ଓଏଏସ୍ ଓ ଓଏଫ୍ଏସ୍ ପଦବୀ ବଢ଼ିଲା : କ୍ୟାବିନେଟ୍‌ରେ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଓଏଏସ୍ ଓ ଓଏଫ୍ଏସ୍ ପଦବୀ ସଂଖ୍ୟା ବଢ଼ିଲା। ଓଏଏସ୍ ପଦବୀ ୧୫୫୦ରୁ ୧୭୦୦ ଓ ଓଏଫ୍ଏସ୍ ପଦବୀ ୭୨୩ରୁ ୮୦୦କୁ ବୃଦ୍ଧି କରାଯାଇଛି। ଜିଏସ୍‌ଟି ଲାଗୁ ପରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପଦବୀ ସଂଖ୍ୟାକୁ ବଢାଯାଇଛି। ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏସଂପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସେହିପରି ହ୍ୟାଣ୍ଡଲୁମ, ହ୍ୟାଣ୍ଡିକ୍ରାଫ୍ଟ ଡେଭଲପମେଣ୍ଟ କାଉନସିଲ ଗଠନ ପ୍ରସ୍ତାବ ଉପରେ ମୋହର ମାରିଛି କ୍ୟାବିନେଟ୍। ଏହାଛଡ଼ା ପରିବହନ ବିଭାଗ କ୍ୟାଡରର ପୁନର୍ଗଠନ ହେବ। […]

Rakesh Mallick
  • Published: Thursday, 21 September 2017
  • , Updated: 21 September 2017, 08:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଓଏଏସ୍ ଓ ଓଏଫ୍ଏସ୍ ପଦବୀ ସଂଖ୍ୟା ବଢ଼ିଲା। ଓଏଏସ୍ ପଦବୀ ୧୫୫୦ରୁ ୧୭୦୦ ଓ ଓଏଫ୍ଏସ୍ ପଦବୀ ୭୨୩ରୁ ୮୦୦କୁ ବୃଦ୍ଧି କରାଯାଇଛି। ଜିଏସ୍‌ଟି ଲାଗୁ ପରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପଦବୀ ସଂଖ୍ୟାକୁ ବଢାଯାଇଛି। ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏସଂପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସେହିପରି ହ୍ୟାଣ୍ଡଲୁମ, ହ୍ୟାଣ୍ଡିକ୍ରାଫ୍ଟ ଡେଭଲପମେଣ୍ଟ କାଉନସିଲ ଗଠନ ପ୍ରସ୍ତାବ ଉପରେ ମୋହର ମାରିଛି କ୍ୟାବିନେଟ୍। ଏହାଛଡ଼ା ପରିବହନ ବିଭାଗ କ୍ୟାଡରର ପୁନର୍ଗଠନ ହେବ। ଏଣିକି ବରିଷ୍ଠ ପ୍ରଥମ ଶ୍ରେଣୀ ଅଫିସର ଆରଟିଓ ହେବେ। କନିଷ୍ଠ ପ୍ରଥମ ଶ୍ରେଣୀ ଅଫିସରଙ୍କୁ ଏମ୍‌ଭିଆଇ କରାଯିବ।

Related story