ବ୍ରାହ୍ମଣୀରେ ବୁଡି ଜଣେ ବାଳକ ମୃତ, ଜଣେ ନିଖୋଜ

Ordigital Desk
  • Published: Sunday, 17 September 2017
  • , Updated: 17 September 2017, 04:51 PM IST
<p>ରାଉରକେଲା: ରାଉରକେଲା ପାନପୋଷ ନିକଟ ବ୍ରାହ୍ମଣୀ ନଦୀରେ ବୁଡି ଜଣେ ବାଳକ ମୃତ ଘଟିଛି। ଅନ୍ୟ ଜଣେ ଏବେ ବି ନିଖୋଜ ଅଛନ୍ତି। ଆଉ ଜଣକୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି।</p> <p>ଆଜି ପାନପୋଷ ନିକଟ ବ୍ରାହ୍ମଣୀ ନଦୀରେ ବୁଡି ଯାଇଥିଲେ ୪ ଜଣ ବାଳକ। ଗୋଧୋଇବା ବେଳେ ଏହି ଅଘଟଣ ଘଟିଛି। ପିଲାମାନେ ଛେଣ୍ଡ କଲୋନୀର। ଦମକଳ ବାହିନୀ ଓ ପୋଲିସ ନିଖୋଜଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଛନ୍ତି।</p>

Related story