ବିଭିନ୍ନ ସ୍ଥାନରେ ଭୋଟ୍‌ବାକ୍ସ ଲୁଟ୍‌ ଓ ହିଂସାକାଣ୍ଡ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆଜି ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା। କିଛି ସ୍ଥାନରେ ଦୁର୍ବୃତ୍ତମାନେ ଭୋଟ୍ ବାକ୍ସ ଲୁଟି ନେଇଥିବା ବେଳେ ଆଉ କିଛି ସ୍ଥାନରେ ପ୍ରାର୍ଥୀଙ୍କୁ ଆକ୍ରମଣ ଓ ଗୋଷ୍ଠୀ ସଂଘର୍ଷ ଭଳି ଘଟଣା ଘଟିଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ପଞ୍ଚାୟତର ଜଗଦଳପୁର ଗାଁର ୧୪ ନମ୍ବର ବୁଥ୍‌ରୁ ଦୁର୍ବୃତ୍ତମାନେ ଭୋଟ୍ ବାକ୍ସ ଲୁଟି ନେଇ ନଦୀରେ ଫୋପାଡ଼ି […]

votebox

votebox

Rakesh Mallick
  • Published: Monday, 13 February 2017
  • Updated: 13 February 2017, 07:44 PM IST

Sports

Latest News

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆଜି ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା। କିଛି ସ୍ଥାନରେ ଦୁର୍ବୃତ୍ତମାନେ ଭୋଟ୍ ବାକ୍ସ ଲୁଟି ନେଇଥିବା ବେଳେ ଆଉ କିଛି ସ୍ଥାନରେ ପ୍ରାର୍ଥୀଙ୍କୁ ଆକ୍ରମଣ ଓ ଗୋଷ୍ଠୀ ସଂଘର୍ଷ ଭଳି ଘଟଣା ଘଟିଥିଲା।

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ପଞ୍ଚାୟତର ଜଗଦଳପୁର ଗାଁର ୧୪ ନମ୍ବର ବୁଥ୍‌ରୁ ଦୁର୍ବୃତ୍ତମାନେ ଭୋଟ୍ ବାକ୍ସ ଲୁଟି ନେଇ ନଦୀରେ ଫୋପାଡ଼ି ଦେଇଥିଲେ। ଭୋଟ୍ ବାକ୍ସଟିକୁ ଉଦ୍ଧାର କରାଯାଇଥିଲା। ତେବେ ସେଥିରେ ଥିବା ସମସ୍ତ ବାଲଟ୍ ପେପର ନଷ୍ଟ ହୋଇଯାଇଥିଲା। ସେହିପରି ବାସୁଦେଇପୁର ଓ ବଙ୍ଗାଳପୁରରେ ଭୋଟ୍ ବାକ୍ସକୁ ଦୁର୍ବୃତ୍ତମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି।

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ କୁରୁପାଳ ଗାଁରୁ ଭୋଟ୍ ବାକ୍ସ ଲୁଟି ନେଇ ଚିଲିକାରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ। ପଶିପାଳ ଗାଁର ୫ ଓ ୬ ନମ୍ବର ବୁଥ୍‌ରୁ ମଧ୍ୟ ଭୋଟ୍ ବାକ୍ସ ଲୁଟ୍ ହୋଇଛି। ଗଣତି ସାରି ପୋଲିଂ ପାର୍ଟି ଫେରୁଥିବା ବେଳେ ଦୁର୍ବୃତ୍ତମାନେ ଭୋଟ୍‌ ବାକ୍ସ ଛଡ଼ାଇ ନେଇଥିଲେ। ଆମ୍ବପଡ଼ା ପଞ୍ଚାୟତର ମଠପାଟଣାରେ ଭୋଟ୍ ବାକ୍ସ ଲୁଟ୍ ହୋଇଛି। ୬ ନମ୍ବର ବୁଥ୍‌ରେ ଗଣତି ଚାଲିଥିବା ବେଳେ ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଖଲିଆପାଲି ପଞ୍ଚାୟତର ୧,୨ ଓ ୩ ନମ୍ବର ବୁଥ୍‌ରୁ ଭୋଟ୍ ବାକ୍ସ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଦପଲା ପଞ୍ଚାୟତର ଲଏଡ଼ା ଙୋଟ୍ କେନ୍ଦ୍ରରେ ମତଦାତାଙ୍କୁ ଜୋରଜବରଦସ୍ତ ଭୋଟ୍ ଦେବାକୁ କୁହାଯାଇଥିବା ଅଭିଯୋଗ ହୋଇଛି।

ପୁରୀ ଜିଲ୍ଲା ଘୁଟୁକୁଳି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସୌଦାମିନୀ ବରାଳଙ୍କ ସ୍ୱାମୀ କେଦାର ବରାଲଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। କେଦାର ଗୁରୁତର ଭାବେ ଆହତ ହୋଇଛନ୍ତି।

କଟକର ମାହାଙ୍ଗାରେ ଭୋଟ୍ ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ଘଟଣାରେ ନୃତାଙ୍ଗ ପଞ୍ଚାୟତର ଜଣେ ସମିତି ସଭ୍ୟ ପ୍ରାର୍ଥୀଙ୍କ ସମେତ ୬ ଜଣଙ୍କୁ ଅଟକ ରଖିଛି ପୋଲିସ୍।

ନିଶ୍ଚିନ୍ତକୋଇଲି ବ୍ଲକ୍ ଜୟରାମ ପଞ୍ଚାୟତ କାର୍ଯ୍ୟାଳୟରେ କିଛି ଲୋକ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଅଗ୍ନିକାଣ୍ଡରେ ପଞ୍ଚାୟତ କାର୍ଯ୍ୟାଳୟର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଳି ଯାଇଥିବା ଜଣାପଡ଼ିଛି।

ନୂଆପଡ଼ା ଜିଲ୍ଲା କୁରେଶ୍ୱର ପଞ୍ଚାୟତର ରେଙ୍ଗଗାଁର ୧୨ ନମ୍ବର ବୁଥ୍‌ରେ କିଛି ଦୁର୍ବୃତ୍ତ ପେଟ୍ରୋଲ୍ ଢାଳି ଭୋଟ୍ ବାକ୍ସ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି।

ମତଦାନ ଚାଲିଥିବା ବେଳେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ୍ ବ୍ଲକ୍‌ର କୁଲିଆମୁଣ୍ଡା ଗାଁରେ ମାଓବାଦୀମାନେ ୩ଟି ଟ୍ରାକ୍ଟର, ଗୋଟିଏ ଜେସିବି ସହ ଗୋଟିଏ ପାୱାର ଲୋଡର ପୋଡ଼ି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story