ନୂଆବର୍ଷ ସଂକଳ୍ପ ନେଲେଣି କି? ରାଶି ଅନୁଯାୟୀ ହିଁ ନିଅନ୍ତୁ ନିଷ୍ପତ୍ତି

ଆସୁଛି ନବ ବର୍ଷ ୨୦୧୮। ସବୁଥର ପରି ଏଥର ମଧ୍ୟ ନବ ବର୍ଷ କିଛି ସଂକଳ୍ପରୁ ଆରମ୍ଭ କରନ୍ତୁ। ପୂରୁଣା ଦିନରେ ହୋଇଯାଇଥିବା ଭୁଲ୍ ଭଟକାରୁ ଭୁଲି ନୂଆ ବର୍ଷରେ କିଛି ନୂଆ କାମ କରିବା ଲକ୍ଷ ନେଇ ‘ନ୍ୟୁ-ଇଅର ରିଜୋଲ୍ୟୁସନ୍‌’ ବା ନବ ବର୍ଷ ପାଇଁ ସଂକଳ୍ପ ରଖନ୍ତୁ। ସଂକଳ୍ପ ନେବାବେଳେ ନିଜ ରାଶି ପ୍ରତି ଧ୍ୟାନ ଦିଅନ୍ତୁ। ରାଶି ଅନୁଯାୟୀ କଣ ସଂକଳ୍ପ ନେବେ ଆସନ୍ତୁ ଜାଣିବା ଏହି ଆଲେକ୍ଷରେ। ୧)ମେଷ– ଆଗାମୀ ବର୍ଷ […]

new year resolution

new year resolution

Rakesh Mallick
  • Published: Thursday, 28 December 2017
  • Updated: 28 December 2017, 03:24 PM IST

ଆସୁଛି ନବ ବର୍ଷ ୨୦୧୮। ସବୁଥର ପରି ଏଥର ମଧ୍ୟ ନବ ବର୍ଷ କିଛି ସଂକଳ୍ପରୁ ଆରମ୍ଭ କରନ୍ତୁ। ପୂରୁଣା ଦିନରେ ହୋଇଯାଇଥିବା ଭୁଲ୍ ଭଟକାରୁ ଭୁଲି ନୂଆ ବର୍ଷରେ କିଛି ନୂଆ କାମ କରିବା ଲକ୍ଷ ନେଇ 'ନ୍ୟୁ-ଇଅର ରିଜୋଲ୍ୟୁସନ୍‌' ବା ନବ ବର୍ଷ ପାଇଁ ସଂକଳ୍ପ ରଖନ୍ତୁ। ସଂକଳ୍ପ ନେବାବେଳେ ନିଜ ରାଶି ପ୍ରତି ଧ୍ୟାନ ଦିଅନ୍ତୁ। ରାଶି ଅନୁଯାୟୀ କଣ ସଂକଳ୍ପ ନେବେ ଆସନ୍ତୁ ଜାଣିବା ଏହି ଆଲେକ୍ଷରେ।

୧)ମେଷ- ଆଗାମୀ ବର୍ଷ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ। କିନ୍ତୁ ଆପଣ କ'ଣ ଚାହୁଁଛନ୍ତି ତା ଉପରେ ଆପଣଙ୍କୁ ସବୁବେଳେ ଧ୍ୟାନ ରଖିବାକୁ ହେବ । ଏଥର ନବ ବର୍ଷରେ ଅନ୍ୟମାନଙ୍କ କଥାରେ ପ୍ରଭାବିତ ନ ହେବା ପାଇଁ ସଂକଳ୍ପ କରନ୍ତୁ।

୨)ବୃଷ- ଭୟ ଲାଗୁଥିବା କାମକୁ ସାହାସର ସହ ସାମ୍ନାକରନ୍ତୁ। ଆପଣଙ୍କ ପାଖରେ ଅନେକ କିଛି କ୍ଷମତା ଅଛି । କିଛି କାମ ଏକାକି କରିବାର ସଂକଳ୍ପ ରଖନ୍ତୁ।

୩)ମିଥୁନ- ଗୋଟେ ବଡ କାମ କରିବା ପୂର୍ବରୁ ସବୁବେଳେ ଅନ୍ୟ ଉପରେ ନିର୍ଭର କରନ୍ତୁ ନାହିଁ। କେଉଁଟା ଉଚିତ ଓ କେଉଁଟା ଅନୁଚିତ ଆନ୍ୟମାନଙ୍କୁ ପଚାରିବା ପରିବର୍ତ୍ତେ ନିଜ ମନକୁ ପଚାରନ୍ତୁ ଓ ସଠିକ୍ ରାସ୍ତା ବାଛନ୍ତୁ।

