ନୂଆପଡା ଏସଓଜି କ୍ୟାମ୍ପରେ ଯୁବକଙ୍କୁ ହତ୍ୟା ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ପିସିସି ସଭାପତି

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ଏସ୍ଓଜି କ୍ୟାମ୍ପରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାକୁ ନେଇ ଜୋର ଧରିଛି ରାଜନୀତି। ଘଟଣାର ଅନୁଧ୍ୟାନ ପାଇଁ ଶନିବାର ପିସିସି ସଭାପତିଙ୍କ ନେତୃତ୍ୱରେ କଂଗ୍ରେସର ଏକ ଟିମ୍ ଖଡିଆଳରେ ପହଞ୍ଚିଥିଲା। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସହ ବରିଷ୍ଠ ନେତା ଶିବାନନ୍ଦ ରାୟ ଓ ଶ୍ୟାମ ସୁନ୍ଦର ହାଁସଦା ପ୍ରମୁଖ ଯାଇଥିଲେ। ଏମାନେ ଆହତ ଯୁବକ ନୃତ୍ୟନ ନାୟକ ଓ ମୃତ ଚିତ୍ତରଂଜନ ସାହୁଙ୍କ ପରିବାରକୁ ଭେଟିବା ସହ ଏସପି […]

nuapadrepcc

nuapadrepcc

Rakesh Mallick
  • Published: Saturday, 22 August 2015
  • Updated: 22 August 2015, 12:56 PM IST

Sports

Latest News

[caption id="attachment_25666" align="aligncenter" width="608"]nuapadrepcc (ନୂଆପଡ଼ାରେ ଏସଓଜି ଯବାନଙ୍କ ମାଡ଼ରେ ପ୍ରାଣ ହରାଇଥିବା ଯୁବକଙ୍କ ପରିବାର ଲୋକଙ୍କୁ ଶନିବାର ଭେଟୁଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ)[/caption]

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ଏସ୍ଓଜି କ୍ୟାମ୍ପରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାକୁ ନେଇ ଜୋର ଧରିଛି ରାଜନୀତି। ଘଟଣାର ଅନୁଧ୍ୟାନ ପାଇଁ ଶନିବାର ପିସିସି ସଭାପତିଙ୍କ ନେତୃତ୍ୱରେ କଂଗ୍ରେସର ଏକ ଟିମ୍ ଖଡିଆଳରେ ପହଞ୍ଚିଥିଲା। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସହ ବରିଷ୍ଠ ନେତା ଶିବାନନ୍ଦ ରାୟ ଓ ଶ୍ୟାମ ସୁନ୍ଦର ହାଁସଦା ପ୍ରମୁଖ ଯାଇଥିଲେ। ଏମାନେ ଆହତ ଯୁବକ ନୃତ୍ୟନ ନାୟକ ଓ ମୃତ ଚିତ୍ତରଂଜନ ସାହୁଙ୍କ ପରିବାରକୁ ଭେଟିବା ସହ ଏସପି ଓ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଥିଲେ। ଘଟଣାରେ ଗତକାଲି କୋମନା ପୋଲିସ ଗିରଫ କରିଥିବା ୪ ଏସଓଜି ଯବାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ଅନ୍ୟପକ୍ଷରେ ଆହତ ଯୁବକ ନୃତ୍ୟନ ନାୟକଙ୍କ ସ୍ୱାସ୍ଥାବସ୍ଥାରେ ଗୁରୁତର ଥିବା ସୂଚନା ମିଳିଛି। ତାଙ୍କୁ ବୁର୍ଲାରୁ ରାୟପୁରର ରାମକୃଷ୍ଣ କେୟାର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଆହତ ନୃତ୍ୟନଙ୍କ ବାପା ବିଦ୍ୟା ନାୟକ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story