ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଓଡ଼ିଶା ଲୋକସେବା ଆୟୋଗ (OPSC) ୨୧୭୩ଟି ମେଡିକାଲ୍ ଅଫିସର ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଛି। ଯଦି ଆପଣଙ୍କ ପାଖରେ ଏମ୍ବିବିଏସ୍ ଡିଗ୍ରୀ ଅଛି, ତେବେ ଆପଣ ଏହି ପଦ ପାଇଁ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ହେଲା ୧୭ ଜାନୁଆରୀ ୨୦୧୮।
ପଦବୀର ନାଁ- ମେଡିକାଲ ଅଫିସର
ଶେଷ ତାରିଖ- ଜାନୁଆରୀ ୧୭
ଖାଲି ପଡ଼ିଥିବା ପଦବୀ ସଂଖ୍ୟା- ୨୧୭୩
ଆବେଦନ ପାଇଁ ସର୍ବନିମ୍ନ ବୟସ- ୨୧ ବର୍ଷ
ସର୍ବାଧିକ ବୟସ- ୩୨ ବର୍ଷ
ଦରମା- ୧୫ ହଜାର ୭୦୦ ଟଙ୍କାରୁ ୩୯ ହଜାର ୧୦୦ ଟଙ୍କା। ଏଥିସହ ଅନ୍ୟାନ୍ୟ ଭତ୍ତା ଓ ସୁବିଧା
ଇଚ୍ଛୁକ ବ୍ୟକ୍ତି ଏହାର ଅଫିସିଆଲ ୱେବ୍ସାଇ www.opsc.gov.in ରେ ଜାନୁଆରି ୧୭ ତାରିଖ ପୂର୍ବରୁ ଆବେଦନ କରିପାରିବେ।
ସବିଶେଷ ଜାଣିବାକୁ ଆପଣ ସିଧାସଳଖ http://www.opsc.gov.in/notification.php
ଲିଙ୍କରେ କ୍ଲିକ୍ କରିପାରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।