ସରକାରଙ୍କ ପ୍ରତିଶ୍ରୁତି: ପିଆଜ କଳାବଜାର ଉପରେ ନଜର ରଖିବେ, ଡାଲିର ଦର ଘୋଷଣା କରିବେ

ଭୁବନେଶ୍ୱର: ଗରିବଙ୍କ ମେନ୍ୟୁରୁ ଉଭାନ୍ ହୋଇଯାଇଛି ଡାଲି ଓ ପିଆଜ। ଦୁଇଟି ଯାକ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରକୁ ନେଇ ଖାଉଟି ବେଦମ୍। ଏଣେ ସ୍ଥିତି ନିୟନ୍ତ୍ରଣ ପାଇଁ ଆଜି ରାଜ୍ୟ ଯୋଗାଣ ବିଭାଗ ବୈଠକ ଡାକି କେତେକ ପଦକ୍ଷେପ ନେଇଛି। କିଛି ଦିନ ତଳେ କିଲୋ ୨୫ ଟଙ୍କ। ଥିବା ପିଆଜ ଏବେ ୬୦/ ୮୦ରୁ ୮୫ ଟଙ୍କା ଥିବା ହରଡ଼ ଡାଲି ୧୪୦ରେ ପହଞ୍ଚିଲାଣି। ଏ ଦୁଇ ଖାଦ୍ୟ ସାମଗ୍ରୀ ଏବେ ଅଧିକାଂଶଙ୍କ ଭାତ […]

onion

onion

Rakesh Mallick
  • Published: Monday, 24 August 2015
  • Updated: 24 August 2015, 05:21 PM IST

Sports

Latest News

ଭୁବନେଶ୍ୱର: ଗରିବଙ୍କ ମେନ୍ୟୁରୁ ଉଭାନ୍ ହୋଇଯାଇଛି ଡାଲି ଓ ପିଆଜ। ଦୁଇଟି ଯାକ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରକୁ ନେଇ ଖାଉଟି ବେଦମ୍। ଏଣେ ସ୍ଥିତି ନିୟନ୍ତ୍ରଣ ପାଇଁ ଆଜି ରାଜ୍ୟ ଯୋଗାଣ ବିଭାଗ ବୈଠକ ଡାକି କେତେକ ପଦକ୍ଷେପ ନେଇଛି।

କିଛି ଦିନ ତଳେ କିଲୋ ୨୫ ଟଙ୍କ। ଥିବା ପିଆଜ ଏବେ ୬୦/ ୮୦ରୁ ୮୫ ଟଙ୍କା ଥିବା ହରଡ଼ ଡାଲି ୧୪୦ରେ ପହଞ୍ଚିଲାଣି। ଏ ଦୁଇ ଖାଦ୍ୟ ସାମଗ୍ରୀ ଏବେ ଅଧିକାଂଶଙ୍କ ଭାତ ଥାଳିରୁ ଏକରକମ୍ ଉଭାନ ହୋଇଯାଇଛି। କେବଳ କଟକ କି ଭୁବନେଶ୍ୱର ନୁହେଁ ସାରା ରାଜ୍ୟରେ ସମାନ ଅବସ୍ଥା। ସେପଟେ ଉତ୍ପାଦନ ହ୍ରାସ ପାଇଥିବାରୁ ନିକଟ ଭବିଷ୍ୟତରେ ପିଆଜ ଓ ଡାଲି ଯୋଗାଣ ସ୍ୱାଭାବିକ ହେବା ସମ୍ଭାବନା ମଧ୍ୟ କମ୍। ତେଣୁ ଶୀଘ୍ର ଦର୍ କମିବା ଆଶା ମଧ୍ୟ କ୍ଷୀଣ।

ସ୍ଥିତି ନିୟନ୍ତ୍ରଣ ପାଇଁ ରାଜ୍ୟ ଯୋଗାଣ ବିଭାଗ ଡାକିଥିବା ଜରୁରୀ ବୈଠକରେ ଆଲୋଚନା ହୋଇଛି। ପିଆଜ କଳାବଜାରୀ ରୋକିବାକୁ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିବେ। ସେହିପରି ଡାଲିର ହୋଲସେଲ୍ ଓ ରିଟେଲ୍ ପ୍ରାଇସ୍ ଘୋଷଣା କରିବେ ସରକାର। ଅନ୍ୟପକ୍ଷରେ ହରଡ଼ ଡାଲି ଦର ନିୟନ୍ତ୍ରଣ ଲାଗି ଏହା ଉପରୁ ଭାଟ୍ ଛାଡ଼ ପାଇଁ ବ୍ୟବସାୟୀ ସଂଘ ସରକାରଙ୍କୁ ଅନୁରୋଧ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story