ସୂର୍ଯ୍ୟାସ୍ତ ପରେ ଏହି ମନ୍ଦିରକୁ କେହି ଯାଆନ୍ତିନି, କାରଣ ପଢ଼ି ଆଶ୍ଚର୍ଯ୍ୟ ହେବେ

ଜୟପୁର: ରାଜସ୍ଥାନ ତା’ର ଇତିହାସ ଓ ପର୍ଯ୍ୟଟନ ସ୍ଥଳୀକୁ ନେଇ ଦେଶରେ ବେଶ୍‌ ପରିଚିତ। ଏଠାରେ ଅନେକ ରାଜମହଲ ଓ ପୁରୁଣା ଦୁର୍ଗ ସହିତ ଅନେକ ମନ୍ଦିର ରହିଛି। ଏଥିପାଇଁ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଓ ଗବେଷକ ଆସିଥାନ୍ତି। କିନ୍ତୁ ଏଠାରେ ଏମିତି କିଛି ସ୍ଥାନ ରହିଛି ଯେଉଁଠାକୁ ଲୋକେ ଭୟରେ ଯାଆନ୍ତି ନାହିଁ। ସେମିତି ଗୋଟେ ସ୍ଥାନ ହେଉଛି ବାଡ଼ମେର ଜିଲ୍ଲାର କିରାଡ଼ୁ ମନ୍ଦିର। ସୂର୍ଯ୍ୟ ଅସ୍ତ ହେଲେ ଏହି ମନ୍ଦିରକୁ କେହି ଯାଆନ୍ତି […]

kiradutemple

kiradutemple

Rakesh Mallick
  • Published: Thursday, 25 January 2018
  • Updated: 25 January 2018, 01:10 PM IST

Sports

Latest News

ଜୟପୁର: ରାଜସ୍ଥାନ ତା’ର ଇତିହାସ ଓ ପର୍ଯ୍ୟଟନ ସ୍ଥଳୀକୁ ନେଇ ଦେଶରେ ବେଶ୍‌ ପରିଚିତ। ଏଠାରେ ଅନେକ ରାଜମହଲ ଓ ପୁରୁଣା ଦୁର୍ଗ ସହିତ ଅନେକ ମନ୍ଦିର ରହିଛି। ଏଥିପାଇଁ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଓ ଗବେଷକ ଆସିଥାନ୍ତି। କିନ୍ତୁ ଏଠାରେ ଏମିତି କିଛି ସ୍ଥାନ ରହିଛି ଯେଉଁଠାକୁ ଲୋକେ ଭୟରେ ଯାଆନ୍ତି ନାହିଁ। ସେମିତି ଗୋଟେ ସ୍ଥାନ ହେଉଛି ବାଡ଼ମେର ଜିଲ୍ଲାର କିରାଡ଼ୁ ମନ୍ଦିର। ସୂର୍ଯ୍ୟ ଅସ୍ତ ହେଲେ ଏହି ମନ୍ଦିରକୁ କେହି ଯାଆନ୍ତି ନାହିଁ। ବର୍ଷ ବର୍ଷ ଧରି ମନ୍ଦିରଟି ଜନଶୂନ୍ୟ ହୋଇ ପଡ଼ି ରହିଛି।

ବାଡ଼ମେର ଜିଲ୍ଲାର କିରାଡ଼ୁ ମନ୍ଦିର ଦେଖିବାକୁ ବହୁତ ସୁନ୍ଦର। ଏହାର କାରୁକାର୍ଯ୍ୟ ଆପଣଙ୍କୁ ମୁଗ୍ଧ କରି ଦେବ। ଏହି ମନ୍ଦିର କଳା ଓ ସ୍ଥାପତ୍ୟ ଏତେ ସୁନ୍ଦର ଯେ ଏହାକୁ ମଧ୍ୟପ୍ରଦେଶର ସବୁଠାରୁ ସୁନ୍ଦର ମନ୍ଦିର ଖଜୁରାହୋ ସହିତ ତୁଳନା କରାଯାଏ। ତଥାପି ଏହି ମନ୍ଦିରକୁ କେହି ଯାଆନ୍ତି ନାହିଁ। ଦିନ ବେଳା ଯଦିଓ ସେଠାକୁ କିଛି ଲୋକ ଯାଆନ୍ତି, କିନ୍ତୁ ସୂର୍ଯ୍ୟାସ୍ତ ହେଲେ ମନ୍ଦିରଟି ଜନଶୂନ୍ୟ ହୋଇଯାଏ। କୁହାଯାଏ ସୂର୍ଯ୍ୟ ଅସ୍ତ ହେଲେ ସେଠାରେ ମଣିଷ ପଥର ପାଲଟି ଯାଏ। ଏଇ ଭୟ ପାଇଁ ଦୀର୍ଘ ୯୦୦ ବର୍ଷ ହେବ ଏହି ମନ୍ଦିର ଏମିତି ଶୂନଶାନ ହୋଇରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story