ପାରାଦୀପ: ବ୍ଲାକ୍ ରୋଜ୍ ବୁଡିକୁ ୬ବର୍ଷ ପୁରିଲା,ଶୀତଳଭଣ୍ଡାରରେ ଜାହାଜ ଅପସାରଣ କାର୍ଯ୍ୟ

ପାରାଦୀପ: ପାରାଦୀପ ଉପକୂଳରେ ବହୁ ଚର୍ଚ୍ଚିତ ବ୍ଲାକ୍ ରୋଜ୍ ଜାହାଜ ବୁଡିବାକୁ ବୁଧବାର ୬ ବର୍ଷ ପୁରିଛି। ଠିକ୍ ଆଜିର ଦିନରେ ଅର୍ଥାତ୍ ୨୦୦୯ ମସିହା ସେପ୍ଟେମ୍ବର ୯ ତାରିଖରେ ଏହି ଜାହାଜଟି ବୁଡି ଯାଇଥିଲା। ଯେଉଁଥିରେ ୨୬ଜଣ ନାବିକ ଉଦ୍ଧାର ପାଇଥିବା ବେଳେ ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିଲା। ପ୍ରଥମରୁ ପାଣି ଉପରକୁ ଏହି ଜାହାଜ ଦେଖା ଯାଉଥିବା ବେଳେ ଏବେ ମାତ୍ର ପ୍ରାୟ ୫ପ୍ରତିଶତ ଭଗ୍ନାବଶେଷ ଦେଖାଯାଉଛି। ଜଗତସିଂପୁର ଜିଲ୍ଲାପାଳଙ୍କୁ ଏହି ବ୍ଲାକ୍ ରୋଜର […]

black_rose_2

black_rose_2

Rakesh Mallick
  • Published: Wednesday, 09 September 2015
  • Updated: 09 September 2015, 02:47 AM IST

