ପେଣ୍ଠପାଳ ସମିତି ସଭ୍ୟ ପ୍ରାର୍ଥିପତ୍ର ପ୍ରତ୍ୟାହାର ବିବାଦର ନୂଆମୋଡ଼

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପେଣ୍ଠପାଳ ସମିତି ସଭ୍ୟ ପ୍ରାର୍ଥିପତ୍ର ପ୍ରତ୍ୟାହାର ବିବାଦ ଆଜି ଏକ ନୂଆ ମୋଡ଼ ନେଇଛି। ସମିତି ସଭ୍ୟ ପ୍ରାର୍ଥୀ ଗାୟତ୍ରୀ ସେଠୀ ନିଜେ  ନାମାଙ୍କନ ପ୍ରତ୍ୟାହାର କରିଥିଲେ ବୋଲି କହିଛନ୍ତି। ଏ ସଂପର୍କରେ  ସେ କେନ୍ଦ୍ରାପଡ଼ା ଉପ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। କଂଗ୍ରେସ ନେତାଙ୍କ ଚାପରେ ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନ ଥିଲେ ବୋଲି ବୟାନ ଦେଇଥିବା କହିଛନ୍ତି। ଏନେଇ ଗାୟତ୍ରୀଙ୍କ ସ୍ୱାମୀ କହିଛନ୍ତି,“ମୋ ପତ୍ନୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା […]

kendrapada,,,

kendrapada,,,

Rakesh Mallick
  • Published: Monday, 30 January 2017
  • Updated: 01 February 2017, 04:18 PM IST

Sports

Latest News

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପେଣ୍ଠପାଳ ସମିତି ସଭ୍ୟ ପ୍ରାର୍ଥିପତ୍ର ପ୍ରତ୍ୟାହାର ବିବାଦ ଆଜି ଏକ ନୂଆ ମୋଡ଼ ନେଇଛି। ସମିତି ସଭ୍ୟ ପ୍ରାର୍ଥୀ ଗାୟତ୍ରୀ ସେଠୀ ନିଜେ  ନାମାଙ୍କନ ପ୍ରତ୍ୟାହାର କରିଥିଲେ ବୋଲି କହିଛନ୍ତି। ଏ ସଂପର୍କରେ  ସେ କେନ୍ଦ୍ରାପଡ଼ା ଉପ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। କଂଗ୍ରେସ ନେତାଙ୍କ ଚାପରେ ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନ ଥିଲେ ବୋଲି ବୟାନ ଦେଇଥିବା କହିଛନ୍ତି।

ଏନେଇ ଗାୟତ୍ରୀଙ୍କ ସ୍ୱାମୀ କହିଛନ୍ତି,“ମୋ ପତ୍ନୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପାଇଁ ବିଡିଙ୍କ ନିକଟକୁ ଯାଇଥିବା ବେଳେ ମୁଁ ଉପସ୍ଥିତ ଥିଲେ। ତାଙ୍କ ପ୍ରସ୍ତାବକ ମଧ୍ୟ ଉପସ୍ଥିତ ଥିଲେ। କଂଗ୍ରେସ ନେତାଙ୍କ ଚାପରେ ପଡ଼ି ମୋ ପତ୍ନୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନ ଥିଲେ ବୋଲି ବୟାନ ଦେଇଥିଲେ।”

କଂଗ୍ରେସ ନେତା ଗଣେଶ୍ୱର ବେହେରା କହିଛନ୍ତି,“ଗାୟତ୍ରୀ ସେଠୀ ବିଧାୟକ (କିଶୋର ତରାଇ)ଙ୍କୁ ସମର୍ଥନ କରି ଆଉ ଗୋଟିଏ ଭୁଲ କରିଛନ୍ତି। ୨୨ ତାରିଖରେ ଗାୟତ୍ରୀ  ପ୍ରାର୍ଥିପତ୍ର ପ୍ରତ୍ୟାହରା ପ୍ରସଙ୍ଗ ନେଇ ଥାନାରେ ଜାଲିଆତି ଅଭିଯୋଗ କରିଥିଲେ। ଗାୟତ୍ରୀ ମିଛ କହୁଛନ୍ତି। ମୁଁ ଏହାକୁ ଦୃଢ଼ ନିନ୍ଦା କରୁଛି। ଭଗବାନ ତାଙ୍କୁ ସଦବୃଦ୍ଧି ଦିଅନ୍ତୁ। କଂଗ୍ରେସ ଲୋକଙ୍କ ଚାପରେ ସେ  କିଛି କରିନାହାନ୍ତି। କଂଗ୍ରେସ ଲୋକଙ୍କର ଏହା ଚରିତ୍ର ନୁହେଁ। ଏଥିପାଇଁ ମୁଁ ରାଜ୍ୟ ସରକାର ଓ ବିଧାୟକଙ୍କୁ ଦାୟୀ କରୁଛି। ସେ ଅର୍ଥ ଲୋଭରେ ବା ଭୟଭୀତ ହୋଇ ବୟାନ ବଦଳାଇଛନ୍ତି। ଏହାର ତଦନ୍ତ ହେଉ ଓ ସତ୍ୟାସତ୍ୟ ପଦାକୁ ଆସୁ।”

ଅନ୍ୟପକ୍ଷରେ ଗାୟତ୍ରୀଙ୍କୁ ପ୍ରଭାବିତ କରିଥିବା ନେଇ ବିଧାୟକ ତରାଇ କହିଛନ୍ତି,“କଂଗ୍ରେସର ଅଭିଯୋଗ ଅସତ୍ୟ। ଏଥିରେ ମୋର କିଛି ଭୂମିକା ନାହିଁ।”

ପେଣ୍ଠପାଳ ପଞ୍ଚାୟତ ସମିତିରୁ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇଙ୍କ ପତ୍ନୀ ବବିତାଙ୍କୁ ନିର୍ଦ୍ୱନ୍ଦ୍ୱରେ ବିଜୟୀ କରାଇବା ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାରରେ ଚଞ୍ଚକତା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ କଂଗ୍ରେସ ନେତାଙ୍କ ସହ ଗାୟତ୍ରୀ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story