ଚାଷୀ ଚିନ୍ତା: ସଂସଦୀୟ କୃଷି କମିଟି ଅଧ୍ୟକ୍ଷଙ୍କୁ ଭେଟିଲା ବିଜେପି

ନୂଆଦିଲ୍ଲୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କ ସମସ୍ୟା ଓ ଚାଷୀ ଆତ୍ମହତ୍ୟା ପରି ବିଭିନ୍ନ ପ୍ରସଙ୍ଗରେ ବିଜେପିର ଏକ ପ୍ରତିନିଧି ଦଳ ସଂସଦୀୟ କୃଷି କମିଟି ଅଧ୍ୟକ୍ଷ ହୁକୁମଦେବ ନାରାୟଣ ଯାଦବଙ୍କୁ ଭେଟିଛନ୍ତି। ବିଜେପି ନେତା ସମୀର ମହାନ୍ତିଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ଦଳ ହୁକୁମଦେବଙ୍କୁ ଏକ ସ୍ମାରକ ପତ୍ର ଦେବା ସହ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଚାଷୀ ସମସ୍ୟା ସମୀକ୍ଷା କରାଯିବ ବୋଲି ହୁକୁମଦେବ ପ୍ରତିଶ୍ରୁତି ଦେଇଛନ୍ତି। ଚାକଡ଼ା ପୋକ ଧାନ ଫସଲ ଖାଇଯାଇଛି। ଯାହାଫଳରେ […]

agreculter hukumde

agreculter hukumde

Rakesh Mallick
  • Published: Wednesday, 08 November 2017
  • Updated: 08 November 2017, 12:01 PM IST

Sports

Latest News

ନୂଆଦିଲ୍ଲୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କ ସମସ୍ୟା ଓ ଚାଷୀ ଆତ୍ମହତ୍ୟା ପରି ବିଭିନ୍ନ ପ୍ରସଙ୍ଗରେ ବିଜେପିର ଏକ ପ୍ରତିନିଧି ଦଳ ସଂସଦୀୟ କୃଷି କମିଟି ଅଧ୍ୟକ୍ଷ ହୁକୁମଦେବ ନାରାୟଣ ଯାଦବଙ୍କୁ ଭେଟିଛନ୍ତି। ବିଜେପି ନେତା ସମୀର ମହାନ୍ତିଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ଦଳ ହୁକୁମଦେବଙ୍କୁ ଏକ ସ୍ମାରକ ପତ୍ର ଦେବା ସହ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଚାଷୀ ସମସ୍ୟା ସମୀକ୍ଷା କରାଯିବ ବୋଲି ହୁକୁମଦେବ ପ୍ରତିଶ୍ରୁତି ଦେଇଛନ୍ତି।

ଚାକଡ଼ା ପୋକ ଧାନ ଫସଲ ଖାଇଯାଇଛି। ଯାହାଫଳରେ ଚାଷୀର ବର୍ଷକର ପରିଶ୍ରମ ଉଜୁଡ଼ି ଯାଇଛି। ପ୍ରଶାସନଠାରୁ ନିରାଶ ହୋଇ ଚାଷୀ କ୍ଷେତରେ ନିଆଁ ଲଗାଇ ଦେଉଛି। ଏପରିକି କେତେକ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ରାଜ୍ୟ ସରକାର କ୍ଷତିପୂରଣ ଘୋଷଣା କରିଥିଲେ। ମାତ୍ର ରାଜ୍ୟ ସରକାରଙ୍କ ଏହି ସହାୟତା ଘୋଷଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଚାଷୀ।  ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story