Sports

Latest News

IN24_VSS_INDIA_SUNKEN_5545fପାରାଦୀପ: ପାରାଦୀପ ଉପକୂଳରେ ବହୁ ଚର୍ଚ୍ଚିତ ବ୍ଲାକ୍ ରୋଜ୍ ଜାହାଜ ବୁଡିବାକୁ ବୁଧବାର ୬ ବର୍ଷ ପୁରିଛି। ଠିକ୍ ଆଜିର ଦିନରେ ଅର୍ଥାତ୍ ୨୦୦୯ ମସିହା ସେପ୍ଟେମ୍ବର ୯ ତାରିଖରେ ଏହି ଜାହାଜଟି ବୁଡି ଯାଇଥିଲା। ଯେଉଁଥିରେ ୨୬ଜଣ ନାବିକ ଉଦ୍ଧାର ପାଇଥିବା ବେଳେ ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିଲା। ପ୍ରଥମରୁ ପାଣି ଉପରକୁ ଏହି ଜାହାଜ ଦେଖା ଯାଉଥିବା ବେଳେ ଏବେ ମାତ୍ର ପ୍ରାୟ ୫ପ୍ରତିଶତ ଭଗ୍ନାବଶେଷ ଦେଖାଯାଉଛି। ଜଗତସିଂପୁର ଜିଲ୍ଲାପାଳଙ୍କୁ ଏହି ବ୍ଲାକ୍ ରୋଜର ରିସିଭର ଦାୟିତ୍ୱ ଦିଆଯାଇଛି। କିନ୍ତୁ ଏହାର ଅପସାରଣ ନେଇ ଏପର୍ଯ୍ୟନ୍ତ କୌଣସି ଉଦ୍ୟମ କରାଯାଇନାହିଁ। ଲୁଣି ପାଣିରେ ବୁଡି ରହିଥିବା ହେତୁ ଜାହାଜର ଉପର ଭାଗ ସମ୍ପୁର୍ଣ୍ଣ କଳଙ୍କି ଝଡି ପଡିବା ସହ କେତେକ ସ୍କାର୍ପ୍ ମାଫିଆ ତାକୁ କାଟି କରି ନେଇ ଯାଇଥିବା ମଧ୍ୟ ବିଭିନ୍ନ ସମୟରେ ଅଭିଯୋଗ ହୋଇଛି। ତେବେ ଏହି ଜାହାଜ ବୁଡିବା ନେଇ ପାରାଦୀପ ବନ୍ଦରର କୌଣସି ଅସୁବିଧା ହେଉନାହିଁ କି ଜାହାଜ ଚଳାଚଳରେ କୌଣସି ସମସ୍ୟା ସୃଷ୍ଟି ହେଉନାହିଁ ବନ୍ଦର ପକ୍ଷରୁ ବାରମ୍ୱାର କୁହାଯାଇଛି। ଅପରପକ୍ଷେ ଜାହାଜ ବୁଡିବା ଉପରେ କୋଲକତା ହାଇକୋର୍ଟରେ ଏନେଇ ମାମଲା ଚାଲିଛି। ଜାଲ୍ କାଗଜପତ୍ର ନେଇ ଆସିଥିବା ଏହି ବ୍ଲାକ୍ ରୋଜ୍ ମାମଲା ଏବେ କ୍ରାଇମ୍ ବ୍ରାଞ୍ଚ ହାତରେ ରହିଛି। ଏନେଇ କୋଲକତା ହାଇକୋର୍ଟ ଓ ସିଙ୍ଗ।ପୁର ରେ ମାମଲା ରୁଜୁ ହେବା ସହ ଏହାର ମାଲିକ ସି କକ୍ କୁ ଧରିବା ପାଇଁ କ୍ରାଇମ୍ ବ୍ରାଞ୍ଚ ଇଣ୍ଟରପୋଲର ସହାୟତା ନେଇଛି। ଏହାର ମାଲିକ ଅଣ୍ଡରଗ୍ରାଉଣ୍ଡ୍ ହୋଇଥିବାରୁ ତାକୁ ଧରିବା ସକ୍ଷମ ହୋଇ ପାରିନାହିଁ। ତଥାପି ଉଦ୍ୟମ ଜାରୀ ରହିଛି। ତେବେ ଜାହାଜ ବୁଡିଥିବା ସ୍ଥାନରେ କୌଣସି ଆଲୋକ ଜଳୁନାହିଁ। ଅଜଣା ମତ୍ସ୍ୟଜୀବୀ ଦିଗହରା ହୋଇ ଦୁର୍ଘଟଣାଗ୍ରସ୍ତ ହେବାର ଆଶଙ୍କ। ରହିଛି। ତେବେ ଏନେଇ ବନ୍ଦର ପ୍ରତି କୌଣସି ବିପଦ ନାହିଁ। ନିରପତ୍ତା ଦୃଷ୍ଟିରୁ ପାଟ୍ରୋଲିଂ ଚାଲିଛି ବୋଲି କୁହାଯାଇଛି। ତେବେ ବିଶେଷ ସୁତ୍ରରୁ ଜଣାପଡିଛି ଯେ ଜାହାଜକୁ ସମ୍ପୁର୍ଣ୍ଣ ଅପସାରଣ କରିବାକୁ ପ୍ରାୟ ୧୧୦କୋଟି ଟଙ୍କ। ଖର୍ଚ୍ଚ ହେବ ବୋଲି ଏକ ସର୍ଭେକାରୀ ସଂସ୍ଥା ଆକଳନ କରିଛି। କିନ୍ତୁ ଜାହାଜ ଅପସାରଣ ପରେ ଯଦି ସ୍କ୍ରାପ୍ ରେଟ୍ ରେ ବିକ୍ରି କରାଯାଏ ତାହେଲେ ମାତ୍ର ତାହା ୨ରୁ ୩ କୋଟି ଟଙ୍କ। ଭିତରେ ହେବ। ତେବେ ଯାହାଜ ଅପସାରଣ ଉଦ୍ୟମ ଶୀତଳଭଣ୍ଡାରରେ ରହିଛି।