ଓଡ଼ିଶା ଆପାର୍ଟମେଣ୍ଟ ଓନର୍ସିପ୍ ଆମେଣ୍ଡମେଣ୍ଟ୍, ଭାଟ୍ ସଂଶୋଧନ ବିଲ୍ ପାରିତ

ଭୁବନେଶ୍ୱର: ଗତକାଲି ବିଧାନସଭା ମୌସୁମୀ ଅଧିବେଶନରେ ଓଡ଼ିଶା ଆପାର୍ଟମେଣ୍ଟ ଓନର୍ସିପ୍ ଆମେଣ୍ଡମେଣ୍ଟ୍ ଓ ଭାଟ୍ ସଂଶୋଧନ ବିଲ୍ ପାରିତ ହୋଇଛି। ଆପାର୍ଟମେଣ୍ଟ ବ୍ୟବସ୍ଥାର ସୁପରିଚାଳନା, ନିୟନ୍ତ୍ରଣ ଓ ଘର ମାଲିକଙ୍କ ସ୍ୱାର୍ଥରକ୍ଷା ପାଇଁ ଉଦ୍ଦିଷ୍ଟ  ଓଡ଼ିଶା ଆପାର୍ଟମେଣ୍ଟ ଓନର୍ସିପ୍ ଆମେଣ୍ଡମେଣ୍ଟ୍ ବିଲ୍ ବିଧାନସଭାରେ ପାରିତ ହୋଇଛି। ବିଲରେ ଥିବା ବ୍ୟବସ୍ଥା ଅନୁସାରେ କୌଣସି ସଂଗଠନ, ବ୍ୟକ୍ତି କିମ୍ୱା ସଂସ୍ଥା, ନିର୍ମାଣ କିରିଥିବା ଆପାର୍ଟମେଣ୍ଟ ଉପରେ ସରକାରଙ୍କ ଦ୍ୱାରା ନିଯୁକ୍ତ କ୍ଷମତାପ୍ରାପ୍ତ ଅଧିକାରୀଙ୍କର ନିୟନ୍ତ୍ରଣ ରହିବ। ଆଇନରେ ଥିବା […]

bill

bill

Rakesh Mallick
  • Published: Tuesday, 25 August 2015
  • Updated: 25 August 2015, 09:08 AM IST

Sports

Latest News

ଭୁବନେଶ୍ୱର: ଗତକାଲି ବିଧାନସଭା ମୌସୁମୀ ଅଧିବେଶନରେ ଓଡ଼ିଶା ଆପାର୍ଟମେଣ୍ଟ ଓନର୍ସିପ୍ ଆମେଣ୍ଡମେଣ୍ଟ୍ ଓ ଭାଟ୍ ସଂଶୋଧନ ବିଲ୍ ପାରିତ ହୋଇଛି। ଆପାର୍ଟମେଣ୍ଟ ବ୍ୟବସ୍ଥାର ସୁପରିଚାଳନା, ନିୟନ୍ତ୍ରଣ ଓ ଘର ମାଲିକଙ୍କ ସ୍ୱାର୍ଥରକ୍ଷା ପାଇଁ ଉଦ୍ଦିଷ୍ଟ  ଓଡ଼ିଶା ଆପାର୍ଟମେଣ୍ଟ ଓନର୍ସିପ୍ ଆମେଣ୍ଡମେଣ୍ଟ୍ ବିଲ୍ ବିଧାନସଭାରେ ପାରିତ ହୋଇଛି। ବିଲରେ ଥିବା ବ୍ୟବସ୍ଥା ଅନୁସାରେ କୌଣସି ସଂଗଠନ, ବ୍ୟକ୍ତି କିମ୍ୱା ସଂସ୍ଥା, ନିର୍ମାଣ କିରିଥିବା ଆପାର୍ଟମେଣ୍ଟ ଉପରେ ସରକାରଙ୍କ ଦ୍ୱାରା ନିଯୁକ୍ତ କ୍ଷମତାପ୍ରାପ୍ତ ଅଧିକାରୀଙ୍କର ନିୟନ୍ତ୍ରଣ ରହିବ। ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ଏହି ଅଧିକାରୀ ଆପାର୍ଟମେଣ୍ଟର ରକ୍ଷଣାବେକ୍ଷଣ ନିଶ୍ଚିତ କରିବେ। ତାଙ୍କର ଜରିମାନା ଆଦାୟ କରିବାର କ୍ଷମତା ମଧ୍ୟ ରହିବ। ପ୍ରଭାବିତ ଆପାର୍ଟମେଣ୍ଟ ମାଲିକ ଅଧିକାରୀଙ୍କ ପାଖରେ ଅପିଲ କରିପାରିବେ।

ସେହିପରି ଭାଟ ସଂଶୋଧନ ବିଲ ମଧ୍ୟ ଗତକାଲି ବିଧାନସଭାରେ ପାରିତ ହୋଇଛି। ବ୍ୟବସାୟୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମୂଲ୍ୟଯୁକ୍ତ କର ବ୍ୟବସ୍ଥାକୁ ଅଧିକ ସରଳ କରାଯିବାକୁ ଏଥିରେ ବ୍ୟବସ୍ଥା ହୋଇଛି । ମୂଳ ଆଇନରେ ସଂଶୋଧନ ପରେ ବ୍ୟବସାୟ କର ଯୋଗ୍ୟ କାରବାରର ପ୍ରାରମ୍ଭିକ ସୀମାକୁ ଉତ୍ପାଦନକାରୀଙ୍କ ଲାଗି ୧ ଲକ୍ଷରୁ ୧୦ ଲକ୍ଷ ଟଙ୍କା ଓ ସାଧାରଣ ବ୍ୟବସାୟୀଙ୍କ ପାଇଁ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି ହେବ। ସେହିପରି କାରବାର ପରିମାଣ ଉପରେ କର ଦେଉଥିବା ଖୁଚୁରା ବିକ୍ରେତାଙ୍କ ପାଇଁ କରଯୋଗ୍ୟ କାରବାର ସୀମୀ ୪୦ ଲକ୍ଷରୁ ୫୦ ଲକ୍ଷ ଟଙ୍କାକୁ ବୃଦ୍ଧି ହେବ। ଏଥିସହିତ ଠିକାଦାର କିମ୍ବା ନିର୍ମାଣ କର୍ତ୍ତାଙ୍କ ପାଇଁ କମ୍ପୋଜିସନ୍ ସ୍କିମର ବ୍ୟବସ୍ଥା କରାଯାଇଛି। ତେବେ ଏହି ବିଲ୍ ପାରିତ ହେବା ବେଳେ ଗୃହରେ ବିରୋଧୀ ଦଳ ଉପସ୍ଥିତ ନ ଥିଲେ। ବିରୋଧୀଙ୍କ ଅନୁପସ୍ଥିତିରେ ଦୁଇଟି ବିଲ୍ ପାସ କରାଯିବାକୁ ଅଗଣତାନ୍ତ୍ରିକ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story