେସ୍‌ବୁକ୍‌ ବିଶେଷଜ୍ଞଙ୍କ କହିବାନୁସାରେ, ‘ଫେସ୍‌ବୁକ୍‌ରେ ଏହି ଫିଚରଟି ଲୋକଙ୍କ ମଧ୍ୟରେ ଖୁବ୍‌ ବ୍ୟବହାର ଉପଯୋଗୀ ହେବ। ଲୋକେ ସହଜରେ ଭଏସ୍‌ ଜରିଆରେ ଷ୍ଟାଟସ୍‌ ଅପ୍‌ଲୋଡ୍ କରିପାରିବେ। text ମେସେଜ କାରଣରୁ ଅନେକ ଫେସ୍‌ବୁକ୍ ୟୁଜରଙ୍କ ଆକାଉଣ୍ଟ ଖାଲି ପଡିଛି। ଆଶା କରାଯାଉଛି କି ଭଏସ୍ କ୍ଲିପ୍‌ର କାରଣରୁ ସେମାନେ ପୁଣି ଆକ୍ଟିଭ୍ ହୋଇଯିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story