ଓଡ଼ିଶାରେ କଳାଟଙ୍କା ପ୍ରସଙ୍ଗ: ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିବ ଏସଆଇଟି

କଟକ: ଓଡ଼ିଶାରେ କଳାଟଙ୍କା ନେଇ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିବ ଏସଆଇଟି। ଏନେଇ ଆଜି କଟକରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏଥିରେ ଏସ୍ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତ ଅଧ୍ୟକ୍ଷତା କରିବେ। ବୈଠକରେ ପ୍ରବର୍ତ୍ତନ ନିର୍ଦ୍ଦାଶାଳୟ- ଇଡ଼ିର ନିର୍ଦ୍ଦେଶକ ଓ ଅନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ। ଚିଟଫଣ୍ଡ, ଖଣି ଦୁର୍ନୀତି, ସାରଥୀଙ୍କ ଅର୍ଥ କାରବାର ସମେତ ଏସଂପର୍କିତ ସମସ୍ତ ମାମଲାରେ ମନିଟ୍ରେଲ ନେଇ ବୈଠକରେ ଆଲୋଚନା କରାଯିବ। ଖଣି ଦୁର୍ନୀତି ମାମଲାରେ […]

sit on blackmonny

sit on blackmonny

Rakesh Mallick
  • Published: Thursday, 27 August 2015
  • Updated: 27 August 2015, 01:35 AM IST

Sports

Latest News

sit on blackmonnyକଟକ: ଓଡ଼ିଶାରେ କଳାଟଙ୍କା ନେଇ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିବ ଏସଆଇଟି। ଏନେଇ ଆଜି କଟକରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏଥିରେ ଏସ୍ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତ ଅଧ୍ୟକ୍ଷତା କରିବେ। ବୈଠକରେ ପ୍ରବର୍ତ୍ତନ ନିର୍ଦ୍ଦାଶାଳୟ- ଇଡ଼ିର ନିର୍ଦ୍ଦେଶକ ଓ ଅନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ। ଚିଟଫଣ୍ଡ, ଖଣି ଦୁର୍ନୀତି, ସାରଥୀଙ୍କ ଅର୍ଥ କାରବାର ସମେତ ଏସଂପର୍କିତ ସମସ୍ତ ମାମଲାରେ ମନିଟ୍ରେଲ ନେଇ ବୈଠକରେ ଆଲୋଚନା କରାଯିବ। ଖଣି ଦୁର୍ନୀତି ମାମଲାରେ ଇଡ଼ି ନିକଟରେ କେତେ ଜଣ ଖଣି ମାଲିକ ଓ ଟ୍ରାନ୍ସପୋର୍ଟରଙ୍କୁ ପଚରାଉଚୁରା କରିଥିଲା। ସେହିଭଳି ଚିଟଫଣ୍ଡ ଦୁର୍ନୀତିରେ ମଧ୍ୟ କେତେକ ସଂସ୍ଥାର ଅଧିକାରୀ ଓ କର୍ମଚାରୀଙ୍କୁ ଇଡ଼ି ଜେରା କରିଛି। ଏମାନଙ୍କୁ ଜେରା ସମୟରେ ନୂଆ ନୂଆ ତଥ୍ୟ ପାଇଛନ୍ତି ତଦନ୍ତ ଅଧିକାରୀ। ସେହିପରି ସାରଥି ମାମଲାରେ ମଧ୍ୟ ଇଡି ଅନେକ ନଥିପତ୍ର ହାସଲ କରିଛି। ଏହାକୁ ଆଧାର କରି ଏସବୁ ମାମଲାର ମନିଟ୍ରେଲ୍ ସଂପର୍କରେ ଜାଣିବା ଲାଗି ବୈଠକରେ ଯୋଜନା ପ୍ରସ୍ତୁତ କରାଯିବ ‍ବୋଲି ଏସ୍ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story