ଓୟୁଏଟି ଫରେଷ୍ଟ୍ରୀ ଛାତ୍ରଙ୍କୁ ରାଗିଂ ମାମଲା: ୩ ଛାତ୍ର କଲେଜରୁ ଓ ୨ ଛାତ୍ର ହଷ୍ଟେଲରୁ ବର୍ଷେ ପାଇଁ ବହିଷ୍କୃତ

ଭୁବନେଶ୍ୱର: ଓୟୁଏଟି ରାଗିଂ ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏକାଡେମିକ କାଉନସିଲ। ରାଗିଂରେ ସମ୍ପୃକ୍ତ ଥିବା ୧୫ଜଣ ଛାତ୍ରଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୫ଜଣ ସିନିୟର ଛାତ୍ରଙ୍କୁ ବର୍ଷେ ପାଇଁ ବହିଷ୍କାର କରାଯାଇଛି। ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ କଲେଜରୁ ଓ ୨ଜଣଙ୍କୁ ହଷ୍ଟେଲରୁ ବର୍ଷେ ପାଇଁ ବହିଷ୍କାର କରାଯାଇଛି। ୫ଜଣ ଛାତ୍ରଙ୍କୁ ଆଚାର ବ୍ୟବହାରରେ ସୁଧାର ଆଣିବାକୁ ନିର୍ଦ୍ଦେଶ ଦିଆଯିବା ସହ ୫ହଜାର ଲେଖାଏଁ ଜରିମାନା କରାଯାଇଛି। ବାକି ୫ଜଣ ଛାତ୍ରଙ୍କୁ ସେମାନଙ୍କ […]

out1

out1

Rakesh Mallick
  • Published: Wednesday, 09 December 2015
  • Updated: 10 December 2015, 03:24 AM IST

Sports

Latest News

ଭୁବନେଶ୍ୱର: ଓୟୁଏଟି ରାଗିଂ ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏକାଡେମିକ କାଉନସିଲ। ରାଗିଂରେ ସମ୍ପୃକ୍ତ ଥିବା ୧୫ଜଣ ଛାତ୍ରଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୫ଜଣ ସିନିୟର ଛାତ୍ରଙ୍କୁ ବର୍ଷେ ପାଇଁ ବହିଷ୍କାର କରାଯାଇଛି। ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ କଲେଜରୁ ଓ ୨ଜଣଙ୍କୁ ହଷ୍ଟେଲରୁ ବର୍ଷେ ପାଇଁ ବହିଷ୍କାର କରାଯାଇଛି। ୫ଜଣ ଛାତ୍ରଙ୍କୁ ଆଚାର ବ୍ୟବହାରରେ ସୁଧାର ଆଣିବାକୁ ନିର୍ଦ୍ଦେଶ ଦିଆଯିବା ସହ ୫ହଜାର ଲେଖାଏଁ ଜରିମାନା କରାଯାଇଛି। ବାକି ୫ଜଣ ଛାତ୍ରଙ୍କୁ ସେମାନଙ୍କ ବ୍ୟବହାରରେ ସୁଧାର ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତି ସମୟରେ ସେମାନଙ୍କ ବିରୋଧରେ ଏପରି ଅଭିଯୋଗ ଆସିଲେ କଲେଜରୁ ବହିଷ୍କାର କରାଯିବ ବୋଲି ସମ୍ପୃକ୍ତ ୧୦ଜଣ ଛାତ୍ରଙ୍କୁ ଚେତାବନୀ ଦିଆଯାଇଛି।

ଗତ ୨୪ ତାରିଖରେ ପ୍ରଥମ ବର୍ଷ ଫରେଷ୍ଟ୍ରୀ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ଆସିଥିଲା। ଏହାକୁ ନେଇ କଲେଜ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ରାଗିଂର ଶିକାର ଛାତ୍ରମାନଙ୍କ ଅବିଭାବକମାନେ ଏ ନେଇ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏହାସହ ଛାତ୍ରମାନଙ୍କ ସହ ଖଣ୍ଡଗିରି ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇବା ପରେ ପୋଲିସ ୧୨ ଜଣ ଛାତ୍ରଙ୍କୁ ନୋଟିସ୍ ଜାରି କରିବା ସହ ୭ଦିନ ମଧ୍ୟରେ ଥାନାରେ ହାଜର ହୋଇ ପକ୍ଷ ରଖିବାକୁ କହିଥିଲା। ୨୮ ତାରିଖରେ ଅଭିଯୋଗ ଆସିଥିବା ଛାତ୍ରମାନେ କଲେଜ ଶୃଙ୍ଖଳା କମିଟି ଆଗରେ ହାଜର ହୋଇ ପକ୍ଷ ରଖିଥିଲେ। ସେତେବେଳେ ୫ଜଣ ଛାତ୍ରଙ୍କୁ ଗୋଟିଏ ବର୍ଷ ପାଇଁ ବହିଷ୍କାର ଓ ଅନ୍ୟ ୧୦ ଜଣ ଛାତ୍ରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁଳପତି ଡ. ମନୋରଞ୍ଜନ କର କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story