ପଞ୍ଚାୟତ ନିର୍ବାଚନ: ତୃତୀୟ ପର୍ଯ୍ୟାୟରେ ୭୫% ମତଦାନ

ଭୁବନେଶ୍ୱର: ଆଜି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ଏଥର ସମଗ୍ର ରାଜ୍ୟରେ ୭୫ ପ୍ରତିଶତ ମତଦାନ ହୋଇଛି। ତେବେ ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୬ ପ୍ରତିଶତ ଓ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୬୬ ପ୍ରତିଶତ ମତଦାନ ହୋଇଛି। କାଁଭାଁ ସ୍ଥାନରେ ଗଣ୍ଡଗୋଳକୁ ଛାଡ଼ିଦେଲେ ନିର୍ବାଚନ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି ବୋଲି ରାଜ୍ୟ ନିର୍ବାଚନ କମିଶନ ରବି ନାରାୟଣ ସେନାପତି କହିଛନ୍ତି। ସେ କହିଛନ୍ତି,“ଆଜି ରାଜ୍ୟର ୩୦ଟି ଜିଲ୍ଲାର ୬୫ଟି ବ୍ଲକର ୧୭୫ଟି ଜିଲ୍ଲାପରିଷଦ ଜୋନ, […]

vote

vote

Rakesh Mallick
  • Published: Friday, 17 February 2017
  • Updated: 17 February 2017, 06:56 PM IST

Sports

Latest News

ଭୁବନେଶ୍ୱର: ଆଜି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ଏଥର ସମଗ୍ର ରାଜ୍ୟରେ ୭୫ ପ୍ରତିଶତ ମତଦାନ ହୋଇଛି। ତେବେ ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୬ ପ୍ରତିଶତ ଓ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୬୬ ପ୍ରତିଶତ ମତଦାନ ହୋଇଛି। କାଁଭାଁ ସ୍ଥାନରେ ଗଣ୍ଡଗୋଳକୁ ଛାଡ଼ିଦେଲେ ନିର୍ବାଚନ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି ବୋଲି ରାଜ୍ୟ ନିର୍ବାଚନ କମିଶନ ରବି ନାରାୟଣ ସେନାପତି କହିଛନ୍ତି।

ସେ କହିଛନ୍ତି,“ଆଜି ରାଜ୍ୟର ୩୦ଟି ଜିଲ୍ଲାର ୬୫ଟି ବ୍ଲକର ୧୭୫ଟି ଜିଲ୍ଲାପରିଷଦ ଜୋନ, ୧୩୯୪ଟି ପଞ୍ଚାୟତ ଓ ୧୮,୮୫୯ଟି ୱାର୍ଡ଼ରେ ନିର୍ବାଚନ ହୋଇଥିଲା। ୫୩, ୨୩,୯୯୩ ଭୋଟର ସେମାନଙ୍କର ମନ ପସନ୍ଦର ପ୍ରାର୍ଥୀ ଚୟନ କରିଛନ୍ତି।”

ସେ କହିଛନ୍ତି,“କେତେକ କେନ୍ଦ୍ରରେ ବାଲଟ ପେପର ଛଡ଼ାଇନେବା ଏବଂ ନିର୍ବାଚନ କାର୍ଯ୍ୟରେ ଅସୁବିଧା ଯୋଗୁଁ ଭୋଟ ଗ୍ରହଣ ପ୍ରଭାବିତ ହୋଇଥିଲା। ଏନେଇ ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ମିଳିବା ପରେ ନିଷ୍ପତ୍ତି ନିଆଯିବ।”

ସେ କହିଛନ୍ତି,“ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ୨ଟି ବୁଥ୍‌, ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବ୍ଲକରେ ଗୋଟିଏ ବୁଥ୍‌ ଓ ପୁରୀ ସଦର ବ୍ଲକରେ ଗୋଟିଏ ବୁଥ୍‌ରେ ଭୋଟ ଗ୍ରହଣ ବେଳେ ବିଭ୍ରାଟ ଦେଖାଦେଇଥିଲା। ଏନେଇ ଜିଲ୍ଲାପାଳଙ୍କଠାରୁ ମୌଖିକ ଖବର ମିଳିଛି। ବିସ୍ତୃତି ରିପୋର୍ଟ ଆସିବା ପରେ ନିଷ୍ପତ୍ତି ନିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story