ବିନା ତେଲରେ ଚାଲୁଥିବା ଇ-ସ୍କୁଟର, ଥରେ ଚାର୍ଜ ହେଲେ କେତେ ବାଟ ଚାଲିବ ଜାଣନ୍ତି କି?

ନୂଆଦିଲ୍ଲୀ: ଭାରତୀୟ ଇ-ସ୍କୁଟର ବଜାରରେ ଲଞ୍ଚ ହୋଇଛି Okinawa କମ୍ପାନୀର ଦ୍ୱିତୀୟ ଇ-ସ୍କୁଟର ‘Praise’। ସ୍କୁଟରଟି ଦେଶର ସବୁଠାରୁ ଦ୍ରୁତଗାମୀ ଇ-ସ୍କୁଟର ହେବ ବୋଲି କମ୍ପାନୀ ଦାବି କରିଛି। ଏଥିରେ ୧୦୦୦ ୱାଟ ବିଶିଷ୍ଟ ଇଲେକ୍ଟ୍ରିକ୍‌ ମଟର ଲାଗିଛି ଓ ଏହାର ଟପ୍‌ ସ୍ପିଡ୍‌ ଘଣ୍ଟାପ୍ରତି ୭୫ କିମି ରହିଛି। ଏଥିସହିତ ଓକିନାୱା ପ୍ରେଜ୍ ୨୫୦୦ ୱାଟର ପାୱାର ଆଉଟ ପୁଟ ଦେଇଥାଏ। ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏହା ଥରେ ଚାର୍ଜ ହେଲେ ୧୭୫ କିମିରୁ ୨୦୦ […]

okinawa-praise

okinawa-praise

Rakesh Mallick
  • Published: Monday, 25 December 2017
  • Updated: 25 December 2017, 05:27 PM IST

ନୂଆଦିଲ୍ଲୀ: ଭାରତୀୟ ଇ-ସ୍କୁଟର ବଜାରରେ ଲଞ୍ଚ ହୋଇଛି Okinawa କମ୍ପାନୀର ଦ୍ୱିତୀୟ ଇ-ସ୍କୁଟର ‘Praise’। ସ୍କୁଟରଟି ଦେଶର ସବୁଠାରୁ ଦ୍ରୁତଗାମୀ ଇ-ସ୍କୁଟର ହେବ ବୋଲି କମ୍ପାନୀ ଦାବି କରିଛି। ଏଥିରେ ୧୦୦୦ ୱାଟ ବିଶିଷ୍ଟ ଇଲେକ୍ଟ୍ରିକ୍‌ ମଟର ଲାଗିଛି ଓ ଏହାର ଟପ୍‌ ସ୍ପିଡ୍‌ ଘଣ୍ଟାପ୍ରତି ୭୫ କିମି ରହିଛି। ଏଥିସହିତ ଓକିନାୱା ପ୍ରେଜ୍ ୨୫୦୦ ୱାଟର ପାୱାର ଆଉଟ ପୁଟ ଦେଇଥାଏ। ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏହା ଥରେ ଚାର୍ଜ ହେଲେ ୧୭୫ କିମିରୁ ୨୦୦ କିମି ପର୍ଯ୍ୟନ୍ତ ଯାତ୍ରା କରିଥାଏ।

ଦିଲ୍ଲୀର ଏକ ସୋ ରୁମ୍‌ରେ ଏହି ନୂଆ ମଡେଲର ମୂଲ୍ୟ ରହିଛି ୫୯,ହଜାର ୮୮୯ ଟଙ୍କା । କମ୍ପାନୀ ପୂର୍ବରୁ Okinawa Ridge ନାମକ ଏକ ସ୍କୁଟର ଲଞ୍ଚ କରିଥିଲା।

ଦମଦାର ବ୍ୟାଟେରି: ଏହି ସ୍କୁଟରଟି ୩ ପ୍ରକାରର ସ୍ପିଡ ମୋଡେଲ ଯଥା ଇକୋନୋମି, ସ୍ପୋର୍ଟି ଓ ଟର୍ବୋ ରହିଥିବା ବେଳେ ଟର୍ବୋ ଚାର୍ଜର ସହିତ ମଧ୍ୟ ଉପଲବ୍ଧ ହେଉଛି। ଏହା ସମ୍ପୁର୍ଣ୍ଣ ଚାର୍ଜ ହେବାକୁ ୪ରୁ ୬ ଘଣ୍ଟା ସମୟ ଲାଗିଥାଏ। ଏଥିରେ ଦୁଇ ପ୍ରକାର ବ୍ୟଟେରି ସିଷ୍ଟମ ରହିଛି। ଏହାର VRLA ବ୍ୟାଟରି ଚାର୍ଜ ହେବାକୁ ୬ରୁ ୮ ଘଣ୍ଟା ସମୟ ନେଉଥିବା ବେଳେ Lithium ion ବ୍ୟାଟେରି ୨ ଘଣ୍ଟାରେ ଚାର୍ଜ ହୋଇଥାଏ।

ଅତ୍ୟାଧୁନିକ ସୁବିଧା: ୱକିନାୱା ପ୍ରଜ୍‌ ସ୍କୁଟରର ସାଇଡ୍ ଷ୍ଟାଣ୍ଡରେ ସେସଂର ଓ ଇନ୍‌ ବିଲ୍ଟ ସେଫ୍ଟି ଫିଚର୍ସ ଲାଗିଛି। ମେନ୍‌ ଷ୍ଟାଣ୍ଡରେ ଆଣ୍ଟି ସେଫ୍ଟି ସେସଂର ମଧ୍ୟ ଲାଗିଛି,ଫଳର ସ୍କୁଟର ସହଜରେ ଚୋରି ହୋଇପାରିବ ନାହିଁ। ଏଥିରେ ଏଲ୍‌.ଇ.ଡି ଟେଲଲାଇଟ୍ ଓ ଇଣ୍ଡିକେଟର ବ୍ୟବସ୍ଥା ମଧ୍ୟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story