ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ଅଭିଯୋଗ ମାମଲା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଖରେ ଫେରାଦ ହେଲା ବିଜେପି

<p>ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ନିର୍ବାଚନ ଖର୍ଚ୍ଚ ଅନିୟମିତତା ମାମଲାରେ &nbsp;ଆଜି&nbsp; ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ରାଜ୍ୟ ବିଜେପି ଟିମ୍ ଫେରାଦ ହୋଇଛି। ଦଳର ମୁଖପାତ୍ରଙ୍କ ସମେତ ଅନ୍ୟ ନେତାଙ୍କୁ ନେଇ ରାଜ୍ୟ ବିଜେପି ଟିମ୍ ଇଡି ନିକଟରେ ଫେରାଦ ହୋଇଛି।</p> <p>ଏହି ପ୍ରସଙ୍ଗରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ କେନ୍ଦ୍ର ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲା ବିଜେପି। ଅଭିଯୋଗର ବିଚାର କରିବା ଲାଗି ଦଳ କମିଶନଙ୍କୁ ଦାବିପତ୍ର ଦେଇଥିଲା। ସେହିପରି ନବୀନଙ୍କ ସଦସ୍ୟତା ରଦ୍ଦ ପାଇଁ ମଧ୍ୟ ବିଜେପି ଦାବି କରିଥିଲା।</p>

Ordigital Desk
  • Published: Friday, 28 July 2017
  • Updated: 28 July 2017, 12:35 PM IST

Sports

Latest News

<p>ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ନିର୍ବାଚନ ଖର୍ଚ୍ଚ ଅନିୟମିତତା ମାମଲାରେ &nbsp;ଆଜି&nbsp; ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ରାଜ୍ୟ ବିଜେପି ଟିମ୍ ଫେରାଦ ହୋଇଛି। ଦଳର ମୁଖପାତ୍ରଙ୍କ ସମେତ ଅନ୍ୟ ନେତାଙ୍କୁ ନେଇ ରାଜ୍ୟ ବିଜେପି ଟିମ୍ ଇଡି ନିକଟରେ ଫେରାଦ ହୋଇଛି।</p><p>ଏହି ପ୍ରସଙ୍ଗରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ କେନ୍ଦ୍ର ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲା ବିଜେପି। ଅଭିଯୋଗର ବିଚାର କରିବା ଲାଗି ଦଳ କମିଶନଙ୍କୁ ଦାବିପତ୍ର ଦେଇଥିଲା। ସେହିପରି ନବୀନଙ୍କ ସଦସ୍ୟତା ରଦ୍ଦ ପାଇଁ ମଧ୍ୟ ବିଜେପି ଦାବି କରିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos