ପାସ୍‌ପୋର୍ଟର ରଙ୍ଗ ଏମିତି କାହିଁକି ! ଜାଣନ୍ତି କି ?

ଆପଣ ଆପଣଙ୍କ ପାସପୋର୍ଟ ବିଷୟରେ କ’ଣ ସବୁକିଛି ଜାଣନ୍ତି। ଉତ୍ତରରେ ଆପଣ ନିଶ୍ଚିତ ହଁ ଭରିବେ। କହିବେ “ମୋ ପାସପୋର୍ଟ ବିଷୟରେ ମୁଁ ସବୁକିଛି ଜାଣେ।” ବାସ୍‌ , ତା ହେଲେ କହିଲେ ଦେଖି ଆପଣଙ୍କ ପାସ୍‌ପୋର୍ଟର ରଙ୍ଗ ଏମିତି କାହିଁକି ହୋଇଛି ? ହେଲେ ଉତ୍ତର ବୋଧହୁଏ ଆପଣଙ୍କ ପାଖରେ ନ ଥିବ।  ପାସପୋର୍ଟର ରଙ୍ଗ ବିଷୟରେ ହୁଏତ ଆପଣ ଜାଣି ନ ଥିବେ। ବିଭିନ୍ନ ଦେଶରେ ପାସପୋର୍ଟର ରଙ୍ଗ ଅଲଗା ଅଲଗା । ଏହି […]

passport

passport

Rakesh Mallick
  • Published: Monday, 15 January 2018
  • Updated: 15 January 2018, 08:37 PM IST

Sports

Latest News

ଆପଣ ଆପଣଙ୍କ ପାସପୋର୍ଟ ବିଷୟରେ କ’ଣ ସବୁକିଛି ଜାଣନ୍ତି। ଉତ୍ତରରେ ଆପଣ ନିଶ୍ଚିତ ହଁ ଭରିବେ। କହିବେ “ମୋ ପାସପୋର୍ଟ ବିଷୟରେ ମୁଁ ସବୁକିଛି ଜାଣେ।” ବାସ୍‌ , ତା ହେଲେ କହିଲେ ଦେଖି ଆପଣଙ୍କ ପାସ୍‌ପୋର୍ଟର ରଙ୍ଗ ଏମିତି କାହିଁକି ହୋଇଛି ? ହେଲେ ଉତ୍ତର ବୋଧହୁଏ ଆପଣଙ୍କ ପାଖରେ ନ ଥିବ।  ପାସପୋର୍ଟର ରଙ୍ଗ ବିଷୟରେ ହୁଏତ ଆପଣ ଜାଣି ନ ଥିବେ। ବିଭିନ୍ନ ଦେଶରେ ପାସପୋର୍ଟର ରଙ୍ଗ ଅଲଗା ଅଲଗା । ଏହି ଅଲଗା ଅଲଗା ରଙ୍ଗ ପଛରେ ରହିଥିବା କାରଣ ସମ୍ପର୍କରେ ଆମେ ଆଜି ଅପଣଙ୍କୁ ଜଣାଇବୁ।

