ପପୁଙ୍କୁ ଧରିବାକୁ ସ୍ପେଶାଲ ଟିମ୍‌ ଗଠନ କଲା ପୋଲିସ

ଭୁବନେଶ୍ୱର: ନାବାଳିକାଙ୍କୁ କାଷ୍ଟିଂ କାଉଚ୍‌ ଅଭିଯୋଗରେ ଭୁବନେଶ୍ୱର ମହିଳା ଥାନା ପୋଲିସ ପପୁ ପମ୍‌ପମ୍‌ ଓ ତାଙ୍କ ସହଯୋଗୀ ପ୍ରଦୀପ ସ୍ୱାଇଁ ନୋଟିସ କରିବ। ୧୪ ଦିନ ମଧ୍ୟରେ ହାଜର ହେବାକୁ ସେମାନଙ୍କୁ ନୋଟିସ କରାଯିବ ବୋଲି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି। ଅଭିନେତା ପପୁ ପମ୍‌ପମ୍‌ଙ୍କୁ ଗିରଫ କରିବାକୁ କମିଶନରେଟ୍‌ ପୋଲିସ ସ୍ୱତନ୍ତ୍ର ଟିମ୍‌ ଗଠନ କରିଛି। ପପୁଙ୍କୁ ଧରିବାକୁ ପୋଲିସ ତନାଘନା ଚଳାଇଥିବା ବେଳେ ତାଙ୍କର କିଛି ଖୋଜ ଖବର ମିଳୁନାହିଁ। ରାଜ୍ୟ ବାହାରକୁ ପପୁ […]

papu1

papu1

Rakesh Mallick
  • Published: Wednesday, 29 June 2016
  • Updated: 29 June 2016, 11:09 PM IST

Sports

Latest News

ଭୁବନେଶ୍ୱର: ନାବାଳିକାଙ୍କୁ କାଷ୍ଟିଂ କାଉଚ୍‌ ଅଭିଯୋଗରେ ଭୁବନେଶ୍ୱର ମହିଳା ଥାନା ପୋଲିସ ପପୁ ପମ୍‌ପମ୍‌ ଓ ତାଙ୍କ ସହଯୋଗୀ ପ୍ରଦୀପ ସ୍ୱାଇଁ ନୋଟିସ କରିବ। ୧୪ ଦିନ ମଧ୍ୟରେ ହାଜର ହେବାକୁ ସେମାନଙ୍କୁ ନୋଟିସ କରାଯିବ ବୋଲି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି।

ଅଭିନେତା ପପୁ ପମ୍‌ପମ୍‌ଙ୍କୁ ଗିରଫ କରିବାକୁ କମିଶନରେଟ୍‌ ପୋଲିସ ସ୍ୱତନ୍ତ୍ର ଟିମ୍‌ ଗଠନ କରିଛି। ପପୁଙ୍କୁ ଧରିବାକୁ ପୋଲିସ ତନାଘନା ଚଳାଇଥିବା ବେଳେ ତାଙ୍କର କିଛି ଖୋଜ ଖବର ମିଳୁନାହିଁ। ରାଜ୍ୟ ବାହାରକୁ ପପୁ ଚାଲି ଯାଉଥିବା ଚର୍ଚ୍ଚା ହେଉଛି।

ଡିସିପି ଭୋଇ କହିଛନ୍ତି, “ପପୁଙ୍କୁ ଧରିବାକୁ ପୋଲିସ କରିଥିବା ସ୍ପେଶାଲ ଟିମ୍‌ର ଦାୟିତ୍ୱ ଜୋନ୍‌-ୱାନ ଏସିପି ଏବଂ ମହିଳା ଥାନା ଅଧିକାରୀଙ୍କୁ ଦିଆଯାଇଛି।”

ପପୁ କେଉଁଠି ଅଛନ୍ତି। ଓଡ଼ିଶାରେ ନା ଓଡ଼ିଶା ବାହାରକୁ ପଳାଇଛନ୍ତି। ତାଙ୍କୁ କେହି ବଡ଼ବଡ଼ିଆ ଆଶ୍ରୟ ଦେଇ ନାହାନ୍ତି କି ଆଦି ବିଭିନ୍ନ ପ୍ରଶ୍ନ ଉଠିବାରେ ଲାଗିଛି।

ଆଇନଜୀବୀ ସିଦ୍ଧାର୍ଥ ଦାସ କହିଛନ୍ତି, “ଏ ଅଭିଯୋଗରେ ଜାମିନ ମିଳିବ ନାହିଁ। ସିଡବ୍ଲ୍ୟୁସି ରିପୋର୍ଟ ଅନୁସାରେ ପ୍ରମାଣ ଅଛି, ସେ ଅଭିଯୋଗକାରିଣୀଙ୍କୁ ଧମକଚମକ ଦେଉଛନ୍ତି। ଏବେ ପୋଲିସର କାମ ହେଲା ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story