ଯନ୍ତ୍ରଣାରେ ଛଟପଟ ହେଉଥିଲା ନାଗ : ଠାକୁର ଭାବି ଲୋକେ ପୂଜା କଲେ

ନୂଆଦିଲ୍ଲୀ: ବେଳେବେଳେ ଏମିତି କିଛି ଘଟଣା ଘଟେ, ଯାହାକୁ ଲୋକେ ଭଗବାନଙ୍କର କିଛି ଚମତ୍କାର ବୋଲି ଧରିନିଅନ୍ତି। ଭକ୍ତି ଭାବରେ ପୂଜା କରନ୍ତି। ଏହିପରି ଏକ ଘଟଣା ଘଟିଛି ରେୱଳା ଖାନପୁର ଗାଁରେ। ନାଗ ସାପଟିଏ ଗୋଟିଏ ସ୍ଥାନରେ ଦେଢ ମାସ ହେଲା ରହିବା ଏକ ଚର୍ଚ୍ଚାର ବିଷୟ ପାଲଟିଛି। ସେ ସ୍ଥାନ ଛାଡି ସାପଟି କୁଆଡେ ବି ଯାଉନଥିଲା। ଆଉ ଲୋକେ ଏହାକୁ ଭଗବାନଙ୍କର ଚମତ୍କାର ବିଶ୍ୱାସ କରି ପୂଜା କରୁଥିଲେ। ଏ ଖବର ଆଖପାଖ […]

worship-629x430 (1)

worship-629x430 (1)

Rakesh Mallick
  • Published: Saturday, 03 March 2018
  • Updated: 03 March 2018, 05:28 PM IST

Sports

Latest News

ନୂଆଦିଲ୍ଲୀ: ବେଳେବେଳେ ଏମିତି କିଛି ଘଟଣା ଘଟେ, ଯାହାକୁ ଲୋକେ ଭଗବାନଙ୍କର କିଛି ଚମତ୍କାର ବୋଲି ଧରିନିଅନ୍ତି। ଭକ୍ତି ଭାବରେ ପୂଜା କରନ୍ତି। ଏହିପରି ଏକ ଘଟଣା ଘଟିଛି ରେୱଳା ଖାନପୁର ଗାଁରେ। ନାଗ ସାପଟିଏ ଗୋଟିଏ ସ୍ଥାନରେ ଦେଢ ମାସ ହେଲା ରହିବା ଏକ ଚର୍ଚ୍ଚାର ବିଷୟ ପାଲଟିଛି। ସେ ସ୍ଥାନ ଛାଡି ସାପଟି କୁଆଡେ ବି ଯାଉନଥିଲା। ଆଉ ଲୋକେ ଏହାକୁ ଭଗବାନଙ୍କର ଚମତ୍କାର ବିଶ୍ୱାସ କରି ପୂଜା କରୁଥିଲେ। ଏ ଖବର ଆଖପାଖ ଅଞ୍ଚଳରେ ପ୍ରଚାରିତ ହେବା ଫଳରେ ବହୁ ସଂଖ୍ୟାରେ ଲୋକେ ଏଠାକୁ ଛୁଟିଥିଲେ ଓ ଦୀପ ଧୂପ ଦେଇ ପୂଜା କରୁଥିଲେ।

ଉଲ୍ଲେଖନୀୟ ଯେ, ଛାୱଲା ଥାନା ଅନ୍ତର୍ଗତ ରେୱଲା ଖାନପୁର ଗାଁରେ ନାଗ ସାପଟିଏ ଅନେକ ଧରି ଗୋଟିଏ ସ୍ଥାନରେ ପଡିରହିଥିଲା। କୁଆଡେ ବି ଯାଉନଥିଲା। କିନ୍ତୁ ପ୍ରକୃତ କାରଣ ଏୟା ଯେ, ସାପଟି ରୋଗିଣା ହୋଇଯାଇଥିବାରୁ ସେ ଆଉ ଯାଇପାରୁନଥିଲା। ହେଲେ ଲୋକେ ନାଗସାପକୁ ଠାକୁର ଭାବି ପୂଜା କରିଥିଲେ। ଲୋକଙ୍କ ଭିଡ଼ ଜମିବା ଓ ଧୂପ ଅଗରବତୀ ଜଳାଇବା ଫଳରେ ସାପଟି ଆହୁରି ଅଧିକା ଅସୁସ୍ଥ ହୋଇପଡିଲା। ଯଦି ବନ ବିଭାଗ ଅଧିକାରୀ ଉଦ୍ଧାର କରିନଥାନ୍ତେ ତ ଆଉ ଦିନେ କି ଦୁଇଦିନ ଭିତରେ ନାଗ ସାପଟି ସେଇଠାରେ ହିଁ ମରିଯାଇଥାଆନ୍ତା।

ୱାଇଲ୍ଡ ଲାଇଫ୍‌ ବିଭାଗର ସୂଚନା ଅନୁସାରେ, ନାଗ ସାପକୁ ଗତ ବୁଧବାର ସନ୍ଧ୍ୟାରେ ଉଦ୍ଧାର କରି ଆସୌଲା ଭାଟି  Wild Life Sanctuaryରେ ଛାଡି ଦିଆଯାଇଥିଲା। ସାପଟି ଅଧିକ ସମୟ ଧରି ଗୋଟିଏ ସ୍ଥାନରେ ରହିବା ଓ କାହାର କିଛି କ୍ଷତି ନକରିବା ଦେଖି ଗାଁ ଲୋକେ ଏହାକୁ ଠାକୁରଙ୍କ ଚମତ୍କାର ଭାବି ନେଇଥିଲେ। ଆଉ ମଧ୍ୟ ଏଠାରେ ଏକ ମନ୍ଦିର ତୋଳାଇବାର ଯୋଜନା କରିଥିଲେ। ଶେଷରେ ପୁଲିସ୍‌ର ସୂଚନା ଅନୁସାରେ ବନ ବିଭାଗ ଅଧିକାରୀମାନେ ଆସି ନାଗକୁ ଉଦ୍ଧାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story