25oriWRECKAGE_191216ସୂଚନାଯୋଗ୍ୟ,୨୦୦୯ ମସିହା ଅଜିର ଦିନରେ ପାରାଦୀପରେ ଏକ ଦୁର୍ଭାଗ୍ୟଜନକ ପରିସ୍ଥିତିରେ ବ୍ଲାକ୍ ରୋଜ୍ ନାମକ ଜାହାଜ ବୁଡିଥିଲା। ସେହିମାସ ୧୮ ତାରିଖରେ ନିଖୋଜ ଚିଫ୍ ଇଞିନିୟର ଲିଆନ୍ସ ଚିନ୍କୋ ଙ୍କ ମୃତଦେହ ଠାବ ହୋଇଥିଲା। ୨୧ ତାରିଖରେ ବୁଡି ଯାଇଥିବା ବ୍ଲାକ୍ ରୋଜ ଜାହାଜରୁ ତେଲ ନିର୍ଗତ ହୋଇଥିଲା। ୨୩ ତାରିଖରେ ରାଜ୍ୟ ପ୍ରଦ୍ୟୁଷଣ ବୋର୍ଡ ବେଳାଭୁମି ପରିଦର୍ଶନ କରିଥିଲା। ୨୬ ତାରିଖରେ ୫ଜଣିଆ କେନ୍ଦ୍ରିୟ ପ୍ରତିନିଧି ଦଳ ପାରାଦୀପ ଗ୍ରସ୍ତରେ ଆସିଥିଲେ। ୨୭ରେ ବୁଡିଯାଇଥିବା ଜାହାଜ ବ୍ଲାକ୍ ରୋଜରୁ ତେଲ ଲିକ୍ ରୋକିବାକୁ ପ୍ରଥମ ପର୍ଯ୍ୟାୟରେ ଭାଇଜାଗର ଜେ.ଏଣ୍ଟରପ୍ରାଇଜର୍ସ ଓ ଡାଇଭ୍ସକୁ ପାରାଦୀପ ବନ୍ଦରର କାର୍ଯ୍ୟଭାର ପ୍ରଦାନ କରାଯାଇଥିଲା। ୦୪.୧୦.୨୦୦୯ରେ ପୋଲିସ ମହା ନିର୍ଦ୍ଦେଶକଙ୍କ ଦିନିକିଆ ପାରାଦୀପ ପରିଦର୍ଶନ କରିଥିଲେ। ସେହିମାସ ୫ ତାରିଖରେ ବୁଡି ଯାଇଥିବା ଜାହାଜ ବ୍ଲାକ୍ ରୋଜର ତେଲ ବାହାର କରିବା ପାଇଁ ବହୁ ଜାତୀୟ ଓ ଆନ୍ତର୍ଜାତୀୟ ସଂସ୍ଥା ଆବେଦନ କରିଥିଲେ। ସେହିମାସ ୯ ତାରିଖରେ ବୁଡି ଯାଇଥିବା ଜାହାଜ ବ୍ଲାକ୍ ରୋଜ ର ତେଲ ବାହାର କରିବା ପାଇଁ ଆମେରିକାର  ଫ୍ଲେ।ରିଡାସ୍ଥିତ ରିଜଲ୍ଭ ମେରାଇନ୍ ଗ୍ରୁପକୁ କାର୍ଯ୍ୟାଦେଶ ମିଳିଥିଲା। ୧୦.୧୧.୨୦୦୯ରେ ବ୍ଲାକ୍ ରୋଜ୍ ଜାହାଜରୁ ଉଦ୍ଧାର ପାଇଥିବା ୨୬ନାବିକ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ। ସେହିମାସ ୧୨ ତାରିଖରେ ପ୍ରଦ୍ୟୁଷଣ ନିରିକ୍ଷଣ କରିବା ପାଇଁ ଆସିଥିବା ୨ଜଣିଆ ବିଧାନସଭା ସବ୍ କମିଟି ବୁଡି ଯାଇଥିବା ବ୍ଲାକ୍ ରୋଜ୍ ଜାହାଜ ପରିଦର୍ଶନ କରିଥିଲେ। ୧୬ ତାରିଖରେ ବୁଡି ଯାଇଥିବା ବ୍ଲାକ୍ ରୋଜ୍ ଜାହାଜରୁ ତେଲ ନିଷ୍କାସନ କାର୍ଯ୍ୟ ଶେଷ ହୋଇଥିଲା। ୦୭.୦୪.୨୦୧୧ରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବନ୍ଦର ପ୍ରଶାସନ ସହ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story