ନେଭି ବ୍ଲ୍ୟୁ ରଙ୍ଗର ପାସପୋର୍ଟ: ଭାରତ ପାସପୋର୍ଟର ରଙ୍ଗ ନେଭି ବ୍ଲ୍ୟୁ ହୋଇଥାଏ। ଗାଢ଼ ନୀଳ ରଙ୍ଗ ଭାରତୀୟ ସଂସ୍କୃତିର ଛାପ ଥାଏ।  ତିରଙ୍ଗା ପତକାରେ ଥିବା ଅଶୋକ ଚକ୍ର ମଧ୍ୟ ଗାଢ଼ ନୀଳ ରଙ୍ଗର ହୋଇଥାଏ। ଲାଲ୍ ରଙ୍ଗର ପାସ୍‌ପୋର୍ଟ: ଏହା ଏକ ସାଧାରଣ ରଙ୍ଗ। ଯେଉଁ ଦେଶଗୁଡ଼ିକର ଇତିହାସ ଓ ତା'ର ବ୍ୟବସ୍ଥା ସାମ୍ୟବାଦୀ, ସେଇ ଦେଶଗୁଡ଼ିକର ପାସପୋର୍ଟ ଲାଲ୍ ରଙ୍ଗ ହୋଇଥାଏ। ସେଲ୍‌ବୋନିଆ, ଚୀନ,  ସର୍ବିଆ, ଋସ୍, ଲାଟ୍‌ଭିଆ, ରୋମାନିଆ, ପୋଲାଣ୍ଡ, ଜର୍ଜିଆ ଭଳି ଦେଶରେ ଲାଲ୍‌ ରଙ୍ଗର ପାସପୋର୍ଟ ଥାଏ। ଏହଛଡ଼ା କ୍ରୋସିଆକୁ ବ୍ୟତୀତ ୟୁରୋପିୟ ୟୁନିୟନର ସଦଶ୍ୟ ଦେଶଗୁଡ଼ିକର ପାସପୋର୍ଟ ଲାଲ୍‌ ରଙ୍ଗର ହୋଇଥାଏ। ୟୁରୋପୀୟ ୟୁନିୟନ୍‌ରେ ସାମିଲ୍ ହେବାକୁ ଚାହୁଁଥିବା କିଛି ଦେଶ ଯେପରି ତୁର୍କି, ମଖଦୁନିଆ ଓ ଅଲ୍‌ବାନିଆ ଭଳି ରାଷ୍ଟ୍ର କିଛି ବର୍ଷ ପୂର୍ବରୁ ଲାଲ୍‌ ରଙ୍ଗର ପାସପୋର୍ଟ ଆପଣାଇଛନ୍ତି। ବୋଲିଭିଆ, କଲୋମ୍ବିଆ, ଆକ୍ୱାଣ୍ଡର ଓ ପେରୁରେ ମଧ୍ୟ ଲାଲ୍ ରଙ୍ଗର ପାସ୍‌ପୋର୍ଟ ଥାଏ।ନୀଳ ରଙ୍ଗର ପାସପୋର୍ଟ:  ଏହି ରଙ୍ଗକୁ ଏକ 'ନୂଆ ଦୁନିଆ'ର ପ୍ରତୀକ ବୋଲି କୁହାଯାଏ। ୧୫ ଟି କ୍ୟାରୋବିଆନ୍‌ ଦେଶଗୁଡ଼ିକରେ ପାସପୋର୍ଟ ନୀଳ ରଙ୍ଗର । ଦକ୍ଷିଣ ଆମେରିକା ଦେଶଗୁଡ଼ିକର ପାସ୍‌ପୋର୍ଟର ରଙ୍ଗ ମେରକୋସୁର ନାମରେ ଟ୍ରେଣ୍ଡ ୟୁନିୟନ ସହିତ ତାଙ୍ଗର ସମ୍ପର୍କର ପ୍ରତୀକ ହୋଇଥାଏ। ଏଥିରେ ବ୍ରାଜିଲ୍‌, ଆର୍ଜେଣ୍ଟିନା ଓ ପାରାଗୁଏ ଦେଶ ସାମିଲ୍ ରହିଛି। ଆମେରିକା ତା'ର ପାସପୋର୍ଟ ପାଇଁ  ୧୯୭୬ରେ ନୀଳ ରଙ୍ଗକୁ ଆପଣାଇଥିଲା।

ସବୁଜ ରଙ୍ଗ: ମୁସ୍‌ଲିମ୍‌ ପ୍ରବଣ ଦେଶଗୁଡ଼ିକର ପାସପୋର୍ଟ ସୁବଜ ରଙ୍ଗର ହୋଇଥାଏ। କାରଣ ଏହି ରଙ୍ଗକୁ ପ୍ରୋପେଟ ମୁହମ୍ମଦଙ୍କର ପସନ୍ଦର ରଙ୍ଗ ବୋଲି କୁହାଯାଏ। ଓ ଏହା ପ୍ରକୃତି ଓ ପ୍ରାଣୀ ଜୀବନର ପ୍ରତୀକ ବୋଲି ବିବେଚନା କରାଯାଇଥାଏ। ବୁର୍କିନା ଫାସୋ, ନାଇଜେରିଆ, ନାଇଜର, ଆଇଭରି କୋଷ୍ଟ ଓ ସିନେଗଲ ଭଳି କେତେକ ପଶ୍ଚିମି ଆଫ୍ରିକୀୟ ଦେଶରେ ସବୁଜ ରଙ୍ଗର ପାସପୋର୍ଟ ହୋଇଥାଏ। ଏହି ଦେଶ ଗୁଡ଼ିକର ସବୁଜ ରଙ୍ଗ ଇକୋନୋମିକ, କମ୍ୟୁନିଟି ଅଫ୍‌ ୱେଷ୍ଟ, ଏଫ୍ରିକନ୍ ଷ୍ଟେଟସ୍ ସମ୍ପର୍କ ଥାଏ।କଳା ରଙ୍ଗର ପାସପୋର୍ଟ: ବହୁତ କମ ଦେଶରେ କଳା ରଙ୍ଗର ପାସପୋର୍ଟ ଥାଏ। ବୋଟ୍‌ସୱାନା, ଜାମ୍ବିଆ, ବରୁଣ୍ଡି, ଗେବନ୍, ଅଙ୍ଗୋଲା, କଙ୍ଗୋ, ମାଲବି ଭଳି କେତେକ ଆଫ୍ରିକୀୟ ଦେଶରେ କଳା ରଙ୍ଗର ପାସପୋର୍ଟ ବ୍ୟବହାର କରାଯାଇଥାଏ। ନ୍ୟୁଜିଲାଣ୍ଡର ରାଷ୍ଟ୍ରୀୟ ରଙ୍ଗ କଳା ହୋଇଥିବାରୁ ସେଠାରେ ମଧ୍ୟ କଳା ରଙ୍ଗର ପାସପୋର୍ଟ ବ୍ୟବହାର କରାଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story