୪)କର୍କଟ- ଏହି ରାଶିର ବ୍ୟକ୍ତିମାନେ ଅନ୍ୟମାନଙ୍କ ମନ କଷ୍ଠ ହେବ ଭାବି କୌଣସି କଥାକୁ ମନା କରିପାରନ୍ତି ନାହିଁ। ନବ ବର୍ଷରେ କିଛି ସ୍ଥାନରେ 'ନାଁ' କହିବାର ସଂକଳ୍ପ ନିଅନ୍ତୁ।

୫)ସିଂହ- ଏହି ରାଶିର ବ୍ୟକ୍ତିମାନେ ରିସ୍କ ନେବାକୁ ଭୟ କରନ୍ତି। ଏଥର ନବ ବର୍ଷରେ ରିସ୍କ ନିଅନ୍ତୁ ଓ ଆଗକୁ ବଢନ୍ତୁ।

୬)କନ୍ୟା- ଆପଣଙ୍କ ଭିତରେ ଏକ ମାର୍ଗଦର୍ଶକର କ୍ଷମତା ରହିଛି କିନ୍ତୁ ଆପଣ ଟିକେ ଭୟ କରନ୍ତି। ନବ ବର୍ଷରେ ମନରୁ ସେ ଭୟ ଦୂର କରିବାର ସଂକଳ୍ପ ରଖନ୍ତୁ।

୭)ତୁଳା- ଆଗାମୀ ବର୍ଷ ଅନେକ ଲୋକ ଆପଣଙ୍କ କାମକୁ ନେଇ ଭୁଲ୍ ଓ ଠିକ୍ ମତଦେବେ। ସେଥିରୁ କ'ଣ ଠିକ୍ ଓ ଭୁଲ୍ ଆପଣଙ୍କୁ ନିଜେ ବିଚାର କରିବାର ସଂକଳ୍ପ ନେବାକୁ ହେବ।

୮)ବିଛା- ଆପଣ ଜଣେ ଭଲ ପରାମର୍ଶଦାତା। କିନ୍ତୁ ପରାମର୍ଶ ଦେବାରେ ଆପଣ କୁଣ୍ଠାବୋଧ କରନ୍ତି । ନବ ବର୍ଷରେ ନିଜ ପରାମର୍ଶ ଦ୍ୱାରା ଅନ୍ୟକୁ ସାହାଯ୍ୟ କରିବା ପାଇଁ ସଂକଳ୍ପ ରଖନ୍ତୁ।

୯)ଧନୁ- ଆପଣଙ୍କ ଜୀବନରେ କିଛି ଖଳ ପ୍ରକୃତିର ଲୋକେ ଅଛନ୍ତି। ଯେଉଁମାନଙ୍କୁ  ଆପଣ ଏଥର ନବ ବର୍ଷରେ ଦୂରେଇବାର ସଂକଳ୍ପ ନେବେ।

୧୦)ମକର- ଅନ୍ୟମାନଙ୍କ ଖୁସି ପାଇଁ ଆପଣ ସଂଘର୍ଷ କରି ବିବାଦରେ ପଡନ୍ତି। ଏସବୁ କାର୍ଯ୍ୟରୁ ଦୂରେଇ ରହିବା ପାଇଁ ସଂକଳ୍ପ ରଖନ୍ତୁ.

୧୧)କୁମ୍ଭ- ନୂଆ କିଛି କାମ କରିବା ପୂର୍ବରୁ ଆପଣ ଡରନ୍ତି। ସେ ଡର ମନରୁ କାଢିବା ପାଇଁ ଆପଣ ସଂକଳ୍ପ ନିଅନ୍ତୁ।

୧୨)ମୀନ- ଏହି ରାଶିର ବ୍ୟକ୍ତି ସବୁବେଳେ ନୂଆ ନୂଆ ଆଶା ସଜାନ୍ତି। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଆପଣଙ୍କ ସେହି ଆଶାକୁ ବଜାୟ ରଖିବା ପାଇଁ ଏଥର ସଂକଳ୍ପ ରଖନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story