ନବୀନଙ୍କୁ ମୋଦିଙ୍କ ଫୋନ୍‌ର ଇଫେକ୍ଟ: ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବିଜେଡି

ଭୁବନେଶ୍ୱର: ଗୋଟିଏ ଫୋନ୍‌ରେ କାମ ହାସଲ କଲେ ମୋଦି, ଆଭିମୁଖ୍ୟ ସ୍ପଷ୍ଟ କଲେ ନବୀନ। ରାଷ୍ଟ୍ରପତି ନିର୍ବାଚନ ଓ ପ୍ରାର୍ଥିତ୍ୱ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଫୋନ୍‌ରେ କଥା ହେବାର ମାତ୍ର ୪୫ ମିନିଟ୍‌ ପରେ ଆଭିମୁଖ୍ୟ ସ୍ପଷ୍ଟ କଲା ବିଜେଡି। ଦୁହିଁଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ ଭାବେ କଣ କଥାବାର୍ତ୍ତା ହୋଇଥିଲା ତାହା ପ୍ରଥମେ ଜଣାପଡ଼ି ନ ଥିଲା। କିନ୍ତୁ ପରେ ଆଜି ଘୋଷିତ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ […]

modi cm kovind

modi cm kovind

Rakesh Mallick
  • Published: Monday, 19 June 2017
  • Updated: 19 June 2017, 08:50 PM IST

Sports

Latest News

ଭୁବନେଶ୍ୱର: ଗୋଟିଏ ଫୋନ୍‌ରେ କାମ ହାସଲ କଲେ ମୋଦି, ଆଭିମୁଖ୍ୟ ସ୍ପଷ୍ଟ କଲେ ନବୀନ। ରାଷ୍ଟ୍ରପତି ନିର୍ବାଚନ ଓ ପ୍ରାର୍ଥିତ୍ୱ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଫୋନ୍‌ରେ କଥା ହେବାର ମାତ୍ର ୪୫ ମିନିଟ୍‌ ପରେ ଆଭିମୁଖ୍ୟ ସ୍ପଷ୍ଟ କଲା ବିଜେଡି। ଦୁହିଁଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ ଭାବେ କଣ କଥାବାର୍ତ୍ତା ହୋଇଥିଲା ତାହା ପ୍ରଥମେ ଜଣାପଡ଼ି ନ ଥିଲା। କିନ୍ତୁ ପରେ ଆଜି ଘୋଷିତ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା।

ନବୀନ ପଟ୍ଟନାୟକ କହିଛନ୍ତି-“ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ନେଇ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା ହୋଇଛି। ଗତ ଥର ପରି ଏଥର ମଧ୍ୟ ବିଜେଡି ଦଳିତ ପ୍ରାର୍ଥୀଙ୍କୁ ସମର୍ଥନ କରିବ। ଏଥର ଜଣେ ଦଳିତ ପ୍ରାର୍ଥୀ ହୋଇଥିବାରୁ ସମର୍ଥନ କରିବୁ।”

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଏନ୍‌ଡିଏ ଆଜି ବିହାର ରାଜ୍ୟପାଳ ରାମନାଥ କୋବିନ୍ଦଙ୍କୁ ନାମ ଘୋଷଣା କରିଛି। ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମୀତ ଶାହା ଘୋଷଣା କରିବା ପରେ ଦେଶର ରାଜନୀତି ଚଳଚଞ୍ଚଳ ହୋଇଥିଲା। ୧୯୪୫ ଅକ୍ଟୋବର ୧ ତାରିଖରେ କାନପୁରର ପାରାଉଙ୍ଖ ଗାଁରେ ଜନ୍ମ ଗ୍ରହଣ କରିଥିବା ରାମନାଥ ବିଜେପିରୁ ଦୁଇ ଥର ରାଜ୍ୟସଭାକୁ ଯାଇଥିଲେ। ୧୯୯୪ରୁ ୨୦୦୦ ଓ ୨୦୦୦ରୁ ୨୦୦୬ ପର୍ଯ୍ୟନ୍ତ ସେ ରାଜ୍ୟସଭା ସଦସ୍ୟ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story