ପଞ୍ଚାୟତ ନିର୍ବାଚନରେ ଦଳକୁ ଭଲ ସମର୍ଥନ ମିଳିଥିବାରୁ କୃତଜ୍ଞତା ଜଣାଇଲେ ନବୀନ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଦଳକୁ ଭଲ ସମର୍ଥନ ମିଳିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି,“ଦଳ ୫୬ ପ୍ରତିଶତ ଆସନରେ ସଫଳତା ଅର୍ଜନ କରିଛି। ଅଧିକାଂଶ ଜିଲ୍ଲାରେ ଦଳୀୟ ପ୍ରଦର୍ଶନ ଭଲ ରହିଛି।” କିଛି ସ୍ଥାନରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ଥିବା ନବୀନ ସ୍ୱୀକାର କରିଛନ୍ତି। ସେ କହିଛନ୍ତି,“କିଛି ସ୍ଥାନରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଏହାର ସମୀକ୍ଷା କରାଯିବ। ଉଭୟ ସରକାର ଏବଂ ସଂଗଠନରେ ଆବଶ୍ୟକ ମୁତାବକ ପରିବର୍ତ୍ତନ କରାଯିବ। ଲୋକଙ୍କ […]

naveen

naveen

Rakesh Mallick
  • Published: Monday, 27 February 2017
  • Updated: 27 February 2017, 05:13 PM IST

Sports

Latest News

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଦଳକୁ ଭଲ ସମର୍ଥନ ମିଳିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି,“ଦଳ ୫୬ ପ୍ରତିଶତ ଆସନରେ ସଫଳତା ଅର୍ଜନ କରିଛି। ଅଧିକାଂଶ ଜିଲ୍ଲାରେ ଦଳୀୟ ପ୍ରଦର୍ଶନ ଭଲ ରହିଛି।”

କିଛି ସ୍ଥାନରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ଥିବା ନବୀନ ସ୍ୱୀକାର କରିଛନ୍ତି। ସେ କହିଛନ୍ତି,“କିଛି ସ୍ଥାନରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଏହାର ସମୀକ୍ଷା କରାଯିବ। ଉଭୟ ସରକାର ଏବଂ ସଂଗଠନରେ ଆବଶ୍ୟକ ମୁତାବକ ପରିବର୍ତ୍ତନ କରାଯିବ। ଲୋକଙ୍କ ସହ ଯୋଡ଼ି ହୋଇ ସେମାନଙ୍କ ସମସ୍ୟାର ସମାଧାନ କରାଯିବ।”

ଏହାସହ ୨୦୧୯ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ନବୀନ ଦୃଢୋକ୍ତି ପ୍ରକାଶ କରିଛନ୍ତି। ୨୦୧୯ରେ ବିଜେଡି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି,“ବିଜେଡି ୫୬ ପ୍ରତିଶତ ସିଟ୍ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ହୋଇଛନ୍ତି। ପୂର୍ବରୁ ତାଙ୍କ ଦଳ ୭୭ ପ୍ରତିଶତ ସିଟ୍ ପାଇଥିବା କଥା ସେ ବୋଧେ ଲୁଚାଇବାକୁ ଚାହୁଁଛନ୍ତି। ବିଜେଡି ୧୭୮ଟି ଜିଲ୍ଲା ପରିଷଦ ଆସନ ହରାଇଛି। ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ୪% ରୁ ୩୫% ଆସନରେ ପହଞ୍ଚି ପାରିଛି। ଏ ପଞ୍ଚାୟତ ନିର୍ବାଚନରେ ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆସ୍ଥା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଅନାସ୍ଥା ପ୍ରକଟ କରିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story